ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ଶହ ପାର, ମୃତ୍ୟୁସଂଖ୍ୟା ୧୦ ଛୁଇଁଲା

ନୂଆଦିଲ୍ଲୀ: ମହାମାରୀ କରୋନା ଭାରତରେ ଦିନକୁ ଦିନ ନିଜର ଉପସ୍ଥିତି ଜାହିର କରିବାରେ ଲାଗିଛି। ଇତି ମଧ୍ୟରେ ସମଗ୍ର ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ଶହ ଅତିକ୍ରମ କରିଯାଇଥିବା ବେଳେ ମୃତକଙ୍କ ସଂଖ୍ୟା ୧୦ ଛୁଇଁଛି। ଆଜି ମହାରାଷ୍ଟ୍ରରେ ଜଣେ ୬୫ ବର୍ଷ ବୟସ୍କ ବ୍ୟକ୍ତି କରୋନା ଭାଇରସ୍‌ରେ ପ୍ରାଣ ହରାଇଛନ୍ତି। ଏଥିସହ ମୁମ୍ବାଇରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ଏହି ବ୍ୟକ୍ତି ଜଣଙ୍କ ନିକଟରରେ ୟୁଏଇରୁ ଅହମଦାବାଦ ଆସିଥିଲେ। ପରେ […]

du

du

Hemant Lenka
  • Published: Tuesday, 24 March 2020
  • Updated: 24 March 2020, 09:39 PM IST

ନୂଆଦିଲ୍ଲୀ: ମହାମାରୀ କରୋନା ଭାରତରେ ଦିନକୁ ଦିନ ନିଜର ଉପସ୍ଥିତି ଜାହିର କରିବାରେ ଲାଗିଛି। ଇତି ମଧ୍ୟରେ ସମଗ୍ର ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ଶହ ଅତିକ୍ରମ କରିଯାଇଥିବା ବେଳେ ମୃତକଙ୍କ ସଂଖ୍ୟା ୧୦ ଛୁଇଁଛି। ଆଜି ମହାରାଷ୍ଟ୍ରରେ ଜଣେ ୬୫ ବର୍ଷ ବୟସ୍କ ବ୍ୟକ୍ତି କରୋନା ଭାଇରସ୍‌ରେ ପ୍ରାଣ ହରାଇଛନ୍ତି।

ଏଥିସହ ମୁମ୍ବାଇରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ଏହି ବ୍ୟକ୍ତି ଜଣଙ୍କ ନିକଟରରେ ୟୁଏଇରୁ ଅହମଦାବାଦ ଆସିଥିଲେ। ପରେ ସେ ଜ୍ୱର, କଫ ଏବଂ ଶ୍ୱାସପ୍ରଶ୍ୱାସରେ ସମସ୍ୟା ଅନୁଭବ କରିଥିଲେ। ଏନେଇ ବ୍ରିହନ ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ୍‌ (ବିଏମ୍‌ସି) ପକ୍ଷରୁ ଏକ ବିବୃତି ଜାରି କରାଯାଇଛି। ଏହି ବ୍ୟକ୍ତିଙ୍କର ହାଇ ବ୍ଲଡପ୍ରେସର ଏବଂ ଡାଇବେଟିସ୍‌ ପରି ସମସ୍ୟା ଥିଲା। ତାଙ୍କୁ ଗତ ମାର୍ଚ୍ଚ ୨୦ ତାରିଖରେ କସ୍ତୁରବା ହସ୍ପିଟାଲ ଅଣାଯାଇଥିଲା। କିନ୍ତୁ ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଥିଲା। ଶେଷରେ ସେ ଆଜି ପ୍ରାଣ ହରାଇଛନ୍ତି। ଏହା ପୂର୍ବରୁ ସୋମବାର ପଶ୍ଚିମବଙ୍ଗ ଏବଂ ହିମାଚଳ ପ୍ରଦେଶରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା।

