କରୋନା ମୁକାବିଲା, ଦେଖନ୍ତୁ କିଭଳି ପରିଷ୍କାର ହେଉଛି ଟ୍ରେନ୍

ନୂଆଦିଲ୍ଲୀ: କରୋନା ବ୍ୟାପୁଥିବା ଦେଖି ରେଳ ବିଭାଗ ଏହାର ମୁକାବିଲା କରିବା ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ କରି ଦେଇଛି। ସମସ୍ତ ଟ୍ରେନକୁ ପରିଷ୍କାର ରଖିବା ପାଇଁ ରେଳ ବିଭାଗ ତତ୍ପରତା ଦେଖାଇଛି। ଯାତ୍ରୀମାନେ କିଭଳି ସୁରକ୍ଷାରେ ଓ ସୁସ୍ଥ ପରିବେଶରେ ଯାତ୍ରା କରିବେ ଏହାକୁ ଗୁରୁତ୍ୱ ଦେଇଛି ରେଳ ବିଭାଗ। ଏ ନେଇ ରେଳ ମନ୍ତ୍ରୀ ପୀୟୂଷ ଗୋଏଲ ଟୁଇଟ୍ କରିଛନ୍ତି ଏକ ଭିଡିଓ। ଯେଉଁଥିରେ ଟ୍ରେନକୁ କିଭଳି ବିଭିନ୍ନ କେମିକାଲ ସ୍ପ୍ରେ ମାଧ୍ୟମରେ ପରିଷ୍କାର […]

CORONA TRAIN CLENNESS

CORONA TRAIN CLENNESS

Subhransu Sekhar
  • Published: Monday, 16 March 2020
  • Updated: 16 March 2020, 04:43 PM IST

Sports

Latest News

ନୂଆଦିଲ୍ଲୀ: କରୋନା ବ୍ୟାପୁଥିବା ଦେଖି ରେଳ ବିଭାଗ ଏହାର ମୁକାବିଲା କରିବା ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ କରି ଦେଇଛି। ସମସ୍ତ ଟ୍ରେନକୁ ପରିଷ୍କାର ରଖିବା ପାଇଁ ରେଳ ବିଭାଗ ତତ୍ପରତା ଦେଖାଇଛି। ଯାତ୍ରୀମାନେ କିଭଳି ସୁରକ୍ଷାରେ ଓ ସୁସ୍ଥ ପରିବେଶରେ ଯାତ୍ରା କରିବେ ଏହାକୁ ଗୁରୁତ୍ୱ ଦେଇଛି ରେଳ ବିଭାଗ। ଏ ନେଇ ରେଳ ମନ୍ତ୍ରୀ ପୀୟୂଷ ଗୋଏଲ ଟୁଇଟ୍ କରିଛନ୍ତି ଏକ ଭିଡିଓ। ଯେଉଁଥିରେ ଟ୍ରେନକୁ କିଭଳି ବିଭିନ୍ନ କେମିକାଲ ସ୍ପ୍ରେ ମାଧ୍ୟମରେ ପରିଷ୍କାର କରୁଛନ୍ତି ଦେଖିବାକୁ ମିଳିଛି।

https://twitter.com/PiyushGoyal/status/1239255122795876352

ଟ୍ରେନରେ ଟଏଲେଟ, ସିଟ୍, ଯାତ୍ରୀ ଧରୁଥିବା ହ୍ୟାଣ୍ଡେଲଗୁଡିକ କ୍ରମାଗତ ଭାବରେ ସଫା କରାଯାଉଛି। ଅଧିକ ଲୋକ ଆସୁଥିବା ସ୍ଥାନରେ ସାନିଟାଇଜର ସାହାଯ୍ୟରେ ସଫା କରାଯାଉଛି। ଏହା ବ୍ୟତୀତ ଷ୍ଟେସନ ପରିସରରେ ମଧ୍ୟ ପରିଷ୍କାର ଉପରେ ଗୁରୁତ୍ୱ ଦିଆଯାଉଛି।

ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରେଳ ବିଭାଗ କମ୍ୱଳ, ବେଡଶିଟ୍ ଆଦି ବନ୍ଦ କରିଦେଇଛି। ଯେହେତୁ ରେଳ ବିଭାଗ ଦ୍ୱାରା ଦିଆଯାଉଥିବା ବେଡଶିଟ୍ କିମ୍ୱା କମ୍ୱଳ ପ୍ରତିଦିନି ପରିଷ୍କାର ହେଉନଥିଲା। ତେଣୁ ଯାତ୍ରୀଙ୍କୁ ଏହି ସବୁ ଜିନିଷ ଆଣିବାକୁ ରେଳ ବିଭାଗ ପରାମର୍ଶ ଦେଇଛି। ସେହିପରି ବିଭିନ୍ନ ରେଲଓ୍ୱେ ଷ୍ଟେସନରେ କରୋନା ଆକ୍ରାନ୍ତଙ୍କ ପାଇଁ ସ୍ୱତନ୍ତ୍ର ଓ୍ୱାର୍ଡ ଏବଂ ସାନିଟାଇଜର ବ୍ୟବସ୍ଥା କରାଯାଇଛି। ସେହିପରି ଗହଳି ରହୁଥିବା ଟ୍ରେନରେ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଅଧିକ ସଂଖ୍ୟକ କୋଚ୍ ବା ବଗି ଯୋଡ଼ାଯାଉଥିବା ଦେଖିବାକୁ ମିଳିଛି।

https://twitter.com/PiyushGoyalOffc/status/1238760073888821250

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story