ହିନ୍ଦୀ ଡବିଂ କାର୍ଯ୍ୟକ୍ରମ ପ୍ରସାରଣ କରି ଲାଇସେନ୍ସ ହରାଇଲା ନିକଲୋଡିୟନ ଚ୍ୟାନେଲ୍‌

ନୂଆଦିଲ୍ଲୀ: ହିନ୍ଦୀ ଡବିଂ କାର୍ଟୁନ କାର୍ଯ୍ୟକ୍ରମ ପ୍ରାସାରଣ କରିଥିବା ନିକଲୋଡିୟନ୍ ଚ୍ୟାନେଲର ଲାଇସେନ୍ସ ରଦ୍ଦ କରିଛି ପାକିସ୍ତାନ ଇଲେକ୍ଟ୍ରୋନିକ ମିଡିଆ ରେଗୁଲେଟୋରି ଅଥରିଟି (ପେମ୍ରା)। ପେମ୍ରା ପକ୍ଷରୁ ଆଜି ଏହି ଘୋଷଣା କରାଯାଇଛି। ନିକଲୋଡିୟନ ଚ୍ୟାନେଲର ପେମ୍ରା ଜାରି କରିଥିବା ନିର୍ଦ୍ଦେଶାବଳୀକୁ ଉଲ୍ଲଂଘନ କରିଛି ବୋଲି କୁହାଯାଇଛି। ‘ଡନ୍’ ଖବରକାଗଜରେ ପ୍ରକାଶିତ ଖବର ମୁତାବକ ଯେଉଁ ଚ୍ୟାନେଲ୍ ପାକିସ୍ତାନରେ ଭାରତୀୟ ବିଷୟବସ୍ତୁକୁ ନେଇ କାର୍ଯ୍ୟକ୍ରମ ପ୍ରସାରଣ କରିବ ତାକୁ ବ୍ୟାନ୍ କରାଯିବ ବୋଲି ଅକ୍ଟୋବର ୧୯ ତାରିଖରେ […]

nicoldiyan

nicoldiyan

Rakesh Mallick
  • Published: Tuesday, 01 November 2016
  • Updated: 01 November 2016, 03:52 PM IST

Sports

Latest News

ନୂଆଦିଲ୍ଲୀ: ହିନ୍ଦୀ ଡବିଂ କାର୍ଟୁନ କାର୍ଯ୍ୟକ୍ରମ ପ୍ରାସାରଣ କରିଥିବା ନିକଲୋଡିୟନ୍ ଚ୍ୟାନେଲର ଲାଇସେନ୍ସ ରଦ୍ଦ କରିଛି ପାକିସ୍ତାନ ଇଲେକ୍ଟ୍ରୋନିକ ମିଡିଆ ରେଗୁଲେଟୋରି ଅଥରିଟି (ପେମ୍ରା)। ପେମ୍ରା ପକ୍ଷରୁ ଆଜି ଏହି ଘୋଷଣା କରାଯାଇଛି। ନିକଲୋଡିୟନ ଚ୍ୟାନେଲର ପେମ୍ରା ଜାରି କରିଥିବା ନିର୍ଦ୍ଦେଶାବଳୀକୁ ଉଲ୍ଲଂଘନ କରିଛି ବୋଲି କୁହାଯାଇଛି।

‘ଡନ୍’ ଖବରକାଗଜରେ ପ୍ରକାଶିତ ଖବର ମୁତାବକ ଯେଉଁ ଚ୍ୟାନେଲ୍ ପାକିସ୍ତାନରେ ଭାରତୀୟ ବିଷୟବସ୍ତୁକୁ ନେଇ କାର୍ଯ୍ୟକ୍ରମ ପ୍ରସାରଣ କରିବ ତାକୁ ବ୍ୟାନ୍ କରାଯିବ ବୋଲି ଅକ୍ଟୋବର ୧୯ ତାରିଖରେ ନିଷ୍ପତ୍ତି ନିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story