ନୋଟ୍‌ବ୍ୟାନ ପ୍ରସଙ୍ଗ: ଗାନ୍ଧୀମୂର୍ତ୍ତି ତଳେ ବିରୋଧୀଙ୍କ ଧାରଣା

ନୂଆଦିଲ୍ଲୀ: ନୋଟ୍‌ ବ୍ୟାନ ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ଆଭିମୁଖ୍ୟ ଆହୁରି କଡ଼ା କରିଛନ୍ତି ବିରୋଧୀ। ଆଜି ଗୃହ ବାହାରେ ମିଳିତ ବିରୋଧୀ ଦଳ ସରକାରଙ୍କୁ ଘେରିଛନ୍ତି। ସାଂସଦମାନେ ସଂସଦ ପରିସରରେ ଥିବା ଗାନ୍ଧୀମୂର୍ତ୍ତି ନିକଟରେ ଧାରଣା ଦେଇଛନ୍ତି। କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ଏହାର ନେତୃତ୍ୱ ନେଇଛନ୍ତି। ଏଥିରେ କଂଗ୍ରେସ ସମେତ ତୃଣମୂଳ କଂଗ୍ରେସ, ବାମମେଣ୍ଟ, ଜେଡିୟୁ, ଆରଜେଡି ଓ ଅନ୍ୟ ବିରୋଧୀ ଦଳର ୨୦୦ ସାଂସଦ ସାମିଲ ହୋଇଛନ୍ତି। ସଂସଦରେ ଉଭୟ ଗୃହରେ […]

birodi

birodi

Rakesh Mallick
  • Published: Wednesday, 23 November 2016
  • Updated: 23 November 2016, 02:25 PM IST

Sports

Latest News

ନୂଆଦିଲ୍ଲୀ: ନୋଟ୍‌ ବ୍ୟାନ ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ଆଭିମୁଖ୍ୟ ଆହୁରି କଡ଼ା କରିଛନ୍ତି ବିରୋଧୀ। ଆଜି ଗୃହ ବାହାରେ ମିଳିତ ବିରୋଧୀ ଦଳ ସରକାରଙ୍କୁ ଘେରିଛନ୍ତି। ସାଂସଦମାନେ ସଂସଦ ପରିସରରେ ଥିବା ଗାନ୍ଧୀମୂର୍ତ୍ତି ନିକଟରେ ଧାରଣା ଦେଇଛନ୍ତି। କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ଏହାର ନେତୃତ୍ୱ ନେଇଛନ୍ତି। ଏଥିରେ କଂଗ୍ରେସ ସମେତ ତୃଣମୂଳ କଂଗ୍ରେସ, ବାମମେଣ୍ଟ, ଜେଡିୟୁ, ଆରଜେଡି ଓ ଅନ୍ୟ ବିରୋଧୀ ଦଳର ୨୦୦ ସାଂସଦ ସାମିଲ ହୋଇଛନ୍ତି।

ସଂସଦରେ ଉଭୟ ଗୃହରେ ବିମୁଦ୍ରାକରଣ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ବିବୃତି ଦାବି କରିଛନ୍ତି ବିରୋଧୀ। ଏଥିଯୋଗୁଁ ଗତ ୫ଦିନ ହେବ ଗୃହରେ ଅଚଳାଅବସ୍ଥା ଲାଗି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story