ଟିକଟକ୍‌ ଭିଡିଓ କରୁ କରୁ ଭାସିଗଲେ ଭାଇ

ହାଇଦ୍ରାବାଦ: ପୁଣିଥରେ ଚାଇନିଜ୍‌ ସୋଶାଲ୍‌ ମିଡିଆ ଆପ୍ ‘ଟିକ୍‌ଟକ୍‌’ ଶୁଟିଂ କଲାବେଳେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏଭଳି ଦୁଃଖଦ ଘଟଣା ହାଇଦ୍ରାବାଦରେ ଘଟିଛି। ୨୪ ବର୍ଷୀୟ ନରସିମାଲୁ ତାଙ୍କ ସମ୍ପର୍କୀୟ ଭାଇ ପ୍ରଶାନ୍ତଙ୍କ ସହ ହାଇଦ୍ରାବାଦର ଏକ ହ୍ରଦରେ ଗାଧୋଉଥିଲେ। ଏହି ସମୟରେ ପ୍ରଶାନ୍ତ ଟିକଟକ୍‌ ଭିଡିଓ କରୁଥିବା ବେଳେ ନରସିମାଲୁ ତାଙ୍କ ପଛରେ ପାଣିରେ ଠିଆ ହୋଇଥିଲେ। ହେଲେ ଦୁର୍ଭାଗ୍ୟବଶତଃ ପହଁରା ଜାଣି ନଥିବା ନରସିମାଲୁ ହ୍ରଦରେ ବୁଡ଼ି ଯାଇଥିଲେ। କିନ୍ତୁ ଏ କଥା […]

aq

aq

Hemant Lenka
  • Published: Friday, 12 July 2019
  • Updated: 12 July 2019, 05:43 PM IST

Sports

Latest News

ହାଇଦ୍ରାବାଦ: ପୁଣିଥରେ ଚାଇନିଜ୍‌ ସୋଶାଲ୍‌ ମିଡିଆ ଆପ୍ 'ଟିକ୍‌ଟକ୍‌' ଶୁଟିଂ କଲାବେଳେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏଭଳି ଦୁଃଖଦ ଘଟଣା ହାଇଦ୍ରାବାଦରେ ଘଟିଛି। ୨୪ ବର୍ଷୀୟ ନରସିମାଲୁ ତାଙ୍କ ସମ୍ପର୍କୀୟ ଭାଇ ପ୍ରଶାନ୍ତଙ୍କ ସହ ହାଇଦ୍ରାବାଦର ଏକ ହ୍ରଦରେ ଗାଧୋଉଥିଲେ।

ଏହି ସମୟରେ ପ୍ରଶାନ୍ତ ଟିକଟକ୍‌ ଭିଡିଓ କରୁଥିବା ବେଳେ ନରସିମାଲୁ ତାଙ୍କ ପଛରେ ପାଣିରେ ଠିଆ ହୋଇଥିଲେ। ହେଲେ ଦୁର୍ଭାଗ୍ୟବଶତଃ ପହଁରା ଜାଣି ନଥିବା ନରସିମାଲୁ ହ୍ରଦରେ ବୁଡ଼ି ଯାଇଥିଲେ। କିନ୍ତୁ ଏ କଥା ଜାଣି ନ ପାରି ପ୍ରଶାନ୍ତ ଟିକଟକ ଭିଡିଓ ଶୁଟିଂ କରିବାରେ ବ୍ୟସ୍ତ ଥିଲେ। କିଛି ସମୟ ପରେ ପ୍ରଶାନ୍ତ ନରସିମାଲୁଙ୍କୁ ନ ପାଇ ସ୍ଥାନୀୟ ଲୋକଙ୍କୁ ସାହାଯ୍ୟ ପାଇଁ ଡାକିଥିଲେ। ହେଲେ ସେତେବେଳେକୁ ନରସିମାଲୁ ହ୍ରଦରେ ବୁଡ଼ି ପ୍ରାଣ ହରାଇ ସାରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story