ଲକଡାଉନ ବେଳେ ଘରୋଇ କମ୍ପାନୀ ପୂର୍ଣ୍ଣ ଦରମା ନ ଦେଲେ ବି କାର୍ଯ୍ୟାନୁଷ୍ଠାନ ହେବନି

ନୂଆଦିଲ୍ଲୀ: ଲକଡାଉନ ବେଳେ ନିଜର କର୍ମଚାରୀଙ୍କୁ ପୂର୍ଣ୍ଣ ଦରମା ଦେଉ ନଥିବା ଘରୋଇ କମ୍ପାନୀଗୁଡ଼ିକୁ ଆଜି ସୁପ୍ରିମକୋର୍ଟ ବଡ଼ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଲକଡାଉନ ବେଳେ ଯଦି କୌଣସି କମ୍ପାନୀ ତା’ର କର୍ମଚାରୀମାନଙ୍କୁ ପୂର୍ଣ୍ଣ ଦରମା ଦେଇ ନାହାନ୍ତି, ତା’ହେଲେ କେନ୍ଦ୍ର ସରକାର କିମ୍ବା ରାଜ୍ୟ ସରକାର ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ନାହିଁ। ଅତି କମ୍‌ରେ ଜୁଲାଇ ଶେଷ ଯାଏ କମ୍ପାନୀଗୁଡ଼ିକ ବିରୋଧରେ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ନାହିଁ […]

a

a

Hemant Lenka
  • Published: Friday, 12 June 2020
  • Updated: 12 June 2020, 01:45 PM IST

Sports

Latest News

ନୂଆଦିଲ୍ଲୀ: ଲକଡାଉନ ବେଳେ ନିଜର କର୍ମଚାରୀଙ୍କୁ ପୂର୍ଣ୍ଣ ଦରମା ଦେଉ ନଥିବା ଘରୋଇ କମ୍ପାନୀଗୁଡ଼ିକୁ ଆଜି ସୁପ୍ରିମକୋର୍ଟ ବଡ଼ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଲକଡାଉନ ବେଳେ ଯଦି କୌଣସି କମ୍ପାନୀ ତା’ର କର୍ମଚାରୀମାନଙ୍କୁ ପୂର୍ଣ୍ଣ ଦରମା ଦେଇ ନାହାନ୍ତି, ତା’ହେଲେ କେନ୍ଦ୍ର ସରକାର କିମ୍ବା ରାଜ୍ୟ ସରକାର ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ନାହିଁ। ଅତି କମ୍‌ରେ ଜୁଲାଇ ଶେଷ ଯାଏ କମ୍ପାନୀଗୁଡ଼ିକ ବିରୋଧରେ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି ଆଜି ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଛନ୍ତି।

ଜଷ୍ଟିସ ଅଶୋକ ଭୂଷଣ, ଜଷ୍ଟିସ ସଞ୍ଜୟ କିଷନ କୌଲ ଓ ଜଷ୍ଟିସ ଏମଆର ଶାହଙ୍କ ଖଣ୍ଡପୀଠ କହିଛନ୍ତି, କମ୍ପାନୀ ଓ କର୍ମଚାରୀ ପରସ୍ପରର ପରିପୂରକ। ସେମାନେ ଏକାଠି ବସି ବିବାଦର ସମାଧାନ କରିବା ସହ ବକେୟା ଦରମା ସମ୍ପର୍କରେ ଆପୋଷ ବୁଝାମଣା କରିବା ଦରକାର।

ରାଜ୍ୟ ସରକାରମାନେ ଦୁଇ ପକ୍ଷଙ୍କ ମଧ୍ୟରେ ଆଲୋଚନା ପାଇଁ ପରିବେଶ ସୃଷ୍ଟି କରିବେ ଓ ଏହାର ରିପୋର୍ଟ ଲେବର କମିଶନରଙ୍କ ପାଖରେ ଉପସ୍ଥାପନ କରିବେ। ଏଥିସହ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ମଧ୍ୟ ୪ ସପ୍ତାହ ମଧ୍ୟରେ ସତ୍ୟପାଠ ଦାଖଲ କରିବା ପାଇଁ କହିଛନ୍ତି।

ମାର୍ଚ୍ଚ୨ ୯ ତାରିଖରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ପ୍ରକାଶ କରି ଲକଡାଉନ ବେଳେ କମ୍ପାନୀ ଗୁଡ଼ିକ ସେମାନଙ୍କ କର୍ମଚାରୀଙ୍କୁ ପୂର୍ଣ୍ଣକାଳୀନ ଦରମା ଦେବାକୁ ବାଧ୍ୟ ବୋଲି କହିଥିଲେ। ଏହାର ଆଇନଗତ ପ୍ରାବଧାନ ସମ୍ପର୍କରେ କେନ୍ଦ୍ର ସରକାର ଜବାବ ଦାଖଲ କରିବାକୁ ସୁପ୍ରିମକୋର୍ଟ କହିଛନ୍ତି।

କେନ୍ଦ୍ର ସରକାରଙ୍କ ମାର୍ଚ୍ଚ ୨୯ ସର୍କୁଲା ବିରୋଧରେ ଏକାଧିକ କମ୍ପାନୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏବେ ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ଶେଷ ସପ୍ତାହରେ ହେବ ବୋଲି କୋର୍ଟ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story