ନେପାଳରେ ପୁଣି ଭୂକଂପ ଝଟକା, ତୀବ୍ରତା ୫.୭

କାଠମାଣ୍ଡୁ: ଭୂକଂପ ନେପାଳର ପିଛା ଛାଡୁନି। ଶନିବାର ଏଠାରେ ପୁଣି ଥରେ ଭୂକଂପ ଝଟକା ଅନୁଭୁତ ହୋଇଥିଲା। ରିକ୍ଟର ସ୍କଲରେ ଏହାର ତୀବ୍ରତା ଥିଲା ୫.୭। ଏହି ଭୂକଂପର କେନ୍ଦ୍ରସ୍ଥଳ ଥିଲା ଡୋଲଖା। ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ମିଳିନାହିଁ। ସେହିପରି ଭାରତର ବିହାର ସମେତ ଉତ୍ତର-ପୂର୍ବ ଭାରତରେ ମଧ୍ୟ ଏହି ଭୂକଂପ ଝଟକା ଅନୁଭୁତ ହୋଇଛି। ଶୁକ୍ରବାର ମଧ୍ୟ ନେପାଳରେ ଭୂକଂପ ଝଟକା ଲାଗିଥିଲା।  ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୫ […]

Nepalearthquake

Nepalearthquake

Rakesh Mallick
  • Published: Saturday, 16 May 2015
  • Updated: 04 May 2017, 03:45 PM IST

Sports

Latest News

କାଠମାଣ୍ଡୁ: ଭୂକଂପ ନେପାଳର ପିଛା ଛାଡୁନି। ଶନିବାର ଏଠାରେ ପୁଣି ଥରେ ଭୂକଂପ ଝଟକା ଅନୁଭୁତ ହୋଇଥିଲା। ରିକ୍ଟର ସ୍କଲରେ ଏହାର ତୀବ୍ରତା ଥିଲା ୫.୭। ଏହି ଭୂକଂପର କେନ୍ଦ୍ରସ୍ଥଳ ଥିଲା ଡୋଲଖା। ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ମିଳିନାହିଁ। ସେହିପରି ଭାରତର ବିହାର ସମେତ ଉତ୍ତର-ପୂର୍ବ ଭାରତରେ ମଧ୍ୟ ଏହି ଭୂକଂପ ଝଟକା ଅନୁଭୁତ ହୋଇଛି।

ଶୁକ୍ରବାର ମଧ୍ୟ ନେପାଳରେ ଭୂକଂପ ଝଟକା ଲାଗିଥିଲା।  ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୫ ରହିଥିଲା। କାଠମାଣ୍ଡୁ ଠାରୁ ୫୨ କିଲୋମିଟର ଦୂର ଧାଡ଼ିଙ୍ଗ ଥିଲା ଏହାର କେନ୍ଦ୍ରସ୍ଥଳ।

ଏହା ପୂର୍ବରୁ ଗତ ମଙ୍ଗଳବାର ନେପାଳରେ ଏକ ଉଚ୍ଚଶକ୍ତି ସଂପନ୍ନ ଭୂକଂପ ହୋଇଥିଲା। ଏହାର ତୀବ୍ରତା ଥିଲା ୭.୩। ଏଥିରେ ୧୧୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨,୭୬୦ ଜଣ ଆହତ ହୋଇଛନ୍ତି ବୋଲି ନେପାଳର ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏହି ଭୂକଂପ ଅନୁଭୁତ ହେବାର ୪୫ ମିନିଟ୍ ମଧ୍ୟରେ ଆହୁରି ୫ଟି ପଶ୍ଚାତ ଭୂକଂପ ଅନୁଭୁତ ହୋଇଥିଲା।

ଗତ ଏପ୍ରିଲ ୨୫ ତାରିଖରେ ହୋଇଥିବା ଭୟାବହ ଭୂକଂପର ଦୁଇ ସପ୍ତାହ ପରେ ଗତ ମଙ୍ଗଳବାର ପୁଣି ଥରେ ବଡ଼ ଧରଣର ଭୂକଂପ ହୋଇଥିଲା। ଏପ୍ରିଲ ୨୫ରେ ହୋଇଥିବା ଭୂକଂପର ତୀବ୍ରତା ୭.୯ ରହିଥିଲା। ଏଥିରେ ୮,୩୦୦ରୁ ଅଧିକ ଲୋକଙ୍କ ପ୍ରାଣହାନୀ ହୋଇଥିଲା। ୧୭,୦୦୦ରୁ ଅଧିକ ଲୋକ ଆହତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story