ଉତ୍ତରକୋରିଆ: ସୁଡଙ୍ଗରେ ଦୁର୍ଘଟଣା, ୨୦୦ ମୃତ

ନୂଆଦିଲ୍ଲୀ: ସାମରିକ ଶକ୍ତିରେ ସବୁଠାରୁ ମଜଭୁତ ଦେଶ କୁହାଯାଉଥିବା ଆମେରିକା ଉପରେ ହାଇଡ୍ରୋଜେନ୍‌ ବୋମା ପକାଇବା ପାଇଁ ଧମକ ଦେଉଥିବା ଉତ୍ତରକୋରିଆ ଏବେ ପୁଣି ଚର୍ଚ୍ଚାରେ। ଏଥର ସେ କାହାକୁ ଧମକ ଦେଇନି। କିନ୍ତୁ ନିଜ ଦେଶରେ ସୁଡଙ୍ଗରେ ବିସ୍ଫୋରଣକୁ ନେଇ ଚର୍ଚ୍ଚାରେ ଉତ୍ତରକୋରିଆ। ଜାପାନର ଏକ ଟିଭି ଚ୍ୟାନେଲରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଗତ ୧୦ ତାରିଖରେ ପଙ୍ଗ-ରି ପରମାଣୁ ପରୀକ୍ଷଣ ସ୍ଥଳରେ ମାଟିତଳ (ଷୁଡଙ୍ଗ)ରେ ଏକ ଦୁର୍ଘଟଣା ଘଟିଛି। ଏଥିରେ ୨୦୦ ଜଣ ଲୋକଙ୍କ […]

north-korea-nuclear-base-collapses-killing-at-least-200-people

Rakesh Mallick
  • Published: Wednesday, 01 November 2017
  • Updated: 01 November 2017, 06:50 AM IST

Sports

Latest News

ନୂଆଦିଲ୍ଲୀ: ସାମରିକ ଶକ୍ତିରେ ସବୁଠାରୁ ମଜଭୁତ ଦେଶ କୁହାଯାଉଥିବା ଆମେରିକା ଉପରେ ହାଇଡ୍ରୋଜେନ୍‌ ବୋମା ପକାଇବା ପାଇଁ ଧମକ ଦେଉଥିବା ଉତ୍ତରକୋରିଆ ଏବେ ପୁଣି ଚର୍ଚ୍ଚାରେ। ଏଥର ସେ କାହାକୁ ଧମକ ଦେଇନି। କିନ୍ତୁ ନିଜ ଦେଶରେ ସୁଡଙ୍ଗରେ ବିସ୍ଫୋରଣକୁ ନେଇ ଚର୍ଚ୍ଚାରେ ଉତ୍ତରକୋରିଆ।

ଜାପାନର ଏକ ଟିଭି ଚ୍ୟାନେଲରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଗତ ୧୦ ତାରିଖରେ ପଙ୍ଗ-ରି ପରମାଣୁ ପରୀକ୍ଷଣ ସ୍ଥଳରେ ମାଟିତଳ (ଷୁଡଙ୍ଗ)ରେ ଏକ ଦୁର୍ଘଟଣା ଘଟିଛି। ଏଥିରେ ୨୦୦ ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ୧୦୦ରୁ ଅଧିକ ଫସିରହିଥିବା ଅନୁମାନ କରାଯାଉଛି। ମାତ୍ର ଉତ୍ତର କୋରିଆ ପ୍ରଶାସନ ଏହାକୁ ଛପାଇ ରଖିବାକୁ ଉଦ୍ୟମ କରୁଛି। ଏହି ଘଟଣା ପରେ ପଡ଼ୋଶୀ ରାଷ୍ଟ୍ର ଗୁଡ଼ିକ ମଧ୍ୟରେ ଭୟର ବାତାପରଣ ଖେଳି ଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story