ବିନୟର ଚିକିତ୍ସା ପିଟିସନ୍‌ ଖାରଜ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ବିନୟ ଶର୍ମାଙ୍କ ଚିକିତ୍ସା ନେଇ ହୋଇଥିବା ପିଟିସନ୍‌କୁ  ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟ ଖାରଜ୍ କରିଛନ୍ତି। ବିନୟ ନିଜକୁ ମାନସିକ ବିକୃତ ଦର୍ଶାଇ ଚିକିତ୍ସା ପାଇଁ ଆବେଦନ କରିଥିଲା। ଶନିବାର କୋର୍ଟ ଏହାକୁ ଖାରଜ କରିଦେଇଛନ୍ତି। କୋର୍ଟ ଏହି ଆବେଦନକୁ ଖାରଜ କରିବା ଅବସରରେ ତିହାର ଜେଲ କର୍ତ୍ତୃପକ୍ଷଙ୍କୁ କହିଛନ୍ତି, ୪ ଦୋଷୀଙ୍କର ସ୍ୱାସ୍ଥ୍ୟଗତ ଯତ୍ନ ଯଥାସମ୍ଭବ ନିଆଯିବ। କୋର୍ଟ କହିଥିଲେ, ଜେଲ କର୍ତ୍ତୃପକ୍ଷଙ୍କ ଅନୁଯାୟୀ ବିନୟର […]

Binay

Binay

Subrat Kumar Nayak
  • Published: Saturday, 22 February 2020
  • Updated: 22 February 2020, 05:40 PM IST

Sports

Latest News

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ବିନୟ ଶର୍ମାଙ୍କ ଚିକିତ୍ସା ନେଇ ହୋଇଥିବା ପିଟିସନ୍‌କୁ  ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟ ଖାରଜ୍ କରିଛନ୍ତି। ବିନୟ ନିଜକୁ ମାନସିକ ବିକୃତ ଦର୍ଶାଇ ଚିକିତ୍ସା ପାଇଁ ଆବେଦନ କରିଥିଲା। ଶନିବାର କୋର୍ଟ ଏହାକୁ ଖାରଜ କରିଦେଇଛନ୍ତି।

କୋର୍ଟ ଏହି ଆବେଦନକୁ ଖାରଜ କରିବା ଅବସରରେ ତିହାର ଜେଲ କର୍ତ୍ତୃପକ୍ଷଙ୍କୁ କହିଛନ୍ତି, ୪ ଦୋଷୀଙ୍କର ସ୍ୱାସ୍ଥ୍ୟଗତ ଯତ୍ନ ଯଥାସମ୍ଭବ ନିଆଯିବ। କୋର୍ଟ କହିଥିଲେ, ଜେଲ କର୍ତ୍ତୃପକ୍ଷଙ୍କ ଅନୁଯାୟୀ ବିନୟର ମାନିସକ ସ୍ୱାସ୍ଥ୍ୟ ଠିକ୍‌ଠାକ୍ ଅଛି। ଏପରିକି ମାନସିକ ବିକୃତିର କୌଣସି ଲକ୍ଷଣ ନଥିବା ସେ କହିଛନ୍ତି। ଅନ୍ୟପକ୍ଷରେ ଫାଶୀଦଣ୍ଡ ପାଇଥିବା କଏଦୀର କିତ୍ସା ଆବଶ୍ୟକ ନାହିଁ ବୋଲି କୋର୍ଟ କହିଛନ୍ତି।

ଅନ୍ୟପଟେ ନିର୍ଭୟା ମାମଲାରେ ୪ ଦୋଷୀଙ୍କ ଶେଷ ଇଚ୍ଛା ପୂରଣ ପାଇଁ ଜେଲ୍ କର୍ତ୍ତୃପକ୍ଷଙ୍କ ପ୍ରୟାସ ଆରମ୍ଭ ହୋଇଛି। ଦୋଷୀମାନଙ୍କୁ ପରିବାରବର୍ଗଙ୍କ ସହିତ ଶେଷଥର ଭେଟ କରାଇବା ପାଇଁ ସୁଯୋଗ ଦେବାକୁ ନିଷ୍ପତ୍ତି ନିଆଯାଇଛି।

ଏ ନେଇ ୪ ଦୋଷୀଙ୍କୁ ତାରିଖ ଠିକ୍ କରିବାକୁ ତିହାର ଜେଲ୍ କର୍ତ୍ତୃପକ୍ଷ କହିଛନ୍ତି। ଦୋଷୀ ମୁକେଶ, ପଓ୍ୱନ ଗୁପ୍ତା, ବିନୟ ଶର୍ମା ଓ ଅକ୍ଷୟର ଶେଷ ଇଚ୍ଛା ପୂରଣ ପାଇଁ ପ୍ରୟାସ କରାଯାଉଛି।

ଏହାପୂର୍ବରୁ ଦୋଷୀ ମୁକେଶ ଓ ପୱନକୁ ସେମାନଙ୍କର ପରିବାରର ସଦସ୍ୟ ଭେଟିଥିଲେ। ମାର୍ଚ୍ଚ ୩ ସକାଳ ୬ଟାରେ ତିହାର ଜେଲ୍ରେ ଫାଶି ପାଇଁ ଦିନ ଧାର୍ଯ୍ୟ ହୋଇଛି। ୨୦୧୨ ଡିସେମ୍ବର ୧୬ରେ ରାଜଧାନୀ ଦିଲ୍ଲୀଠାରେ ଘଟାଇଥିବା ଜଘନ୍ୟ କାଣ୍ଡ ପାଇଁ ଏହି ୪ ଦୋଷୀ ଏବେ ଫାଶି ଖୁଣ୍ଟରେ ଝୁଲିବାକୁ ଯାଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story