ନିର୍ଭୟା: ସୁପ୍ରିମ୍‌କୋର୍ଟରେ ପୱନର କ୍ୟୁରେଟିଭ୍‌ ଆବେଦନ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ପୱନ୍‌ ଗୁପ୍ତା ଶୁକ୍ରବାର ସୁପ୍ରିମକୋର୍ଟରେ କ୍ୟୁରେଟିଭ୍‌ ପିଟିସନ୍‌ ଦାଖଲ କରିଛି। ଚଳିତ ବର୍ଷ ମାର୍ଚ୍ଚ ୩ ତାରିଖରେ ଫାଶୀ ଖୁଣ୍ଟରେ ଝୁଲିବାକୁ ଥିବା ୪ ଦୋଷୀଙ୍କ ମଧ୍ୟରୁ ପୱନ୍‌ ଅନ୍ୟତମ। ସୁପ୍ରିମ୍‌କୋର୍ଟରେ ଏହି ଦୋଷୀ ନିଜ ଆବେଦନରେ ଦର୍ଶାଇଛି ତା’କୁ ମିଳିଥିବା ଫାଶୀ ଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡରେ ପରିଣତ କରାଯାଉଛି। ୨୦୧୨ ମସିହାରେ ଏହି ଜଘନ୍ୟ କାଣ୍ଡ ଘଟିଥିଲା। ଏହା ପରେ ଦୋଷୀମାନଙ୍କ ପାଇଁ ଫାଶୀର ତାରିଖ […]

pawan

pawan

Subrat Kumar Nayak
  • Published: Friday, 28 February 2020
  • Updated: 28 February 2020, 04:11 PM IST

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ପୱନ୍‌ ଗୁପ୍ତା ଶୁକ୍ରବାର ସୁପ୍ରିମକୋର୍ଟରେ କ୍ୟୁରେଟିଭ୍‌ ପିଟିସନ୍‌ ଦାଖଲ କରିଛି। ଚଳିତ ବର୍ଷ ମାର୍ଚ୍ଚ ୩ ତାରିଖରେ ଫାଶୀ ଖୁଣ୍ଟରେ ଝୁଲିବାକୁ ଥିବା ୪ ଦୋଷୀଙ୍କ ମଧ୍ୟରୁ ପୱନ୍‌ ଅନ୍ୟତମ।

ସୁପ୍ରିମ୍‌କୋର୍ଟରେ ଏହି ଦୋଷୀ ନିଜ ଆବେଦନରେ ଦର୍ଶାଇଛି ତା’କୁ ମିଳିଥିବା ଫାଶୀ ଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡରେ ପରିଣତ କରାଯାଉଛି। ୨୦୧୨ ମସିହାରେ ଏହି ଜଘନ୍ୟ କାଣ୍ଡ ଘଟିଥିଲା। ଏହା ପରେ ଦୋଷୀମାନଙ୍କ ପାଇଁ ଫାଶୀର ତାରିଖ ଧାର୍ଯ୍ୟ କରାଯାଇଥିଲେ ମଧ୍ୟ ବିଭିନ୍ନ ପର୍ଯ୍ୟାୟରେ ଏହି ମାମଲାରେ ଫାଶୀ ଦଣ୍ଡାଦେଶ ଘୁଞ୍ଚିବାରେ ଲାଗିଛି।

ଏହା ପୂର୍ବରୁ ମଙ୍ଗଳବାର ଏହି ମାମଲାର ଶୁଣାଣି ହୋଇଥିଲା। ଏଥିରେ କେନ୍ଦ୍ର ସରକାର ଦିଲ୍ଲୀ ହାଇକୋର୍ଟକୁ ଚ୍ୟାଲେଞ୍ଜ କରିଥିଲେ। କାରଣ ପୂର୍ବରୁ ଦିଲ୍ଲୀ ହାଇକୋର୍ଟ କହିଥିଲେ ସମସ୍ତ ଦୋଷୀଙ୍କୁ ଏକା ସାଥିରେ ଫାଶୀ ଦିଆଯିବ। ଏତଦ୍‌ବ୍ୟତୀତ ପୀଡ଼ିତାଙ୍କ ପରିବାର ମଧ୍ୟ ସମାନ ଭାବେ ତ୍ୱରିତ ଫାଶୀ ପାଇଁ ଆବେଦନ କରିଛନ୍ତି। ନିର୍ଭୟାଙ୍କ ମା’ ପୂର୍ବରୁ ମଧ୍ୟ ବିଳମ୍ବିତ ନ୍ୟାୟକୁ ନେଇ ନିଜ ଅସନ୍ତୋଷ ଜଣାଇ ଆସିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story