ବିବାହରେ କୁକୁରଙ୍କୁ ଭୋଜି ଦେଲେ ଓଡ଼ିଆ ଦମ୍ପତି

ନୂଆଦିଲ୍ଲୀ: ସାଧାରଣତ ବିବାହରେ ବନ୍ଧୁବାନ୍ଧବ, ପରିବାର ଓ ସମ୍ପର୍କୀୟଙ୍କୁ ଭୋଜି ଦିଆଯାଇଥାଏ। କିନ୍ତୁ ଓଡ଼ିଶାର ଏକ ଦମ୍ପତି ବିବାହରେ ଏମିତି କାମ କରିଛନ୍ତି, ଯାହାକୁ ଶୁଣିଲେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗିବ। ୟୁରେକା ଆପଟା ଓ ଜୋଆନା ୱାଙ୍ଗ ଗତ ସେପ୍ଟେମ୍ବର ୨୫ ତାରିଖରେ ଭୁବନେଶ୍ୱରରେ ପରସ୍ପରକୁ ବିବାହ କରିଥିଲେ। କିନ୍ତୁ ଏହି ଦମ୍ପତି ବିବାହର ଭୋଜିକୁ ନିଆରା ଢଙ୍ଗରେ ପାଳନ କରିଥିଲେ। ଦୁହେଁ ନିଜ ସାଙ୍ଗସାଥୀ ଏବଂ ପରିବାର ବଦଳରେ ୫୦୦ କୁକୁରଙ୍କୁ ଭୋଜି ଦେଇଛନ୍ତି। ଏମିତି […]

apta

apta

Ranjit Kumar Jena
  • Published: Monday, 12 October 2020
  • Updated: 12 October 2020, 06:49 PM IST

Sports

Latest News

ନୂଆଦିଲ୍ଲୀ: ସାଧାରଣତ ବିବାହରେ ବନ୍ଧୁବାନ୍ଧବ, ପରିବାର ଓ ସମ୍ପର୍କୀୟଙ୍କୁ ଭୋଜି ଦିଆଯାଇଥାଏ। କିନ୍ତୁ ଓଡ଼ିଶାର ଏକ ଦମ୍ପତି ବିବାହରେ ଏମିତି କାମ କରିଛନ୍ତି, ଯାହାକୁ ଶୁଣିଲେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗିବ। ୟୁରେକା ଆପଟା ଓ ଜୋଆନା ୱାଙ୍ଗ ଗତ ସେପ୍ଟେମ୍ବର ୨୫ ତାରିଖରେ ଭୁବନେଶ୍ୱରରେ ପରସ୍ପରକୁ ବିବାହ କରିଥିଲେ। କିନ୍ତୁ ଏହି ଦମ୍ପତି ବିବାହର ଭୋଜିକୁ ନିଆରା ଢଙ୍ଗରେ ପାଳନ କରିଥିଲେ। ଦୁହେଁ ନିଜ ସାଙ୍ଗସାଥୀ ଏବଂ ପରିବାର ବଦଳରେ ୫୦୦ କୁକୁରଙ୍କୁ ଭୋଜି ଦେଇଛନ୍ତି। ଏମିତି ଏକ ମହାନ କାମ କରି ଏହି ନବଦମ୍ପତି ସମାଜ ପାଇଁ ଆଦର୍ଶ ପାଲଟିଛନ୍ତି।

