ନେପାଳ: ଭୁଶୁଡ଼ି ପଡ଼ିଲା ପ୍ରସିଦ୍ଧ ଧରାହର ଟାୱାର

କାଠମାଣ୍ଡୁ: ଭୂମିକମ୍ପ ଯୋଗୁ ନେପାଳର ରାଜଧାନୀ କାଠମାଣ୍ଡୁରେ ଥିବା ପ୍ରସିଦ୍ଧ ଧରାହର ଅବା ଭୀମସେନ ଟାୱାର ଭୁଶୁଡ଼ି ପଡ଼ିଛି। ଉନବିଂଶ ଶତାବ୍ଦୀର ଏହି ୯ ମହଲା କୋଠା ଭୁଶୁଡ଼ି ପଡ଼ିଥିବା ଯୋଗୁ ଏହା ତଳେ ଚାପି ହୋଇ ୫୦ ଜଣ ଲୋକ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି। ପୂର୍ବରୁ ଏହି ସଂଖ୍ୟା ୪୦୦ ହେବ ବୋଲି ନେପାଳର କିଛି ଗଣମାଧ୍ୟମ ସୂଚନା ଦେଇଥିଲେ। ଏହା ବ୍ୟତୀତ କାଠମାଣ୍ଡୁରେ ଆହୁରି ଅନେକ କୋଠା କ୍ଷତିଗ୍ରସ୍ତ ହୋଇଛି। କାଠମାଣ୍ଡୁ ବିମାନ […]

dharahar

dharahar

Rakesh Mallick
  • Published: Saturday, 25 April 2015
  • Updated: 04 May 2017, 03:45 PM IST

Sports

Latest News

କାଠମାଣ୍ଡୁ: ଭୂମିକମ୍ପ ଯୋଗୁ ନେପାଳର ରାଜଧାନୀ କାଠମାଣ୍ଡୁରେ ଥିବା ପ୍ରସିଦ୍ଧ ଧରାହର ଅବା ଭୀମସେନ ଟାୱାର ଭୁଶୁଡ଼ି ପଡ଼ିଛି। ଉନବିଂଶ ଶତାବ୍ଦୀର ଏହି ୯ ମହଲା କୋଠା ଭୁଶୁଡ଼ି ପଡ଼ିଥିବା ଯୋଗୁ ଏହା ତଳେ ଚାପି ହୋଇ ୫୦ ଜଣ ଲୋକ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି। ପୂର୍ବରୁ ଏହି ସଂଖ୍ୟା ୪୦୦ ହେବ ବୋଲି ନେପାଳର କିଛି ଗଣମାଧ୍ୟମ ସୂଚନା ଦେଇଥିଲେ।

ଏହା ବ୍ୟତୀତ କାଠମାଣ୍ଡୁରେ ଆହୁରି ଅନେକ କୋଠା କ୍ଷତିଗ୍ରସ୍ତ ହୋଇଛି। କାଠମାଣ୍ଡୁ ବିମାନ ବନ୍ଦରରେ ମଧ୍ୟ ଏକାଧିକ ଫାଟ ସୃଷ୍ଟି ହୋଇଛି। ଫଳରେ ବିମାନ ବନ୍ଦରକୁ ବନ୍ଦ କରି ଦିଆଯାଇଛି।

ନେପାଳରେ ପ୍ରଥମ ଭୂମିକମ୍ପର ତୀବ୍ରତା ୭.୯ ରହିଥିବା ବେଳେ ଦ୍ୱିତୀୟ ଭୂମିକମ୍ପର ତୀବ୍ରତା ରହିଥିଲା ୬.୬।

