ଗର୍ଭବତୀ ହାତୀ ମୃତ୍ୟୁ ମାମଲା, ଜଣେ ଗିରଫ

ଥିରୁଅନନ୍ତପୁରମ: କେରଳ ପାଲକଡରେ ଗର୍ଭବତୀ ହାତୀ ମୃତ୍ୟୁ ମାମଲାରେ ଜଣେ ଅଭିଯୁକ୍ତ ଗିରଫ ହୋଇଛି। ଏ ନେଇ କେରଳର ଜଙ୍ଗଲ ମନ୍ତ୍ରୀ କେ ରାଜୁ ସୂଚନା ଦେଇଛନ୍ତି। ଗିରଫ ପୂର୍ବରୁ ତିନି ଜଣ ସନ୍ଦିଗ୍ଧଙ୍କୁ ପଚରା ଉଚରା କରାଯାଇଥିଲା। ରିପୋର୍ଟ ଅନୁସାରେ ଗର୍ଭବତୀ ହାତୀଟି ଖାଇବା ଅନ୍ୱେଷଣରେ କେରଳର ପାଲକଡ୍‌ ଜିଲ୍ଲାରେ ଥିବା ଜଙ୍ଗଲରୁ ସ୍ଥାନୀୟ ଗାଁକୁ ଚାଲିଆସିଥିଲା। ଯେଉଁଠାରେ ପଶୁତୁଲ୍ୟ ଲୋକ ହାତୀଟିକୁ ସପୁରୀରେ ବାଣ ପୂରାଇ ଖାଇବା ପାଇଁ ଦେଇଥିଲେ। ଯାହାକୁ ଖାଇବା ପରେ […]

KERALA elephant

KERALA elephant

Subhransu Sekhar
  • Published: Friday, 05 June 2020
  • Updated: 05 June 2020, 11:44 AM IST

Sports

Latest News

ଥିରୁଅନନ୍ତପୁରମ: କେରଳ ପାଲକଡରେ ଗର୍ଭବତୀ ହାତୀ ମୃତ୍ୟୁ ମାମଲାରେ ଜଣେ ଅଭିଯୁକ୍ତ ଗିରଫ ହୋଇଛି। ଏ ନେଇ କେରଳର ଜଙ୍ଗଲ ମନ୍ତ୍ରୀ କେ ରାଜୁ ସୂଚନା ଦେଇଛନ୍ତି। ଗିରଫ ପୂର୍ବରୁ ତିନି ଜଣ ସନ୍ଦିଗ୍ଧଙ୍କୁ ପଚରା ଉଚରା କରାଯାଇଥିଲା।

ରିପୋର୍ଟ ଅନୁସାରେ ଗର୍ଭବତୀ ହାତୀଟି ଖାଇବା ଅନ୍ୱେଷଣରେ କେରଳର ପାଲକଡ୍‌ ଜିଲ୍ଲାରେ ଥିବା ଜଙ୍ଗଲରୁ ସ୍ଥାନୀୟ ଗାଁକୁ ଚାଲିଆସିଥିଲା। ଯେଉଁଠାରେ ପଶୁତୁଲ୍ୟ ଲୋକ ହାତୀଟିକୁ ସପୁରୀରେ ବାଣ ପୂରାଇ ଖାଇବା ପାଇଁ ଦେଇଥିଲେ। ଯାହାକୁ ଖାଇବା ପରେ ହାତୀଟିର ମୁହଁରେ ହିଁ ବାଣଭର୍ତ୍ତି ସପୁରୀଟି ଫାଟି ଯାଇଥିଲା। ମୁହଁରେ ଅହସ୍ୟ ଯନ୍ତ୍ରଣା ହେବା ପରେ ହାତୀଟି କିଛି ଦିନ ପର୍ଯ୍ୟନ୍ତ କିଛି ଖାଇନପାରି ଗାଁରେ ବୁଲିବାରେ ଲାଗିଥିଲା। ବୁଲି ବୁଲି ଏକ ନଦୀରେ ମେ’ ୨୭ ତାରିଖରେ ହାତୀଟି ଶେଷ ନିଃଶ୍ୱାସ ତ୍ୟାଗ କରିଛି। ଏହାକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story