ଆୟକର ଟିକସ ସ୍ଲାବରେ କୌଣସି ପରିବର୍ତ୍ତନ ହେଲାନି

ନୂଆଦିଲ୍ଲୀ: ବଜେଟ ୨୦୨୧ରେ ଭାରତ ସରକାର ଆୟକର ଟିକସ ସ୍ଲାବରେ କୌଣସି ପରିବର୍ତ୍ତନ କରିନାହାନ୍ତି। ବ୍ୟକ୍ତିବିଶେଷ ଆୟକର ଟିକସ ସ୍ଲାବରେ କେବଳ ଗୋଟିଏ ପରିବର୍ତ୍ତନ କରାଯାଇଛି। ୭୫ ବର୍ଷରୁ ଅଧିକ ବୟସ୍କଙ୍କୁ ଆୟକର ଦାଖଲ କରିବା ନିୟମରୁ ବାଦ ଦିଆଯାଇଛି। ଏହାବାଦ ଆଉ କିଛି ବି ପରିବର୍ତ୍ତନ ହୋଇନାହିଁ। ୨୦୨୦ ଫେବୃଆରୀ ୧ରେ ଉପସ୍ଥାପିତ ହୋଇଥିବା ଆୟକର ଟିକସ ସ୍ଲାବ ୨୦୨୧-୨୨ ଆର୍ଥିକ ବର୍ଷରେ ମଧ୍ୟ କାର୍ଯ୍ୟକ୍ଷମ ହେବ। ଆୟକର ସ୍ଲାବ          […]

dc

dc

Hemant Lenka
  • Published: Monday, 01 February 2021
  • Updated: 01 February 2021, 03:24 PM IST

Sports

Latest News

ନୂଆଦିଲ୍ଲୀ: ବଜେଟ ୨୦୨୧ରେ ଭାରତ ସରକାର ଆୟକର ଟିକସ ସ୍ଲାବରେ କୌଣସି ପରିବର୍ତ୍ତନ କରିନାହାନ୍ତି। ବ୍ୟକ୍ତିବିଶେଷ ଆୟକର ଟିକସ ସ୍ଲାବରେ କେବଳ ଗୋଟିଏ ପରିବର୍ତ୍ତନ କରାଯାଇଛି। ୭୫ ବର୍ଷରୁ ଅଧିକ ବୟସ୍କଙ୍କୁ ଆୟକର ଦାଖଲ କରିବା ନିୟମରୁ ବାଦ ଦିଆଯାଇଛି।

ଏହାବାଦ ଆଉ କିଛି ବି ପରିବର୍ତ୍ତନ ହୋଇନାହିଁ। ୨୦୨୦ ଫେବୃଆରୀ ୧ରେ ଉପସ୍ଥାପିତ ହୋଇଥିବା ଆୟକର ଟିକସ ସ୍ଲାବ ୨୦୨୧-୨୨ ଆର୍ଥିକ ବର୍ଷରେ ମଧ୍ୟ କାର୍ଯ୍ୟକ୍ଷମ ହେବ।

ଆୟକର ସ୍ଲାବ                     ଟିକସ ପରିମାଣ

ବାର୍ଷିକ ଆୟ ୫ ଲକ୍ଷ ଯାଏ        ଶୂନ

୫ ଲକ୍ଷରୁ ୭.୫ ଲକ୍ଷ ଯାଏ       ୧୦%
୭.୫ ଲକ୍ଷରୁ ୧୦ ଲକ୍ଷ           ୧୫%
୧୦ ଲକ୍ଷରୁ ୧୨.୫ ଲକ୍ଷ         ୨୦%
୧୨.୫ ଲକ୍ଷରୁ ୧୫ ଲକ୍ଷ ଯାଏ  ୨୫%
୧୫ ଲକ୍ଷରୁ ଅଧିକ                  ୩୦%

ଆଜି ବଜେଟ୍ ଉପସ୍ଥାପନ ବେଳେ ନ୍ୟାସନାଲ ଫେସ୍‌ଲେସ୍‌ ଇନ୍‌କମ୍ ଟ୍ୟାକ୍ସ ଆପିଲେଟ ଟ୍ରିବ୍ୟୁନାଲ ପ୍ରତିଷ୍ଠା କରାଯିବା ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଥିଲେ। ସେହିପରି ଏଣିକି ୧୦ କୋଟି କାରବାର ଥିବା କଂପାନୀ ପାଇଁ ଅଡିଟ ଅନାବଶ୍ୟକ। ଅଡିଟ ଛାଡ଼ କାରବାର ପରିମାଣ ୫ କୋଟିରୁ ୧୦ କୋଟିକୁ ବୃଦ୍ଧି କରାଯାଇଛି। ବୀମା କ୍ଷେତ୍ରରେ ୭୪% FDI ପାଇଁ ବଜେଟରେ ଘୋଷଣା ହୋଇଛି।  ବୀମା କ୍ଷେତ୍ରରେ FDI ୪୯%ରୁ ୭୪% ବୃଦ୍ଧି ପାଇଁ ଘୋଷଣା କରାଯାଇଛି। LICରେ ପୁଞ୍ଜିନିବେଶ ପାଇଁ ଆଇପିଓ ଆସିବ। ସେହିପରି ୨ଟି ପବ୍ଲିକ ସେକ୍ଟର ବ୍ୟାଙ୍କରୁ ପୁଞ୍ଜି ପ୍ରତ୍ୟାହାର ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story