ରେକର୍ଡ କରୁଛି ଆମେରିକା ମୃତ୍ୟୁସଂଖ୍ୟା, ଗୋଟିଏ ଦିନରେ ପ୍ରାୟ ୪,୫୦୦ ମୃତ

ୱାଶିଂଟନ: ମହାମାରୀ କରୋନା ଭାଇରସ ଆମେରିକାରେ ମୃତ୍ୟୁର ତାଣ୍ଡବ ରଚିବାରେ ଲାଗିଛି। ପ୍ରତିଦିନ ଏଠାରେ ମୃତ୍ୟୁସଂଖ୍ୟା ନୂଆ ନୂଆ ରେକର୍ଡ କରିବାରେ ଲାଗିଛି। ଗତ ୨୪ ଘଣ୍ଟାରେ କରୋନାରେ ଆକ୍ରାନ୍ତ ହୋଇ ପ୍ରାୟ ୪,୫୦୦ ଲୋକ ପ୍ରାଣ ହରାଇଛନ୍ତି। ଗୋଟିଏ ଦିନରେ ଏତେ ସଂଖ୍ୟକ ଲୋକଙ୍କ ମୃତ୍ୟୁ ଘଟିବା ପ୍ରଥମ ଘଟଣା। ପୂର୍ବରୁ ଆମେରିକାରେ କରୋନା ଯୋଗୁ ଗୋଟିଏ ଦିନରେ ପ୍ରାୟ ୨୬ଶହ ଲୋକ ପ୍ରାଣ ହରାଇଥିଲେ। ତେବେ ଗତକାଲି ଏହା ପୂର୍ବ ରେକର୍ଡକୁ ମଧ୍ୟ ଭାଙ୍ଗି […]

n

n

Hemant Lenka
  • Published: Friday, 17 April 2020
  • Updated: 17 April 2020, 03:08 PM IST

Sports

Latest News

ୱାଶିଂଟନ: ମହାମାରୀ କରୋନା ଭାଇରସ ଆମେରିକାରେ ମୃତ୍ୟୁର ତାଣ୍ଡବ ରଚିବାରେ ଲାଗିଛି। ପ୍ରତିଦିନ ଏଠାରେ ମୃତ୍ୟୁସଂଖ୍ୟା ନୂଆ ନୂଆ ରେକର୍ଡ କରିବାରେ ଲାଗିଛି। ଗତ ୨୪ ଘଣ୍ଟାରେ କରୋନାରେ ଆକ୍ରାନ୍ତ ହୋଇ ପ୍ରାୟ ୪,୫୦୦ ଲୋକ ପ୍ରାଣ ହରାଇଛନ୍ତି।

ଗୋଟିଏ ଦିନରେ ଏତେ ସଂଖ୍ୟକ ଲୋକଙ୍କ ମୃତ୍ୟୁ ଘଟିବା ପ୍ରଥମ ଘଟଣା। ପୂର୍ବରୁ ଆମେରିକାରେ କରୋନା ଯୋଗୁ ଗୋଟିଏ ଦିନରେ ପ୍ରାୟ ୨୬ଶହ ଲୋକ ପ୍ରାଣ ହରାଇଥିଲେ। ତେବେ ଗତକାଲି ଏହା ପୂର୍ବ ରେକର୍ଡକୁ ମଧ୍ୟ ଭାଙ୍ଗି ଦେଇଛି। ଜନ୍ସ ହୋପକିନ୍ସ ବିଶ୍ୱବିଦ୍ୟାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟାରେ କରୋନା ଯୋଗୁ ଆମେରିକାରେ ୪୪୯୧ ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ ଏଠାରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩୪, ୬୪୧ରେ ପହଞ୍ଚି ଯାଇଛି।

ଆମେରିକାର ସବୁଠାରୁ ବଡ଼ ସହରର ନ୍ୟୁୱର୍କରେ ଗତକାଲି କେବଳ ୩୩୭୮ ଜଣଙ୍କ ଜୀବନ ଯାଇଛି। କରୋନା ୱାର୍ଲ୍ଡ ମିଟରର ତଥ୍ୟ ଅନୁଯାୟୀ, ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬,୭୮,୨୧୦ ରହିଥିବା ବେଳେ ମୃତ୍ୟୁସଂଖ୍ୟା ୩୪,୬୪୧ରେ ପହଞ୍ଚି ଯାଇଛି।

୫୭,୮୪୪ ଜଣ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ନ୍ୟୁୱର୍କ କଥା ବିଚାରକୁ ନେଲେ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୨୬,୧୯୮ ଓ ମୃତକଙ୍କ ସଂଖ୍ୟା ୧୬,୧୦୬ ରହିଛି। ନ୍ୟୁୱର୍କ ବାଦ ନ୍ୟୁଜର୍ସି, ମିଚଗାନ, କାଲିଫର୍ଣ୍ଣିଆ, ଫ୍ଲୋରିଡା, ଟେକ୍ସାସ ଓ ୱାଶିଂଟନ ମଧ୍ୟ କରୋନା ଯୋଗୁ ଗଭୀର ଭାବେ ପ୍ରଭାବିତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story