ମଙ୍ଗଳବାର ରାତି ୧୧ରୁ ସକାଳ ୬ ନାଇଟ୍ କର୍ଫ୍ୟୁ

ମୁମ୍ୱାଇ: ସାରା ଦେଶରେ ଶୀତର ଲହରୀ ଜାରି ରହିଛି। ତେଣୁ କରୋନା ମାମଲା ଅଧିକ ଯେମିତି ନହେବ ସେଥପ୍ରତି ଧ୍ୟାନ ଦେଉଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର। ଅନ୍ୟପଟେ ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆ ବର୍ଷକୁ ଅପେକ୍ଷା କରିଛନ୍ତି ଦେଶବାସୀ। ତେଣୁ ଭୋଜି ଭାତ, ନାଇଟ୍ ପାର୍ଟି ହେବାର ସମ୍ଭାବନା ରହିଛି। ତେବେ କରୋନାର ଗ୍ରାଫ ବଢ଼ିବାର ସମ୍ଭାବନା ରହିଛି। ତେଣୁ ମହାରାଷ୍ଟ୍ର ସରକାର ଡିସେମ୍ବର ୨୨ରୁ ଜାନୁଆରୀ ୫ ଯାଏ ରାତି ୧୧ ଟାରୁ […]

mumbai

mumbai

Subhransu Sekhar
  • Published: Monday, 21 December 2020
  • Updated: 21 December 2020, 08:22 PM IST

Sports

Latest News

ମୁମ୍ୱାଇ: ସାରା ଦେଶରେ ଶୀତର ଲହରୀ ଜାରି ରହିଛି। ତେଣୁ କରୋନା ମାମଲା ଅଧିକ ଯେମିତି ନହେବ ସେଥପ୍ରତି ଧ୍ୟାନ ଦେଉଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର। ଅନ୍ୟପଟେ ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆ ବର୍ଷକୁ ଅପେକ୍ଷା କରିଛନ୍ତି ଦେଶବାସୀ। ତେଣୁ ଭୋଜି ଭାତ, ନାଇଟ୍ ପାର୍ଟି ହେବାର ସମ୍ଭାବନା ରହିଛି। ତେବେ କରୋନାର ଗ୍ରାଫ ବଢ଼ିବାର ସମ୍ଭାବନା ରହିଛି। ତେଣୁ ମହାରାଷ୍ଟ୍ର ସରକାର ଡିସେମ୍ବର ୨୨ରୁ ଜାନୁଆରୀ ୫ ଯାଏ ରାତି ୧୧ ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ପୌରାଞ୍ଚଳରେ ନାଇଟ୍ କର୍ଫ୍ୟୁ ଘୋଷଣା କରିଛନ୍ତି। ଏହା ବ୍ୟତୀତ ଖ୍ରୀଷ୍ଟମାସ ଏବଂ ନୂଆ ବର୍ଷରେ ପାର୍ଟିର ଆୟୋଜନ ଉପରେ ଗାଇଡ୍ ଲାଇନ୍ ଜାରି ହୋଇଛି।

ମହାରାଷ୍ଟ୍ର ସରକାରର କ୍ୟାବିନେଟ ମନ୍ତ୍ରୀ ଅସଲମ ଶେଖ କହିଛନ୍ତି ଯେ ଯଦି ଖ୍ରୀଷ୍ଟମାସ ଏବଂ ନୂଆ ବର୍ଷ ବେଳେ ଭୋଜି ଭାତ ଏବଂ ପାର୍ଟିର ଆୟୋଜନ ଉପରେ ରୋକ୍ ଲଗାଯାଇଛି। ଏଥିସହ ରେଷ୍ଟୁରାଣ୍ଟ ଏବଂ ହୋଟେଲ ଗୁଡିକୁ ଦିଆଯାଇଥିବା ଏସଓପିକୁ ଅନୁସରଣ କରିବାକୁ ହେବ ବୋଲି ମନ୍ତ୍ରୀ କହିଛନ୍ତି।

ୟୁରୋପ ଏବଂ ମଧ୍ୟପୂର୍ବ ଦେଶରୁ ଆସୁଥିବା ଯାତ୍ରୀମାନଙ୍କୁ ୧୪ ଦିନ ପାଇଁ କ୍ୱାରେଣ୍ଟାଇନରେ ରହିବାକୁ ହେବ। କ୍ୱାରେଣ୍ଟାଇନରେ ରହିବାର ପଞ୍ଚମ କିମ୍ବା ସପ୍ତମ ଦିନରେ ଆରଟି ପିସିଆର ପରୀକ୍ଷା କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story