ଅନ୍ୟପକ୍ଷରେ ଆଜି ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୫୧ରେ ପହଞ୍ଚି ଯାଇଥିବା ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେରେ ଖବର ପ୍ରକାଶ ପାଇଛି। ଆଜି ଦେଶରେ ୫୦ରୁ ଅଧିକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଆଜି ଜମ୍ମୁ-କଶ୍ମୀର, ତେଲେଙ୍ଗାନା, ପଞ୍ଜାବ, ମହାରାଷ୍ଟ୍ରା, କର୍ଣ୍ଣାଟକା, ଗୁଜରାଟ, ଉତ୍ତର ପ୍ରଦେଶ ଓ ମଣିପୁରରେ ନୂଆ ରୋଗୀ ସାମ୍ନାକୁ ଆସିଛନ୍ତି। ଉତ୍ତର ପୂର୍ବ ଭାରତର ପ୍ରଥମ ରୋଗୀ ମଣିପୁରରେ ଚିହ୍ନଟ ହୋଇଛନ୍ତି। ଏହି ୨୩ ବର୍ଷୀୟ ଯୁବତୀ ନିକଟରେ ବ୍ରିଟେନରୁ ଫେରିଥିଲେ। ଆଜି ନୋଏଡାରେ ୪ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ଉତ୍ତର ପ୍ରଦେଶର ଗୌତମ ବୁଦ୍ଧ ନଗର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ରେ ପହଞ୍ଚି ଯାଇଛି।

ମହାରାଷ୍ଟ୍ରରେ ଦେଶର ସର୍ବାଧିକ କରୋନା ଆକ୍ରାନ୍ତ ରହିଛନ୍ତି। ଆଜି ଗୋଟିଏ ଦିନରେ ଏଠାରେ ୧୦ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ଫଳରେ ଏଠାରେ କରୋନା ରୋଗୀଙ୍କ ସଂଖ୍ୟା ୧୦୭ରେ ପହଞ୍ଚି ଯାଇଛି। ମହାରାଷ୍ଟ୍ର ପଛକୁ କେରଳରେ ୧୦୫ ଜଣ କରୋନା ରୋଗୀ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ମଙ୍ଗଳବାର କର୍ଣ୍ଣଟକାରେ ୪ ଜଣ ନୂଆ ଲୋକଙ୍କ ଶରୀରରେ କରୋନା ଭୂତାଣୁ ଠାବ ହେବା ପରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬୭ ରହିଛି।

ତେଲେଙ୍ଗାନାରେ ୧୦ ବିଦେଶ ନାଗରିକଙ୍କ ସମେତ କରୋନାରେ ୩୬ ଜଣ ଆକ୍ରାନ୍ତ ହୋଇଛନ୍ତି। ଉତ୍ତର ପ୍ରଦେଶରେ ଜଣେ ବିଦେଶୀ ନାଗରିକଙ୍କ ସମେତ ୩୫ ଜଣ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଗୁଜରାଟରେ ୩୩, ଦିଲ୍ଲୀରେ ୨୯ ଓ ରାଜସ୍ଥାନରେ ୨ ବିଦେଶୀଙ୍କ ସହ ୩୨ ଜଣ କରୋନା ରୋଗୀ ରହିଛନ୍ତି।

ହରିଆଣାରେ ୧୪ ବିଦେଶୀ ନାଗରିକଙ୍କ ସହ ୩୦ ରୋଗୀ ଚିହ୍ନଟ ହୋଇଥିବା ବେଳେ ପଞ୍ଜାବରେ ଆକ୍ରାନ୍ତଙ୍କ ସଂଖ୍ୟା ୨୯ ଛୁଇଁଛି। ଲଦାଖରେ ୧୩, ତାମିଲନାଡୁରେ ୧୫, ପଶ୍ଚିମବଙ୍ଗରେ ୭ ଓ ମଧ୍ୟପ୍ରଦେଶରେ ୯ ଜଣ କରୋନା ଭୂତାଣରେ ସଂକ୍ରମିତ ହୋଇଛନ୍ତି।

ଚଣ୍ଡିଗଡ଼ରେ ୫, ଆନ୍ଧ୍ର ପ୍ରଦେଶରେ ୭, ଜମ୍ମୁ-କଶ୍ମୀରରେ ୭, ଉତ୍ତରାଖଣ୍ଡରେ ୫, ହିମାଚଳ, ବିହାର ଏବଂ ଓଡ଼ିଶାରେ ୨ ଜଣ ଲେଖାଏ କରୋନା ରୋଗୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ପୁଡୁଚେରୀ ଓ ଛତିଶଗଡ଼ରେ ଏଯାଏ ଜଣେ ଲେଖାଏ କରୋନା ରୋଗୀ ସାମ୍ନାକୁ ଆସିଛନ୍ତି।

ଅନ୍ୟପକ୍ଷରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଏଯାଏ ଭାରତରେ ୫୧୯ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୪୭୬ ଭାରତୀୟ ଥିବା ବେଳେ ୪୩ ଜଣ ବିଦେଶୀ ନାଗରିକ। ସେହିପରି ୪୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story