ନୀତୀଶଙ୍କ ଉପରକୁ ଚପଲ ଫୋପାଡ଼ିବାକୁ ଉଦ୍ୟମ କରି ଯୁବକ ଗିରଫ

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପରକୁ ଆଜି ଜଣେ ଯୁବକ ଚପଲ ଫୋପାଡ଼ିବାକୁ ଉଦ୍ୟମ କରି ଗିରଫ ହୋଇଛନ୍ତି। ତାଙ୍କ ନାଁ ମଧ୍ୟ ନୀତୀଶ କୁମାର। ଗିରଫ ଯୁବକ ଜଣଙ୍କ ନୀତୀଶଙ୍କ “ଜନତା କେ ଦରକାର ମେଁ ମୁଖ୍ୟମନ୍ତ୍ରୀ” କାର୍ଯ୍ୟକ୍ରମକୁ ଆସିଥିଲେ। ସେ ନୀତୀଶଙ୍କୁ ଭେଟି ନିଜ ସମସ୍ୟା କହିବା ପାଇଁ ଆସିଥିଲେ। ତେବେ ଧାଡ଼ିରେ ଛିଡ଼ା ହୋଇଥିବା ବେଳେ ହଠାତ୍ ସେ ଗୋଡ଼ରୁ ଚପଲ କାଢ଼ି ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଫୋପାଡ଼ିବାକୁ ଉଦ୍ୟମ କଲା ବେଳେ […]

nitish

nitish

Rakesh Mallick
  • Published: Monday, 02 May 2016
  • Updated: 02 May 2016, 11:12 AM IST

Sports

Latest News

nitishପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପରକୁ ଆଜି ଜଣେ ଯୁବକ ଚପଲ ଫୋପାଡ଼ିବାକୁ ଉଦ୍ୟମ କରି ଗିରଫ ହୋଇଛନ୍ତି। ତାଙ୍କ ନାଁ ମଧ୍ୟ ନୀତୀଶ କୁମାର।

ଗିରଫ ଯୁବକ ଜଣଙ୍କ ନୀତୀଶଙ୍କ “ଜନତା କେ ଦରକାର ମେଁ ମୁଖ୍ୟମନ୍ତ୍ରୀ” କାର୍ଯ୍ୟକ୍ରମକୁ ଆସିଥିଲେ। ସେ ନୀତୀଶଙ୍କୁ ଭେଟି ନିଜ ସମସ୍ୟା କହିବା ପାଇଁ ଆସିଥିଲେ। ତେବେ ଧାଡ଼ିରେ ଛିଡ଼ା ହୋଇଥିବା ବେଳେ ହଠାତ୍ ସେ ଗୋଡ଼ରୁ ଚପଲ କାଢ଼ି ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଫୋପାଡ଼ିବାକୁ ଉଦ୍ୟମ କଲା ବେଳେ ଉପସ୍ଥିତ ପୋଲିସ୍ କର୍ମଚାରୀମାନେ ତାଙ୍କୁ କାବୁ କରି ନେଇଥିଲେ।

ଏସ୍‌ଏସ୍‌ପି ମନୁ ମହାରାଜ କହିଛନ୍ତି,“ଯୁବକ ଜଣଙ୍କ ଅରୱାଲ୍ ଜିଲ୍ଲାର। ତାଙ୍କୁ ଗିରଫ କରାଯାଇଛି। ତାଙ୍କୁ ସଚିବାଳୟ ପୋଲିସ୍ ଥାନାରେ ରଖାଯାଇ ପଚରାଉଚରା କରାଯାଉଛି।”

ଯୁବକ ଜଣଙ୍କ ପ୍ରକୃତରେ କ’ଣ ଅଭିଯୋଗ ନେଇ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଆସିଥିଲେ ତାହା ଜଣାପଡ଼ିନାହିଁ। ତେବେ ସକାଳ ୯ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ରୋଷେଇ ଓ ଯଜ୍ଞ ଇତ୍ୟାଦି ପାଇଁ ନିଆଁର ବ୍ୟବହାର ନ କରିବାକୁ ନିକଟରେ ରାଜ୍ୟ ସରକାର ଯେଉଁ ପରାମର୍ଶ ଦେଇଛନ୍ତି, ତାହାକୁ ବିରୋଧ କରି ସେ ନୀତୀଶଙ୍କ ଉପରକୁ ଚପଲ ଫୋପାଡ଼ିବାକୁ ଉଦ୍ୟମ କରି ଥିଲେ ବୋଲି କୁହାଯାଉଛି। ଗ୍ରୀଷ୍ମ ଋତୁରେ ଅଗ୍ନିକାଣ୍ଡ ରୋକିବାକୁ ସରକାର ଏଭଳି ପରାମର୍ଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଏହି ଯୁବକ ଜଣଙ୍କ ନିକଟରେ ବିଜେପି ନେତା ତଥା ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦିଙ୍କ “ଜନତା ଦରବାର”ରେ ମଧ୍ୟ ଅପ୍ରୀତିକର ସ୍ଥିତି ସୃଷ୍ଟି କରି ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story