ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ନୂଆ ବେସାମରିକ ବିମାନ ଚଳାଚଳ ନୀତିକୁ ମିଳିଛି ଅନୁମୋଦନ। ନୂଆ ନୀତି ଅନୁଯାୟୀ ଏଣିକି ଯାତ୍ରୀମାନଙ୍କୁ ୧ଘଣ୍ଟା ଯାତ୍ରା ପାଇଁ ୨୫୦୦ ଟଙ୍କା ଦେବାକୁ ପଡ଼ିବ। ୩୦ ମିନିଟ୍ ଯାତ୍ରା ପାଇଁ ୧୩୦୦ ଟଙ୍କା ଦେବାକୁ ହେବ।
ସେହିପରି ଟିକେଟ୍ କ୍ୟାନସେଲ୍ କଲେ ଯାତ୍ରୀମାନେ ୧୫ ଦିନ ମଧ୍ୟରେ ପଇସା ଫେରସ୍ତ ପାଇବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ବିଜେପି ଅଫିସ୍ ଭିତରେ ମିଳିଲା ନେତାଙ୍କ ମୃତଦେହ, ମହିଳା ଗିରଫ
ବିଜେପି ଅଫିସ ଭିତରୁ ଯେଉଁ ଦଳୀୟ ନେତାଙ୍କ ମୃତଦେହ ମିଳିଛି ସେ ହେଲେ ପୃଥ୍ୱୀରାଜ ନସ୍କର। ସେ ଦଳର ସୋସିଆଲ ମିଡିଆ ଆକାଉଣ୍ଟ ପରିଚାଳନା କରୁଥିଲେ।
Crime
କାନାଡା ଯିବାକୁ ବ୍ୟଗ୍ର: ମା’କୁ ମାରିଲା, ବାପାଙ୍କୁ Sorry କହିଲା
ସୁରଜିତ ଘର ଭିତରକୁ ଯିବା ମାତ୍ରେ ତାଙ୍କ ପତ୍ନୀ ଗୀତା ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ି ରହିଥିବା ଦେଖିବାକୁ ପାଇଥିଲେ। ସେ ତୁରନ୍ତ ପଡ଼ୋଶୀ ଲୋକଙ୍କ ସହାୟତାରେ ଗୀତାଙ୍କୁ ହସ୍ପିଟାଲ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
National
ମଣିପୁରେ ପୁଣି ଜଣେ ମହିଳାଙ୍କୁ ନିର୍ମମ ଭାବେ ହତ୍ୟା
ଆଜି ମହିଳା ଜଣଙ୍କ ବିଷ୍ଣୁପୁର ଜିଲ୍ଲାରେ ଥିବା ତାଙ୍କ ଜମିରେ କାମ କରୁଥିଲେ। ଏହି ସମୟରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି।
Crime
NEET ଆଶାୟୀଙ୍କୁ ଦୁଷ୍କର୍ମ ପରେ ବ୍ଲାକମେଲ କରୁଥିଲେ କୋଚିଂ ସେଣ୍ଟରର ଦୁଇ ଶିକ୍ଷକ
ହୋଲି ସମୟରେ ଛାତ୍ରୀ ଜଣଙ୍କ ତାଙ୍କ ଘରକୁ ଯାଇଥିଲେ। କିନ୍ତୁ ସିଦ୍ଦିକି ତାଙ୍କୁ ଫୋନ କରି ତୁରନ୍ତ ଫେରି ଆସିବା କହିଥିଲେ। ଯଦି ସେ କଥା ନ ଶୁଣିବେ, ତା’ହେଲେ ସିଦ୍ଦିକି ତାଙ୍କ ପରିବାର ଲୋକଙ୍କୁ ଜୀବନରୁ ମାରିଦେବେ ବୋଲି ଧମକ ଦେଇଥିଲେ।
National
ରାମ ମନ୍ଦିର ନିର୍ମାଣ ପାଇଁ ମିଳୁନାହାନ୍ତି ଶ୍ରମିକ, ଦୁର୍ବଳ ହେଲାଣି ପଥର
ଶ୍ରମିକ ଅଭାବରୁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟରେ ବିଳମ୍ବ। ଧାର୍ଯ୍ୟ ସମୟରୁ ତିନି ମାସ ବିଳମ୍ବରେ ସଂପୂର୍ଣ୍ଣ ହେବ କାର୍ଯ୍ୟ। ଦୁର୍ବଳ ହୋଇଥିବା ପଥର ବଦଳିବ।