ପରୀକ୍ଷାର୍ଥୀଙ୍କ କାନରେ ବ୍ଲୁ-ଟୁଥ୍‌ ଥିବା ସନ୍ଦେହରେ ଏମିତି କଲେ ଯାଞ୍ଚ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: କାନରେ ଡିଭାଇସ୍‌ ଲଗାଇ ପରୀକ୍ଷା ଦେଉଥିବା ଐଶ୍ୱର୍ଯ୍ୟା ରାୟଙ୍କୁ ଆପଣମାନେ ସୁପରଷ୍ଟାର ରଜନୀକାନ୍ତଙ୍କ ରୋବୋଟ୍‌ ଫିଲ୍ମରେ ଦେଖିବାକୁ ପାଇଥିବେ। ଏଥିରେ ମେଡିକାଲ ପରୀକ୍ଷାର୍ଥୀ ଐଶ୍ୱର୍ଯ୍ୟାଙ୍କ ସବୁ ପ୍ରଶ୍ନର ଆମୂଳଚୁଳ ଉତ୍ତର କହିଚାଲିଥିବା ରୋବୋଟ୍‌ ଚିଟ୍ଟି ଶେଷରେ ଧରାପଡ଼ିଥିଲା। କିନ୍ତୁ ସତରେ ଏଭଳି ଘଟଣା ଘଟିଛି ଯେଉଁଠି ପରୀକ୍ଷାର୍ଥୀ ଏହି ତରିକାରେ ପରୀକ୍ଷା ଦେଉଥିବା ସନ୍ଦେହରେ ନିରୀକ୍ଷକ କଡ଼ା ଯାଞ୍ଚ କରୁଛନ୍ତି। ଭାଇରାଲ ହୋଇଥିବା ଏକ ଭିଡିଓରେ ପରୀକ୍ଷାର୍ଥୀ କାନରେ ବ୍ଲୁ-ଟୁଥ ଲୁଚାଇ ପରୀକ୍ଷା ଦେବାକୁ ଆସିଥିବା […]

exam-bluetooth

exam-bluetooth

Subrat Kumar Nayak
  • Published: Saturday, 22 December 2018
  • Updated: 22 December 2018, 09:27 PM IST

Sports

Latest News

ନୂଆଦିଲ୍ଲୀ: କାନରେ ଡିଭାଇସ୍‌ ଲଗାଇ ପରୀକ୍ଷା ଦେଉଥିବା ଐଶ୍ୱର୍ଯ୍ୟା ରାୟଙ୍କୁ ଆପଣମାନେ ସୁପରଷ୍ଟାର ରଜନୀକାନ୍ତଙ୍କ ରୋବୋଟ୍‌ ଫିଲ୍ମରେ ଦେଖିବାକୁ ପାଇଥିବେ। ଏଥିରେ ମେଡିକାଲ ପରୀକ୍ଷାର୍ଥୀ ଐଶ୍ୱର୍ଯ୍ୟାଙ୍କ ସବୁ ପ୍ରଶ୍ନର ଆମୂଳଚୁଳ ଉତ୍ତର କହିଚାଲିଥିବା ରୋବୋଟ୍‌ ଚିଟ୍ଟି ଶେଷରେ ଧରାପଡ଼ିଥିଲା। କିନ୍ତୁ ସତରେ ଏଭଳି ଘଟଣା ଘଟିଛି ଯେଉଁଠି ପରୀକ୍ଷାର୍ଥୀ ଏହି ତରିକାରେ ପରୀକ୍ଷା ଦେଉଥିବା ସନ୍ଦେହରେ ନିରୀକ୍ଷକ କଡ଼ା ଯାଞ୍ଚ କରୁଛନ୍ତି।

ଭାଇରାଲ ହୋଇଥିବା ଏକ ଭିଡିଓରେ ପରୀକ୍ଷାର୍ଥୀ କାନରେ ବ୍ଲୁ-ଟୁଥ ଲୁଚାଇ ପରୀକ୍ଷା ଦେବାକୁ ଆସିଥିବା ସନ୍ଦେହରେ ଯାଞ୍ଚ ଚାଲିଛି। ସେମାନେ ସନ୍ଦେହ କରୁଥିଲେ ବାହାରୁ କେହି ସେମାନଙ୍କୁ ଉତ୍ତର କହୁଥିବ। ସେଇ ସନ୍ଦେହ କାରଣରୁ ଅଭିନବ ଉପାୟରେ ‘ଅକ୍ଟୋସ୍କୋପ୍‌’ ସାହାଯ୍ୟରେ କାନ ଭିତର ଯାଞ୍ଚ କରାଯାଉଛି।

ତେବେ ‘ଅକ୍ଟୋସ୍କୋପ୍‌’ କାନର କିଛି ଆଭ୍ୟନ୍ତରୀଣ ସମସ୍ୟାର ଚିକିତ୍ସା ପାଇଁ ବ୍ୟବହାର କରାଯାଇଥାଏ। ସବୁ ପିଲାଙ୍କର ଏଭଳି କାନ ଯାଞ୍ଚକୁ କିଛି ଲୋକେ ନାପସନ୍ଦ କରି କହଛନ୍ତି, ଏପରି କରିବାଦ୍ୱାରା କାନରେ ସଂକ୍ରମଣ ହୋଇପାରେ। ଆଉ କେତେକ କମେଣ୍ଟ କରିଛନ୍ତି, ଏହା ଏକ ଜଟିଳ 'ଯୁଗାଡ଼'।

https://youtu.be/ZZ2YXfPRpZg

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story