ୟୁରେକା ଆପଟା ଜଣେ ପାଇଲଟରୁ ଫିଲ୍ମ ନିର୍ମାତା ସାଜିଛନ୍ତି। ସେହିପରି ଜୋଆନା ୱାଙ୍ଗ ଜଣେ ଡେଣ୍ଟିଷ୍ଟ। ଦୁହେଁ ଏକ ଲୋକାଲ୍ ଆନିମଲ୍ ରେସ୍କ୍ୟୁ ଅର୍ଗାନାଇଜେସନ୍ ସହ ଯୋଗାଯୋଗ କରି ୫୦୦ ବୁଲା କୁକୁରଙ୍କୁ ଖାଦ୍ୟ ଦେବା ପାଇଁ ନିଷ୍ପତ୍ତି ନେଇଥିଲେ। ସେପ୍ଟେମ୍ବର ୨୫ ତାରିଖରେ ଏହି ଦମ୍ପତି ବିବାହ କରିଥିଲେ। ଏହି ଦିନ ଆନିମଲ୍ ୱେଲଫେୟାର୍ ଟ୍ରଷ୍ଟ ଏକାମ୍ର (AWTE)ର କିଛି ଭଲ୍ୟୁଣ୍ଟିୟର୍ ବୁଲା କୁକୁରଙ୍କୁ ଖାଦ୍ୟ ଦେଇଥିଲେ।

ଏ ନେଇ ଶ୍ରୀ ଆପଟା କହିଛନ୍ତି, ଲକଡାଉନ୍ ସମୟରେ ମୋ ଜଣେ ବନ୍ଧୁ ଦୁର୍ଘଟଣାଗସ୍ତ ଏକ ବୁଲା କୁକୁରକୁ ଉଦ୍ଧାର କରିଥିଲେ। ମୁଁ ଓ ଜୋଆନା ମଧ୍ୟ ସହାୟତାର ହାତ ବଢ଼ାଇଥିଲୁ ଏବଂ କୁକୁରକୁ ହସ୍ପିଟାଲରେ ଚିକିତ୍ସିତ କରାଇଥିଲୁ। ଏହା ପରେ ଆମେ ତାକୁ (କୁକୁର) ଆମେ AWTEକୁ ହସ୍ତାନ୍ତର କରିଦେଇଥିଲୁ।

ଆପଟା ଆହୁରି କହିଛନ୍ତି, ଆମେ ପରେ କୁକୁରମାନଙ୍କ ଆଶ୍ରୟସ୍ଥଳ ବୁଲିବାକୁ ଯାଇଥିଲୁ ଏବଂ ସେଠାରେ କୁକୁରମାନଙ୍କୁ ଯେଉଁଭଳି ଯତ୍ନ ନିଆଯାଉଛି, ତାହା ଦେଖି ଆମେ ବହୁତ ପ୍ରେରଣା ପାଇଥିଲୁ। ଏହା ପରେ ଆମେ ତିନିବର୍ଷର ସମ୍ପର୍କକୁ ବିବାହର ରୂପ ଦେବା ପାଇଁ ନିଷ୍ପତ୍ତି ନେଲୁ। ଆମେ ନିରାଡମ୍ବର ଭାବେ ମନ୍ଦିରରେ ବିବାହ କରିଥିଲୁ, ଯାହାକି ସମ୍ପୂର୍ଣ୍ଣ ଭାବେ ପଶୁମାନଙ୍କ ପ୍ରତି ସମର୍ପିତ ବୋଲି ଆପଟା କହିଛନ୍ତି। ଏହି ଦମ୍ପତି AWTEର ଫାଉଣ୍ଡରଙ୍କ ସହାୟତାରେ ପଶୁ ଆଶ୍ରୟସ୍ଥଳକୁ ନିୟମିତ ଖାଦ୍ୟ ଓ ମେଡିସିନ୍ ଦେଇଆସୁଛନ୍ତି।

ଆପଟା ନିଜର ଦିବଙ୍ଗତ ମା' (ଯିଏ କ୍ୟାନସରେ ମୃତ୍ୟୁବରଣ କରିଥିଲେ) ଓ ତାଙ୍କ ପତ୍ନୀଙ୍କ ଜେଜେମା'ଙ୍କ ପାଇଁ ଏହି କାମ କରିଛନ୍ତି। ଆପଟା ଓ ୱାଙ୍ଗଙ୍କ ଏହି ମହତ କାମ ଏବେ ସୋଶାଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story