ଆରେ କଲୋନୀରେ ପ୍ରଶାସନର ଗଛ କାଟିବା ନିଷ୍ପତ୍ତି ଉପରେ ସୁପ୍ରିମକୋର୍ଟଙ୍କ ରୋକ୍

ନୂଆଦିଲ୍ଲୀ: ମୁମ୍ୱାଇ ଆରେ କଲୋନୀରେ ପ୍ରଶାସନ ଦ୍ୱାରା ଗଛ କଟା ଯାଉଥିବା ନିଷ୍ପତ୍ତି ଉପରେ ରୋକ୍ ଲଗାଇଛନ୍ତି ସୁପ୍ରିମକୋର୍ଟ। ଏବେ ଯାହା ଯେତିକି ଗଛ କଟା ହୋଇଛି ସେତିକି ରହିବ। ପରବର୍ତ୍ତୀ ଶୁଣାଣି ନହେବା ଯାଏ ଆଉ ଗଛ କଟା ଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।  ପରବର୍ତ୍ତ ଶୁଣାଣି ଅକ୍ଚୋବର ୨୧ରେ ରହିଛି। ଏହି ସମୟରେ ସରକାରଙ୍କୁ କିଛି ପ୍ରଶ୍ନର ଜବାବ ରଖିବାକୁ ସୁପ୍ରିମକୋର୍ଟ କହିଛନ୍ତି। ମହାରାଷ୍ଟ୍ର ସରକାରଙ୍କୁ ଜବାବ ମାଗି ସୁପ୍ରିମକୋର୍ଟ କହିଛନ୍ତି […]

SAVE ARREY

SAVE ARREY

Subhransu Sekhar
  • Published: Monday, 07 October 2019
  • Updated: 07 October 2019, 11:50 AM IST

Sports

Latest News

ନୂଆଦିଲ୍ଲୀ: ମୁମ୍ୱାଇ ଆରେ କଲୋନୀରେ ପ୍ରଶାସନ ଦ୍ୱାରା ଗଛ କଟା ଯାଉଥିବା ନିଷ୍ପତ୍ତି ଉପରେ ରୋକ୍ ଲଗାଇଛନ୍ତି ସୁପ୍ରିମକୋର୍ଟ। ଏବେ ଯାହା ଯେତିକି ଗଛ କଟା ହୋଇଛି ସେତିକି ରହିବ। ପରବର୍ତ୍ତୀ ଶୁଣାଣି ନହେବା ଯାଏ ଆଉ ଗଛ କଟା ଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।  ପରବର୍ତ୍ତ ଶୁଣାଣି ଅକ୍ଚୋବର ୨୧ରେ ରହିଛି। ଏହି ସମୟରେ ସରକାରଙ୍କୁ କିଛି ପ୍ରଶ୍ନର ଜବାବ ରଖିବାକୁ ସୁପ୍ରିମକୋର୍ଟ କହିଛନ୍ତି।

ମହାରାଷ୍ଟ୍ର ସରକାରଙ୍କୁ ଜବାବ ମାଗି ସୁପ୍ରିମକୋର୍ଟ କହିଛନ୍ତି ଗଛ କାଟିବା ପୂର୍ବରୁ ପ୍ରଶାସନ କେତେ ଗଛ ଲଗାଇଛି ଓ ସୁରକ୍ଷା ପାଇଁ କି କି ପଦକ୍ଷେପ ନେଇଛି ସେ ବାବଦରେ ଏକ ରିପୋର୍ଟ ଦେବାକୁ। ଜବାବରେ ମହାରାଷ୍ଟ୍ର ସରକାରଙ୍କ ଓକିଲ ତୁଷାର ମେହେଟା କହିଥିଲେ ଅନ୍ୟ ଏକ ସ୍ଥାନରେ ପ୍ରଶାସନ ଦ୍ୱାରା ଗଛ ଲଗାଇବା କାମ ଜାରି ରହିଛି। ଏହାପରେ ବିଚାରପତି ଜଷ୍ଟିସ ଅରୁଣ ମିଶ୍ରା କହିଥିଲେ ଗଛ ଲଗାଇବା ଏବଂ ଯତ୍ନ ନେବା ସମ୍ପୂର୍ଣ୍ଣ ଅଲଗା। ତେଣୁ ତରନ୍ତ ଏ ବାବଦରେ ସମସ୍ତ ରିପୋର୍ଟ ଦାଖଲ କରିବାକୁ ଜଷ୍ଟିସ ଅରୁଣ ମିଶ୍ରା ମହାରାଷ୍ଟ୍ର ସରକାରଙ୍କୁ କହିଥିଲେ।

ଗଛ କାଟିବାକୁ ବିରୋଧ କରି ପ୍ରଶାସନ ଯେଉଁମାନଙ୍କୁ ଗିରଫ କରିଛି ସେମାନଙ୍କୁ ତୁରନ୍ତୁ ଛାଡ଼ିବା ପାଇଁ ସୁପ୍ରିମକୋର୍ଟ ଆଜି ଶୁଣାଣି ବେଳେ ନିର୍ଦ୍ଦେଶ ଦେଇଛନ୍ତି। ଏହି ବ୍ୟକ୍ତି ମାନେ ଆରେ କଲୋନୀରେ ଗଛ କଟାକୁ ନେଇ ଆଗାମୀ ଦିନରେ ବିରୋଧ ପ୍ରଦର୍ଶନ କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ସର୍ତ୍ତ ରଖିଛନ୍ତି।

ଶୁକ୍ରବାର ବିଳମ୍ୱିତ ରାତିରେ ମୁମ୍ବାଇ ସ୍ଥିତ ଆରେ କଲୋନୀରେ ମେଟ୍ରୋ ଡିପୋ ଏବଂ ରାସ୍ତା ତିଆରି ହେବ ବୋଲି ପ୍ରଶାସନ ଦ୍ୱାରା କଲୋନୀରେ ଥିବା ଜଙ୍ଗଲକୁ କଟାଯାଉଥିଲା। ଏହାକୁ ବିରୋଧ କରିଥିଲେ ସ୍ଥାନୀୟ ଲୋକେ। ଏମିତିକି ଯେଉଁମାନେ ବିରୋଧ କରିଥିଲେ ସେମାନଙ୍କୁ ପୁଲିସ୍ ଗିରଫ୍ କରିଥିଲା। ଏହାପରେ ଛାତ୍ରଛାତ୍ରୀ ପ୍ରଶାସନର ଏହି ଗଛ କଟା ନିଷ୍ପତ୍ତିକୁ ବିରୋଧ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ସୂଚନାଯୋଗ୍ୟ, ପ୍ରଶାସନ ଗଛ କାଟିବା ପୂର୍ବରୁ ମେଟ୍ରୋ ଡିପୋ ତିଆରି କରିବା ପାଇଁ ଗଛ କଟାଯିବା ବୋଲି ବମ୍ୱେ ହାଇକୋର୍ଟଙ୍କୁ ଅବଗତ କରାଇଥିଲା। ଏହାକୁ ଚ୍ୟାଲେଞ୍ଜ କରି ଅନେକ ଆବେଦନ ହୋଇଥିଲା। ହେଲେ ବମ୍ୱେ ହାଇକୋର୍ଟ ଗଛ କାଟିବା ପାଇଁ ଅନୁମତି ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story