‘ଅର୍ଗାନ୍ ସିକ୍ୟୋର’ ଆପ୍ସ ତିଆରି କରି ମାଇକ୍ରୋସଫ୍ଟ ପୁରସ୍କାର ଜିତିଲେ ଓଡ଼ିଆ ପୁଅ

ବେଙ୍ଗାଲୁରୁ: ଲୋକମାନେ ଅର୍ଗାନ ଡୋନେସନ ବା ଅଙ୍ଗଦାନ ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି ସତ କିନ୍ତୁ ଠିକଣା ସମୟରେ ଅଙ୍ଗପ୍ରତ୍ୟଙ୍ଗ ଲୋଡୁଥିବା ବ୍ୟକ୍ତିଙ୍କୁ ଏହା ମିଳିପାରୁ ନାହିଁ। ଓ୍ୱେବ୍ ସିରିଜରେ ଏଭଳି କିଛି ସମସ୍ୟା ବାବଦରେ ଦେଖିଥିଲେ ଓଡ଼ିଆ ପୁଅ ପ୍ରତୀକ ମହାପାତ୍ର। ଏହାପରେ ଇଣ୍ଟରନେଟରେ ଅଧିକ ଗବେଷଣା କରି ସେ ଏକ ଆପ୍ସ ତିଆରି କରିଛନ୍ତି, ଯାହା ଅଙ୍ଗଦାନ କରୁଥିବା ଲୋକ ଏବଂ ଅଙ୍ଗପ୍ରତ୍ୟଙ୍ଗ ଆବଶ୍ୟକ କରୁଥିବା ଲୋକଙ୍କୁ ଗୋଟିଏ ପ୍ଲାଟଫର୍ମରେ ଏକାଠି କରାଇବ। #Odisha’s […]

prateek mohapatra

prateek mohapatra

Subhransu Sekhar
  • Published: Saturday, 03 August 2019
  • Updated: 03 August 2019, 11:19 AM IST

Sports

Latest News

ବେଙ୍ଗାଲୁରୁ: ଲୋକମାନେ ଅର୍ଗାନ ଡୋନେସନ ବା ଅଙ୍ଗଦାନ ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି ସତ କିନ୍ତୁ ଠିକଣା ସମୟରେ ଅଙ୍ଗପ୍ରତ୍ୟଙ୍ଗ ଲୋଡୁଥିବା ବ୍ୟକ୍ତିଙ୍କୁ ଏହା ମିଳିପାରୁ ନାହିଁ। ଓ୍ୱେବ୍ ସିରିଜରେ ଏଭଳି କିଛି ସମସ୍ୟା ବାବଦରେ ଦେଖିଥିଲେ ଓଡ଼ିଆ ପୁଅ ପ୍ରତୀକ ମହାପାତ୍ର। ଏହାପରେ ଇଣ୍ଟରନେଟରେ ଅଧିକ ଗବେଷଣା କରି ସେ ଏକ ଆପ୍ସ ତିଆରି କରିଛନ୍ତି, ଯାହା ଅଙ୍ଗଦାନ କରୁଥିବା ଲୋକ ଏବଂ ଅଙ୍ଗପ୍ରତ୍ୟଙ୍ଗ ଆବଶ୍ୟକ କରୁଥିବା ଲୋକଙ୍କୁ ଗୋଟିଏ ପ୍ଲାଟଫର୍ମରେ ଏକାଠି କରାଇବ।

ପ୍ରତୀକ ଏହି ଆପ୍ସ ତିଆରି କରି ମାଇକ୍ରୋସଫ୍‌ଟର ଗୁଡ ଆଇଡିଆ ଚ୍ୟାଲେଞ୍ଜ ୨୦୧୯ ପୁରସ୍କାର ଜିତିଛନ୍ତି। ଏଥିପାଇଁ ମାଇକ୍ରୋସଫ୍ଟ ତରଫରୁ ସେ ଏକ୍ସବକ୍ସ ଓ୍ୱାନ୍ ଏକ୍ସ କନସୋଲ ଏବଂ ଏନଭିଡିଆ ଗ୍ରାଫିକ୍ସ ପ୍ରୋସେସିଙ୍ଗ ୟୁନିଟ୍ ସହ ୨, ୫୦୦ ଡଲାର (୫୦ରୁ ୬୦ ହଜାର) ଅର୍ଥରାଶି ପୁରସ୍କାର ସ୍ଵରୂପ ପାଇଛନ୍ତି। ଆଗକୁ ଲୋକଙ୍କ କାମରେ ଆସିବା ଭଳି ଆପ ତିଆରି କରିବାର ଯୋଜନା ରହିଛି ବୋଲି ସେ 'ଓଟିଭି'କୁ କହିଛନ୍ତି।
୨୧ ବର୍ଷୀୟ ପ୍ରତୀକ ହେଉଛନ୍ତି ବେଙ୍ଗାଲୁରୁରେ ଆରଭି କଲେଜ୍ ଅଫ୍ ଇଞ୍ଜିନିୟରିଂ କଲେଜରେ କମ୍ପ୍ୟୁଟର ସାଇନ୍ସ ବିଭାଗର ଶେଷ ବର୍ଷର ଛାତ୍ର। 'ଅର୍ଗାନ ସିକ୍ୟୋର' ଆପ୍‌କୁ ପ୍ରଥମେ କର୍ଣ୍ଣାଟକାରେ ରିଲିଜ କରିବାକୁ ଲକ୍ଷ୍ୟ ରଖିଛନ୍ତି ପ୍ରତୀକ। ପରେ ସେ ଏହାକୁ ଆମେରିକା, ଚାଇନା, ସାଉଥ କୋରିଆ ଓ କାନାଡାରେ ରିଲିଜ କରିବାକୁ ଯୋଜନା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story