ନୂଆଦିଲ୍ଲୀ: ଜଣାଶୁଣା ମୋବାଇଲ କମ୍ପାନୀ ନୋକିଆ ତା’ର ବହୁ ପ୍ରତିକ୍ଷୀତ ସ୍ମାର୍ଟ ଫୋନ ଲଞ୍ଚ କରିଛି । କମ୍ପାନୀ ଏକାଥରକେ ୩ ଟି ନୂଆ ସ୍ମାର୍ଟ ଫୋନ ବଜାରକୁ ଛାଡିଛି । ଏହି ମଡେଲ ଗୁଡିକ ହେଉଛି ନୋକିଆ ୬ , ନୋକିଆ ୫ ଏବଂ ନୋକିଆ ୩। ଏହାର ମୂଲ୍ୟ ଯଥାକ୍ରମେ ୯ ହଜାର ୪୯୯, ୧୨ହଜାର ୮୯୯ ଏବଂ ୧୪ ହଜାର ୯୯୯ ଟଙ୍କା ରହିଛି। ଏହି ସ୍ମାର୍ଟ ଫୋନ ଗୁଡିକ ମଧ୍ୟରୁ ନୋକିଆ ୫ ଓ ନୋକିଆ ୩ ମଡେଲ ରିଟେଲରଙ୍କ ପାଖରେ ବିକ୍ରି ହେବାକୁ ଥିବା ବେଳେ ନୋକିଆ ୬ ମଡେଲଟି ଆମାଜନରେ ଉପଲବ୍ଧ ହେବ। ଜୁନ ୧୬ ରୁ ନୋକିଆ ୩, ଜୁଲାଇ ୭ରୁ ନୋକିଆ ୫ ଏବଂ ଜୁଲାଇ ୧୪ରୁ ନୋକିଆ ୬ ମଡେଲ ମୋବାଇଲ ବିକ୍ରି ହେବ। ଏହି ସ୍ମାର୍ଟ ଫୋନ ଗୁଡିକ ଭାରତରେ ନିର୍ମାଣ କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଆମେରିକା ଏଜେନ୍ସିର ଅଭିଯୋଗ, ୨୦୨୧ରେ ଜଗନ ରେଡ୍ଡୀଙ୍କୁ ଲାଞ୍ଚ ପ୍ରତିଶ୍ରୁତି ଦେଇଥିଲେ ଆଦାନୀ
ଆମେରିକାର ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ କମିଶନ (SEC) ଏହି ଅଭିଯୋଗ ଆଣିଛି।
Business
ଦୋହଲିଲା ଆଦାନୀ ସାମ୍ରାଜ୍ୟ; ଶେଆର ବଜାରରେ ଦିନକରେ ୫ ଲକ୍ଷ ୩୫ ହଜାର କୋଟି ବୁଡ଼ିଲା
ଏହି ଘଟଣା ଆଦାନୀଙ୍କ ବ୍ୟବସାୟ ସାମ୍ରାଜ୍ୟକୁ ସମ୍ପୂର୍ଣ୍ଣ ଦୋହଲାଇ ଦେଇଥିବା ବେଳେ ଭାରତୀୟ ଶେଆର ବଜାରରେ ହୋଇଛି ପ୍ରଚଣ୍ଡ ବିସ୍ଫୋରଣ।
Business
ଆଦାନୀ ଲାଞ୍ଚ ମାମଲା: ଆମେରିକା ଅଭିଯୋଗ ତାଲିକାରେ ଅଛି ଓଡ଼ିଶା
ଗୌତମ ଆଦାନୀଙ୍କ ସମେତ ଭାରତର ଚାରିଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ଆମେରିକା କୋର୍ଟଙ୍କ ଅଭିଯୋଗ ତାଲିକାରେ ଅଛି।
Business
ଆମେରିକା କୋର୍ଟଙ୍କ ଗିରଫ ୱାରେଣ୍ଟ ପରେ ପ୍ରତିକ୍ରିୟା ରଖିଲା ଆଦାନୀ ଗ୍ରୁପ୍
ଆମେରିକା କୋର୍ଟଙ୍କ ଗିରଫ ୱାରେଣ୍ଟ ପରେ ଆଦାନୀ ଗ୍ରୁପର ଷ୍ଟକ୍ ମୂଲ୍ୟ ହ୍ରାସ ପାଇଛି।
Business
ଇଣ୍ଡିଆ ଫୋର୍ବସ ତାଲିକାରେ ସ୍ଥାନ ପାଇଥିବା OTVକୁ ମିଳିଲା ସମ୍ମାନ
ଆଗାମୀ ଦିନରେ ବି ଏମିତି ଉପରେ ରହିବୁ ବୋଲି ଆଶା ଥିବା କହିଛନ୍ତି ଓଟିଭି ନେଟୱର୍କର ଏମ୍ଡି ଜଗି ମଙ୍ଗତ ପଣ୍ଡା।