ଏଣିକି ହାତଘଣ୍ଟା କରିବ ଆପଣଙ୍କ ପେମେଣ୍ଟ: ବଜାରକୁ ଆସିଲା Watch2Pay

ନୂଆଦିଲ୍ଲୀ: ଘରୁ ବାହାରିଲେ ସାଥିରେ ଦୁଇଟି ଜିନିଷ ନେବାକୁ ଆମେ କେବେ ଭୁଲୁନା। ତାହା ହେଉଛି ଆମ ପର୍ସ ଓ ଏଟିଏମ କାର୍ଡ।   କାରଣ ଘରୁ ବାହାରିବା ମାତ୍ରେ ଦରକାର ଥାଏ ଟଙ୍କା। ଭୁଲବଶତଃ ଯଦି କେବେ ଆମେ ପର୍ସ ନେବାକୁ ଭୁଲିଯାଉ ତେବେ ମାଡି ଆସେ ସମସ୍ୟା। କିନ୍ତୁ ଏଥର ପର୍ସ ଭୁଲିଗଲେ ବି ଚିନ୍ତା ନାହିଁ। କାରଣ ଆପଣଙ୍କ ହାତ ଘଣ୍ଟା କରିବ ଆପଣଙ୍କ ପେମେଣ୍ଟ। ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଖବରଟି ସତ। ନୂଆ […]

watch

watch

Rakesh Mallick
  • Published: Friday, 23 June 2017
  • Updated: 23 June 2017, 01:31 PM IST

Sports

Latest News

ନୂଆଦିଲ୍ଲୀ: ଘରୁ ବାହାରିଲେ ସାଥିରେ ଦୁଇଟି ଜିନିଷ ନେବାକୁ ଆମେ କେବେ ଭୁଲୁନା। ତାହା ହେଉଛି ଆମ ପର୍ସ ଓ ଏଟିଏମ କାର୍ଡ।   କାରଣ ଘରୁ ବାହାରିବା ମାତ୍ରେ ଦରକାର ଥାଏ ଟଙ୍କା। ଭୁଲବଶତଃ ଯଦି କେବେ ଆମେ ପର୍ସ ନେବାକୁ ଭୁଲିଯାଉ ତେବେ ମାଡି ଆସେ ସମସ୍ୟା। କିନ୍ତୁ ଏଥର ପର୍ସ ଭୁଲିଗଲେ ବି ଚିନ୍ତା ନାହିଁ। କାରଣ ଆପଣଙ୍କ ହାତ ଘଣ୍ଟା କରିବ ଆପଣଙ୍କ ପେମେଣ୍ଟ। ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଖବରଟି ସତ। ନୂଆ କରି ଏମିତି ଏକ ହାତଘଣ୍ଟା ତିଆରି ହୋଇଛି ଯାହା ମାଧ୍ୟମରେ ଆପଣ ଦୀଲ୍ଲି ମେଟ୍ରୋରେ ପେମେଣ୍ଟ କରିପାରିବେ। ଏହି ହାତଘଣ୍ଟାଟିକୁ ଅଷ୍ଟ୍ରିଆନ୍ କଂପାନି  ‘ଲକ୍ସ’ ତିଆରି କରିଛି। ଘଣ୍ଟାର ନାଁ ରଖାଯାଇଛି  Watch2Pay। ଏହି ଘଣ୍ଟାକୁ ଅନଲାଇନ୍ ଇ-କମର୍ସ ସାଇଟରୁ କିଣାଯାଇ ପାରିବ। ଏହି ଘଣ୍ଟା ରେ ଏକ ସିମ୍‌ କାର୍ଡ ରଖିବାକୁ ଜାଗା ରହିଛି। ଆପଣଙ୍କ କାମ ହେଲା ସିମ୍‌କୁ ରିଚାର୍ଜ କରି ସେଥିରେ କିଛି ଟଙ୍କା ଜମା ରଖିବା ଓ ସେହି ଟଙ୍କାରୁ ପେମେଣ୍ଟ କରିବା। ଆପଣ ଚାହିଁଲେ ଏହି ସୁନ୍ଦର ଷ୍ଟାଇଲିସ୍ ଘଣ୍ଟାକୁ ସିମ୍‌ କାର୍ଡ ବିନା  ମଧ୍ୟ ପିନ୍ଧି ପାରିବେ। ୨୦୧୫ରେ ଏହି କଂପାନି ହାଇଦ୍ରାବାଦ ମେଟ୍ରୋ ରେଲୱେକୁ ଏହି ସେବା ଉପଲବ୍ଧ କରିବାକୁ ପ୍ରସ୍ତାବ ଦେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story