କିକି ଚ୍ୟାଲେଞ୍ଚ ପରେ ଆସିଲା 'ଡ୍ରାଗନ ବ୍ରେଥ୍‌' ଚ୍ୟାଲେଞ୍ଚ: ଲୋକେ ହେଉଛନ୍ତି ଆହତ

ନୂଆଦିଲ୍ଲୀ: ଗତ କିଛିଦିନ ହେବ କିକି ଚ୍ୟାଲେଞ୍ଜ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଥିଲା। ବହୁଳ ମାତ୍ରାରେ ଲୋକମାନେ ଏହି ଚ୍ୟାଲେଞ୍ଚ କରି ଦୁର୍ଘଟଣାରେ ଶିକାର ହେଉଥିଲେ। ଏଥିପାଇଁ ପୁଲିସ୍‌ ଚେତାବନୀ ମଧ୍ୟ ଜାରିକଲା। ଏହି ଚ୍ୟାଲେଞ୍ଜର ନିଶା ଛାଡିଚି କି ନାହିଁ ଏବେ ଆଉ ଏକ ଚ୍ୟାଲେଞ୍ଚ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ଏହି ଚ୍ୟାଲେଞ୍ଜର ନାଁ ହେଉଛି ‘ଡ୍ରାଗନ ବ୍ରେଥ୍‌’। କ’ଣ ଏହି ‘ଡ୍ରାଗନ୍‌ବ୍ରେଥ୍‌’ ଚ୍ୟାଲେଞ୍ଚ ଏହି ଚ୍ୟାଲେଞ୍ଜରେ ଲୋକମାନଙ୍କୁ ଏକ ପ୍ରକାରର କ୍ୟାଣ୍ଡି (ଚକୋଲେଟ୍) […]

dragons breath

dragons breath

Ordigital Desk
  • Published: Tuesday, 14 August 2018
  • Updated: 14 August 2018, 01:31 PM IST

ନୂଆଦିଲ୍ଲୀ: ଗତ କିଛିଦିନ ହେବ କିକି ଚ୍ୟାଲେଞ୍ଜ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଥିଲା। ବହୁଳ ମାତ୍ରାରେ ଲୋକମାନେ ଏହି ଚ୍ୟାଲେଞ୍ଚ କରି ଦୁର୍ଘଟଣାରେ ଶିକାର ହେଉଥିଲେ। ଏଥିପାଇଁ ପୁଲିସ୍‌ ଚେତାବନୀ ମଧ୍ୟ ଜାରିକଲା। ଏହି ଚ୍ୟାଲେଞ୍ଜର ନିଶା ଛାଡିଚି କି ନାହିଁ ଏବେ ଆଉ ଏକ ଚ୍ୟାଲେଞ୍ଚ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ଏହି ଚ୍ୟାଲେଞ୍ଜର ନାଁ ହେଉଛି 'ଡ୍ରାଗନ ବ୍ରେଥ୍‌'।

କ’ଣ ଏହି 'ଡ୍ରାଗନ୍‌ବ୍ରେଥ୍‌' ଚ୍ୟାଲେଞ୍ଚ

ଏହି ଚ୍ୟାଲେଞ୍ଜରେ ଲୋକମାନଙ୍କୁ ଏକ ପ୍ରକାରର କ୍ୟାଣ୍ଡି (ଚକୋଲେଟ୍) ଖାଇବା ପାଇଁ କୁହାଯାଉଛି। ଯାହାକୁ ଖାଇବା ପରେ ପାଟିରୁ ଧୂଆଁ ବାହାରି ଥାଏ। ଯେପର୍ଯ୍ୟନ୍ତ କ୍ୟାଣ୍ଡି ନସରିଛି ପାଟିକୁ ବନ୍ଦ ରଖିବାକୁ ପଡୁଛି। ବାହାରୁଥିବା ଧୂଆଁ ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ ବୋଲି ଜଣାପଡ଼ିଛି। ଏହି କ୍ୟାଣ୍ଡିକୁ ତରଳ ନାଇଟ୍ରୋଜେନରେ ବୁଡ଼ା ଯାଇ ଖାଇବାକୁ ଦିଆ ଯାଇଥାଏ। ଯାହା ପରେ ପାଟିରୁ ଧୂଆଁ ବାହାରିଥାଏ।

ଏହି ଚ୍ୟାଲେଞ୍ଜ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଏହି ଚ୍ୟାଲେଞ୍ଜ କରିବା ଦ୍ୱାରା କିଛି ଲୋକ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହେବାର ଖବର ଆସୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story