ଧରାହର ଟାୱାରର ଇତିହାସ
୯ ମହଲା ବିଶିଷ୍ଟ ଧରାହର ଟାୱାରର ଉଚ୍ଚତା ଥିଲା ୬୧.୮୮ ମିଟର। କାଠମାଣ୍ଡୁ ସହରର ସୁନ୍ଧରାଠାରେ ଏହା ଅବସ୍ଥିତ ଥିଲା। ୧୮୩୨ରେ ଏହାର ନିର୍ମାଣ କରାଯାଇଥିଲା। ଏହାକୁ ନିର୍ମାଣ କରିଥିଲେ ନେପାଳର ତତକାଳୀନ ପ୍ରଧାନମନ୍ତ୍ରୀ ଭୀମସେନ ଥାପା। ରାଣୀ ଳଲିତ ତ୍ରିପୁରା ସୁନ୍ଦରୀଙ୍କ ନିଦେ୍ର୍ଧଶରେ ସେ ନିର୍ମାଣ କରାଇଥିଲେ ଏହି ଟାୱାର। ଏଥିରେ ଥିଲା ୨୧୩ଟି ପାହାଚ। ଟାୱାରର ଅଷ୍ଟମ ମହଲାରେ ଏକ ଗୋଲାକାର ବାଲକୋନି ରହିଥିଲା। ଏହି ବାଲକୋନିରେ ଛିଡ଼ା ହୋଇ ପର୍ଯ୍ୟଟକମାନେ ଦେଖୁଥିଲେ କାଠମାଣ୍ଡୁ ସହରକୁ। ୨୦୦୫ରୁ ଏଯାବତ ଏହା ପର୍ଯ୍ୟଟକମାନଙ୍କ ପାଇଁ ଖୋଲା ରହିଆସୁଥିଲା।

earthquakel

ପ୍ରକୃତରେ ଧରାହର ଥିଲା ପ୍ରଧାନମନ୍ତ୍ରୀ ଭୀମସେନ ଥାପାଙ୍କ ଦ୍ୱାରା ନିର୍ମାଣ କରାଯାଇଥିବା ଦ୍ୱିତୀୟ ଟାୱାର। ଏହା ପୂର୍ବରୁ ୧୮୨୪ରେ ଭୀମସେନ ଥାପା ଏକ ଟାୱାର ନିର୍ମାଣ କରିଥିଲେ। ତା’ର ନାମ ରଖାଯାଇଥିଲା ଭୀମସେନ ଟାୱାର। ତାହା ଥିଲା ୧୧ ମହଲା। ଅର୍ଥାତ ଆଜି ଭୁଶୁଡ଼ି ଥିବା ଦ୍ୱିତୀୟ ଧରାହର ଟାୱାର ଠାରୁ ସେହି ଟାୱାରରେ ଅଧିକ ଦୁଇ ମହଲା ଥିଲା। ପରେ ରାଣୀ ଳଲିତ ତ୍ରିପୁରା ସୁନ୍ଦରୀଙ୍କ ଇଚ୍ଛାକ୍ରମେ ସେ ନିର୍ମାଣ କରାଇଥିଲେ ଧରାହର ଟାୱାର। ରାଣୀ ଳଲିତ ତ୍ରିପୁରା ଥିଲେ ଭୀମସେନଙ୍କ ଝିଆରୀ। ଭୀମସେନଙ୍କ ଟାୱାର ପାଖରେ ତାଙ୍କର ଏକ ନିଜର ଟାୱାର ଦେଖିବାକୁ ଚାହୁଁଥିଲେ ରାଣୀ।

୧୮୩୪ରେ ହୋଇଥିବା ଭୂମିକମ୍ପକୁ ଦୁଇଟି ଯାକ ଟାୱାର ସମ୍ଭାଳି ନେଇ ଥିଲେ। ତେବେ ଭୀମସେନ ଟାୱାର କ୍ଷତିଗ୍ରସ୍ତ ହୋଇଥିଲା। ଏହାର ୧୦୦ ବର୍ଷ ପରେ ୧୯୩୪ ଜାନୁଆରୀ ୧୫ ତାରିଖରେ ହୋଇଥିବା ଭୂମିକମ୍ପରେ ଭୀମସେନ ଟାୱାଟି ସଂପୂର୍ଣ୍ଣ ଭାବେ ଧ୍ୱଂସ ହୋଇଯାଇଥିଳା। ଧରାହର ଟାୱାର ବି କ୍ଷତିଗ୍ରସ୍ତ ହୋଇଥିଲା। ତେବେ ନେପାଳର ତତକାଳୀନ ପ୍ରଧାନମନ୍ତ୍ରୀ ଯୁଦ୍ଧା ସମସେର ଧରାହର ଟାୱାରଟକୁ ତା’ର ପୂର୍ବାବସ୍ଥାକୁ ଫେରାଇ ଆଣିଥିଲେ। କିନ୍ତୁ ଭୀସେନ ଟାୱାର ଆଉ ନିର୍ମାଣ ହୋଇପାରିଲା ନାହିଁ। ଯେଉଁଠି ପ୍ରକୃତରେ ଭୀମସେନ ଟାୱାର ଅବସ୍ଥିତ ଥିଲା ତାହା ଏବେ ପାର୍କିଂ ସ୍ଥାନ ପାଲଟି ଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story