ଔରଙ୍ଗାବାଦରେ ନକ୍ସଲ ଆକ୍ରମଣ: ୧୦ ଯବାନ ସହିଦ୍

ଔରଙ୍ଗାବାଦ: ବିହାରର ଔରଙ୍ଗାବାଦରେ ଗତକାଲି ନକ୍ସଲଙ୍କ ସହ ଗୁଳିବିନିମୟ ବେଳେ ଆଇଇଡି ବିସ୍ଫୋରଣରେ ୧୦ ଜଣ ସିଆର୍‌ପିଏଫ୍‌ ଯବାନ ସହିଦ୍‌ ହୋଇଥିବା ଳେଳ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଯବାନ କୋବ୍ରା ବାଟାଲିୟନର ଥିଲେ। ସୁରକ୍ଷାକର୍ମୀଙ୍କ ପାଲଟା ଆକ୍ରମଣରେ ୩ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଛି। ଗତକାଲି  ଔରାଙ୍ଗବାଦର ସୋନଦାହାରେ କୋବ୍ରା ବାଟାଲିୟନ ଯବାନ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ବର୍ତ୍ତମାନ ସେଠାରେ ସର୍ଚ୍ଚ ଅପରେସନ୍‌ ଜାରି ରହିଛି। ଆଜି ସିଆରପିଏଫ୍ ଆଇଜି […]

encounter

encounter

Rakesh Mallick
  • Published: Tuesday, 19 July 2016
  • Updated: 19 July 2016, 03:38 PM IST

Sports

Latest News

ଔରଙ୍ଗାବାଦ: ବିହାରର ଔରଙ୍ଗାବାଦରେ ଗତକାଲି ନକ୍ସଲଙ୍କ ସହ ଗୁଳିବିନିମୟ ବେଳେ ଆଇଇଡି ବିସ୍ଫୋରଣରେ ୧୦ ଜଣ ସିଆର୍‌ପିଏଫ୍‌ ଯବାନ ସହିଦ୍‌ ହୋଇଥିବା ଳେଳ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଯବାନ କୋବ୍ରା ବାଟାଲିୟନର ଥିଲେ। ସୁରକ୍ଷାକର୍ମୀଙ୍କ ପାଲଟା ଆକ୍ରମଣରେ ୩ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଛି।

ଗତକାଲି  ଔରାଙ୍ଗବାଦର ସୋନଦାହାରେ କୋବ୍ରା ବାଟାଲିୟନ ଯବାନ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ବର୍ତ୍ତମାନ ସେଠାରେ ସର୍ଚ୍ଚ ଅପରେସନ୍‌ ଜାରି ରହିଛି।

ଆଜି ସିଆରପିଏଫ୍ ଆଇଜି  ଓ ଡିଆଇଜି ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରୁଛନ୍ତି। ଏହି ଘଟଣା ସମ୍ପର୍କରେ ସିଆରପିଏଫ୍ ଡିଜି ଦୁର୍ଗା ପ୍ରସାଦ ଗୃହମନ୍ତ୍ରୀ ରାଜନାଥ ସିଂଙ୍କୁ ଫୋନ୍‌  ଦ୍ୱାରା ସୂଚନା ଦେବା ପରେ ରାଜନାଥ ସିଂ ମୁଖ୍ୟମନ୍ତ୍ରୀ ନୀତିଶ୍ କୁମାରଙ୍କ ସହ ଆଲୋଚନା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story