ନୂଆ କୃଷି ଆଇନ: ଚାଷୀ ଟଙ୍କା ନଦେଇ ପଳାଇଲା ବେପାରୀ

ନୂଆଦିଲ୍ଲୀ: ଗୋଟିଏ ପଟେ କେନ୍ଦ୍ରର କୃଷି ଆଇନକୁ ରଦ୍ଦ କରିବା ଜିଦରେ ୪୦ ଚାଷୀ ସଂଗଠନ ଦିଲ୍ଲୀ ସୀମାରେ ବସିଛନ୍ତି। ଅନ୍ୟପଟେ ମଧ୍ୟପ୍ରଦେଶର ଜଣେ ବ୍ୟବସାୟୀଙ୍କ ବିରୋଧରେ ନୂଆ କୃଷି ଆଇନ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି। ଚାଷୀଙ୍କଠାରୁ ଧାନ କିଣିବା ପରେ ପଇସା ନଦେଇ ଗ୍ୱାଲିଅରର ଭୀତାୱାରର ଜଣେ ପଳାଇଥିଲା। ତେବେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଗ୍ୱାଲିଅର ପ୍ରଶାସନ ଚାଷୀଙ୍କ ଦେୟ ପାଇଁ ବେପାରୀର ଘରକୁ ନିଲାମ କରିଛି ଆଗକୁ ବେପାରୀର ଚାଷ ଜମି ଶୀଘ୍ର […]

farm-law

farm-law

Subhransu Sekhar
  • Published: Wednesday, 23 December 2020
  • Updated: 23 December 2020, 10:45 PM IST

Sports

Latest News

ନୂଆଦିଲ୍ଲୀ: ଗୋଟିଏ ପଟେ କେନ୍ଦ୍ରର କୃଷି ଆଇନକୁ ରଦ୍ଦ କରିବା ଜିଦରେ ୪୦ ଚାଷୀ ସଂଗଠନ ଦିଲ୍ଲୀ ସୀମାରେ ବସିଛନ୍ତି। ଅନ୍ୟପଟେ ମଧ୍ୟପ୍ରଦେଶର ଜଣେ ବ୍ୟବସାୟୀଙ୍କ ବିରୋଧରେ ନୂଆ କୃଷି ଆଇନ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି। ଚାଷୀଙ୍କଠାରୁ ଧାନ କିଣିବା ପରେ ପଇସା ନଦେଇ ଗ୍ୱାଲିଅରର ଭୀତାୱାରର ଜଣେ ପଳାଇଥିଲା।

ତେବେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଗ୍ୱାଲିଅର ପ୍ରଶାସନ ଚାଷୀଙ୍କ ଦେୟ ପାଇଁ ବେପାରୀର ଘରକୁ ନିଲାମ କରିଛି ଆଗକୁ ବେପାରୀର ଚାଷ ଜମି ଶୀଘ୍ର ନିଲାମ ହେବ ବୋଲି କହିଛି।

https://twitter.com/ANI/status/1341752811353063424?s=20

ଗ୍ୱାଲିଅର ଜିଲ୍ଲାପାଳ କୌଶଲେନ୍ଦ୍ର ଭି ସିଂ କହିଛନ୍ତି, 'ନୂଆ କୃଷି ଆଇନ ଅନୁଯାୟୀ ଆମେ ପ୍ରଥମେ ଏହି ପ୍ରସଙ୍ଗରେ ଏକ ବୋର୍ଡ ଗଠନ କରିଥିଲୁ, ଏହା ଜରିଆରେ କୌଣସି ସହମତି ହୋଇପାରିଲା ନାହିଁ। ଏହାପରେ ଚାଷୀଙ୍କ ବକେୟା ଟଙ୍କା ଫେରସ୍ତ ପାଇଁ ଏସଡିଏମଙ୍କ ନିର୍ଦ୍ଦେଶ ଅନୁଯାୟୀ ନିଷ୍ପତ୍ତି ନେଇଥିଲୁ। ପ୍ରଥମେ ଘର ନିଲାମ ଆଉ ବାକି ଟଙ୍କା ପାଇଁ ବେପାରୀର ଜମି ନିଲାମ କରାଯିବ’।

ଅନ୍ୟପକ୍ଷରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ବୁଧବାର କହିଛନ୍ତି ଯେ ସରକାର କୃଷି କ୍ଷେତ୍ରର ଉନ୍ନତି ଜାରି ରଖିବେ। କାରଣ ଅନେକ କ୍ଷେତ୍ରରେ ଏବେବି ସଂସ୍କାର ଆଣିବାକୁ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story