ସାମ୍ବାଦିକ ରବୀଶ କୁମାରଙ୍କୁ ‘ରେମନ ମ୍ୟାଗସେସେ’ ଆଓ୍ୱାର୍ଡ

ନୂଆଦିଲ୍ଲୀ: ଲୋକପ୍ରିୟ ସାମ୍ୱାଦିକ ରବୀଶ କୁମାରଙ୍କୁ ମିଳିବ ‘ରେମନ ମ୍ୟାଗସେସେ ଆଓ୍ୱାର୍ଡ୍’। ୨୦୧୯ ବର୍ଷ ପାଇଁ ଏହି ସମ୍ମାନରେ ସମ୍ମାନିତ ହେବେ ଏନଡିଟିଭି ଇଣ୍ଡିଆର ମ୍ୟାନେଜିଂ ଏଡିଟର। ହିନ୍ଦୀ ସାମ୍ୱାଦିକତା କ୍ଷେତ୍ରରେ ତାଙ୍କର ପ୍ରଭାବୀ ଯୋଗଦାନ ପାଇଁ ତାଙ୍କୁ ଚୟନ କରାଯାଇଛି। ଏହି ସମ୍ମାନ ଜଣେ ସାମ୍ୱାଦିକଙ୍କ ପାଇଁ ବଡ଼ କାରଣ ‘ ରେମନ ମ୍ୟାଗସେସେ’ ଆୱାର୍ଡକୁ ଏସିଆର ନୋବେଲ ପୁରସ୍କାର ବୋଲି କୁହାଯାଏ। ଏହି ପୁରସ୍କାର ଫିଲିପାଇନ୍ସର ପୂର୍ବତନ ରାଷ୍ଟ୍ରପତି ରେମନ ମାଗସେସେଙ୍କ ନାମରେ ନାମିତ […]

RAVISH KUMAR

RAVISH KUMAR

Subhransu Sekhar
  • Published: Friday, 02 August 2019
  • Updated: 02 August 2019, 01:07 PM IST

Sports

Latest News

ନୂଆଦିଲ୍ଲୀ: ଲୋକପ୍ରିୟ ସାମ୍ୱାଦିକ ରବୀଶ କୁମାରଙ୍କୁ ମିଳିବ ‘ରେମନ ମ୍ୟାଗସେସେ ଆଓ୍ୱାର୍ଡ୍’। ୨୦୧୯ ବର୍ଷ ପାଇଁ ଏହି ସମ୍ମାନରେ ସମ୍ମାନିତ ହେବେ ଏନଡିଟିଭି ଇଣ୍ଡିଆର ମ୍ୟାନେଜିଂ ଏଡିଟର। ହିନ୍ଦୀ ସାମ୍ୱାଦିକତା କ୍ଷେତ୍ରରେ ତାଙ୍କର ପ୍ରଭାବୀ ଯୋଗଦାନ ପାଇଁ ତାଙ୍କୁ ଚୟନ କରାଯାଇଛି। ଏହି ସମ୍ମାନ ଜଣେ ସାମ୍ୱାଦିକଙ୍କ ପାଇଁ ବଡ଼ କାରଣ ‘ ରେମନ ମ୍ୟାଗସେସେ’ ଆୱାର୍ଡକୁ ଏସିଆର ନୋବେଲ ପୁରସ୍କାର ବୋଲି କୁହାଯାଏ। ଏହି ପୁରସ୍କାର ଫିଲିପାଇନ୍ସର ପୂର୍ବତନ ରାଷ୍ଟ୍ରପତି ରେମନ ମାଗସେସେଙ୍କ ନାମରେ ନାମିତ ହୋଇଛି।

ପୁରସ୍କାର ସଂସ୍ଥା ଆଜି ଟ୍ୱିଟ କରି କହିଛନ୍ତି ‘ନିଜର ନିର୍ଭୀକ ସାମ୍ୱାଦିକତା ଏବଂ ତାଙ୍କର ଶୋ ‘ପ୍ରାଇମ୍ ଟାଇମ’ରେ ଲୋକଙ୍କ ସମସ୍ୟା ପ୍ରଭାବୀ ଢଙ୍ଗରେ ଉଠାଉଥିବାରୁ ଏହି ପୁରସ୍କାର ପାଇଁ ସେ ଯୋଗ୍ୟ ବିବେଚିତ ହୋଇଛନ୍ତି’।

ରବୀଶ କୁମାରଙ୍କ ପୂର୍ବରୁ ଦେଶର ଆହୁରି ୫ ଜଣ ସାମ୍ୱାଦିକ ଏହି ପୁରସ୍କାର ପାଇ ସାରିଛନ୍ତି। ୧୯୬୧ରେ ଅମିତାଭ ଚୌଧୁରୀ, ୧୯୭୫ରେ ବିଜି ଭର୍ଗୀଜ, ୧୯୮୨ରେ ଅରୁଣ ଅରୁଣ ଶୌର୍ରୀ, ୧୯୮୪ରେ ଆରକେ ଲକ୍ଷ୍ମଣ ଏବଂ ୨୦୦୭ରେ ପି ସାଇନାଥ ଏହି ପୁରସ୍କାର ପାଇଥିଲେ।

ସୂଚନାଯୋଗ୍ୟ, ରବୀଶ କୁମାରଙ୍କ ଘର ବିହାର। ଏକ ଗରିବ ପରିବାରରେ ସେ ଜନ୍ମ ଗ୍ରହଣ କରିଥିଲେ। ୧୯୯୬ରେ ସେ ‘ଏନଡିଟିଭି’ ସହ ଯୋଡ଼ି ହୋଇଥିଲେ। ଜଣେ ତଳସ୍ତରର କର୍ମଚାରୀ ଭାବରେ ସେ ସେତେବେଳେ ଏନଡିଟିଭିରେ ଚାକିରି କରୁଥିଲେ। କିନ୍ତୁ ନିଜର ଉଦ୍ୟମ ଏବଂ ନିଷ୍ଠା ବଳରେ ସେ ଆଜି ‘ଏନଡିଟିଭି ଇଣ୍ଡିଆ’ର ଏଡିଟର ହୋଇପାରିଛନ୍ତି। ତାଙ୍କ ଦ୍ୱାରା ପରିଚାଳିତ ହେଉଥିବା ଶୋ ‘ରବୀଶ କି ରିପୋର୍ଟ’ ତାଙ୍କୁ ଏକ ବଳିଷ୍ଠ ପରିଚୟ ଦେଇଛି।

ରବୀଶଙ୍କ ବ୍ୟତୀତ ଅନ୍ୟ ଚାରି ବିଜେତା ହେଲେ ଫିଲିପ୍ପିନ୍‌ସ୍‌ର ରେମୁଣ୍ଡୋ ପୁଜାଣ୍ଟେ କାୟାବ୍ୟାବ୍‌, ମିଆଁମାର୍‌ର କୋ ସ୍ୱେ, ଦକ୍ଷିଣ କୋରିଆର କିମ୍‌ ଜୋଙ୍ଗ୍‌-କି, ଥାଇଲାଣ୍ଡ୍‌ର ଆଙ୍ଗ୍‌ଖାନା ନୀଳପାଇଜିତ୍‌।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story