ପାଟନା: ୬୫ ବର୍ଷରେ ପଦାର୍ପଣ କରିଛନ୍ତି ଜେଡିୟୁ ନେତା ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଏଥିପାଇଁ ମଙ୍ଗଳବାର ତାଙ୍କ ପାଖକୁ ଛୁଟିଛି ଶୁଭେଚ୍ଛାର ସୁଅ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତାଙ୍କୁ ଜଣାଇଛନ୍ତି ଶୁଭେଚ୍ଛା। ଜନ୍ମ ଦିନରେ ଶୁଭେଚ୍ଛା ଜଣାଇଥିବାରୁ ନୀତୀଶ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ବିହାର ବିଧାନସଭାର ସମସ୍ତ ବିଧାୟକ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ବିଧାନସଭାର ବିରୋଧୀ ଦଳ ନେତା ପ୍ରେମ କୁମାର, ବରିଷ୍ଠ ବିଜେପି ନେତା ନନ୍ଦ କିଶୋର ଯାଦବ ପ୍ରମୁଖ ନୀତୀଶଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବାଚସ୍ପତି ବିଜୟ କୁମାର ଚୌଧୁରୀ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ନୀତୀଶ କୁମାର ୧୯୫୧ ମସିହା ମାର୍ଚ୍ଚ ୧ ତାରିଖରେ ବିହାରର ନାଳନ୍ଦା ଜିଲ୍ଲା ଅନ୍ତର୍ଗତ କଲ୍ୟାଣବିଘା ଗାଁରେ ଜନ୍ମ ହୋଇଥିଲେ। ତାଙ୍କ ବାପା କବି ରାମଲାଖାନ ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଦୁଇ ଭାଇଙ୍କ ପାଠ ପଢ଼ା ଓ ଦୁଇ ଭଉଣୀଙ୍କ ବାହାଘର ପାଇଁ ଟଙ୍କା ଚାହୁଁଥିଲା ବାବା ସିଦ୍ଦିକିଙ୍କ ଶୁଟର
ଶିବ କୁମାରଙ୍କୁ ଜେରା କରିବା ବେଳେ ପୁଲିସ୍ ଜାଣିବାକୁ ପାଇଛି ଯେ ସେ ନିଜ ପରିବାରକୁ ଆର୍ଥିକ ସ୍ତରରେ ସହାୟତା କରିବାକୁ ଚାହୁଁଥିଲା। ଏଥିପାଇଁ ସେ ୪ ବର୍ଷ ତଳେ କାମ ଅନ୍ୱେଷଣରେ ପୁଣେ ଚାଲି ଯାଇଥିଲା।
Politics
ବୈଜୟନ୍ତଙ୍କ ଆଉ ଏକ ସଫଳତା, ବିଜେପିରେ ମିଶିଲେ ରାମ ନାରାୟଣ ଭରଦ୍ୱାଜ
ଗତକାଲି ହରସରନ ସିଂହ ବାଲି ଓ ତାଙ୍କ ପୁଅ ନୂଆଦିଲ୍ଲୀରେ ବିଜେପିର ଦିଲ୍ଲୀ ପ୍ରଦେଶ ଅଧ୍ୟକ୍ଷ ବୀରେନ୍ଦ୍ର ସଚଦେବାଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଥିଲେ।
National
ବର୍ଷ ସାରା ବାଣ ବ୍ୟାନ କରିବାକୁ କହିଲେ ସୁପ୍ରିମକୋର୍ଟ
ଦିଲ୍ଲୀର ବାୟୁ ପ୍ରଦୂଷଣ ନେଇ ଚିନ୍ତା ପ୍ରକଟ କଲେ ସୁପ୍ରିମକୋର୍ଟ। ବାଣ ବିକ୍ରି ଓ ବିସ୍ଫୋରଣରେ ପ୍ରତିବନ୍ଧକ ଲଗାଇବା ପାଇଁ ଦିଲ୍ଲୀ ପୁଲିସକୁ ନିର୍ଦ୍ଦେଶ।
National
ଦୋଷ ପ୍ରମାଣ ହେଲେ ରାଜନୀତିରୁ ସନ୍ନ୍ୟାସ ନେଇଯିବି: ସିଦ୍ଦରମୈୟା
ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଣିଥିବା ଅଭିଯୋଗର ଏଭଳି କିଛି ଜବାବ ଦେଇଛନ୍ତି ସିଦ୍ଦରମୈୟା।
National
ମିଥୁନଙ୍କୁ ପାକିସ୍ତାନୀ ଡନ୍ର ଧମକ, ତୁରନ୍ତ କ୍ଷମା ମାଗ
ଦୁବାଇରେ ଥିବା ପାକିସ୍ତାନୀ ଡନ୍ ଶହଜାଦ ଭଟ୍ଟୀର ଦୁଇଟି ଭିଡିଓ ଜାରି କରି ମିଥୁନଙ୍କୁ ଧମକ ଦେଇଥିବା ସୂଚନା ମିଳିଛି।