ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସହିଦ ଦୀପକଙ୍କ ଶେଷକୃତ୍ୟ ସମ୍ପନ୍ନ

ନୂଆଦିଲ୍ଲୀ: ଜାମ୍ମୁ ଓ କାଶ୍ମୀର କୁପାୱାରାରେ ଆତଙ୍କବାଦୀଙ୍କ ସହ ମୁକାବିଲାରେ  ସହିଦ ସୁରକ୍ଷାକର୍ମୀଙ୍କୁ ହୋଇଛି ଶେଷକୃତ୍ୟ। ସମସ୍ତ ରାଷ୍ଟ୍ରୀୟ ମର୍ଯ୍ୟାଦା  ସହ ସହିଦ ଦୀପକ ଠୁସୁଙ୍କ ସମେତ ଅନ୍ୟ ସହିଦଙ୍କୁ ଶେଷ ସମ୍ମାନ  ପ୍ରଦାନ କରାଯାଇଛି।  ଅପରପକ୍ଷେ କୁପାୱାରା ସମେତ ରାଜ୍ୟର  ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ୍ ଜୋରଦାର କରାଯାଇଛି । ଗତକାଲି କୁପାୱାରା ଆତଙ୍କବାଦୀଙ୍କ ସହ ସୁରକ୍ଷାକର୍ମୀଙ୍କ  ମଧ୍ୟରେ ହୋଇଥିଲା ଏନ୍‌କାଉଣ୍ଟର। ଯେଉଁଥିରେ ୫ ଜଣ  ସୁରକ୍ଷାକର୍ମୀ ସହିଦ ହୋଇଥିବା ବେଳେ ୪ ଜଣ ଆତଙ୍କବାଦୀ […]

kupwara

kupwara

Rakesh Mallick
  • Published: Thursday, 22 March 2018
  • Updated: 22 March 2018, 09:08 PM IST

Sports

Latest News

ନୂଆଦିଲ୍ଲୀ: ଜାମ୍ମୁ ଓ କାଶ୍ମୀର କୁପାୱାରାରେ ଆତଙ୍କବାଦୀଙ୍କ ସହ ମୁକାବିଲାରେ  ସହିଦ ସୁରକ୍ଷାକର୍ମୀଙ୍କୁ ହୋଇଛି ଶେଷକୃତ୍ୟ। ସମସ୍ତ ରାଷ୍ଟ୍ରୀୟ ମର୍ଯ୍ୟାଦା  ସହ ସହିଦ ଦୀପକ ଠୁସୁଙ୍କ ସମେତ ଅନ୍ୟ ସହିଦଙ୍କୁ ଶେଷ ସମ୍ମାନ  ପ୍ରଦାନ କରାଯାଇଛି।  ଅପରପକ୍ଷେ କୁପାୱାରା ସମେତ ରାଜ୍ୟର  ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ୍ ଜୋରଦାର କରାଯାଇଛି । ଗତକାଲି କୁପାୱାରା ଆତଙ୍କବାଦୀଙ୍କ ସହ ସୁରକ୍ଷାକର୍ମୀଙ୍କ  ମଧ୍ୟରେ ହୋଇଥିଲା ଏନ୍‌କାଉଣ୍ଟର। ଯେଉଁଥିରେ ୫ ଜଣ  ସୁରକ୍ଷାକର୍ମୀ ସହିଦ ହୋଇଥିବା ବେଳେ ୪ ଜଣ ଆତଙ୍କବାଦୀ ନିହତ  ହୋଇଛନ୍ତି।  ଆତଙ୍କବାଦୀମାନେ ଲୁଚିଥିବା ଖବର ପାଇଁ ସେନା ଓ   ଜାମ୍ମୁ କାଶ୍ମୀର ପୋଲିସ ପକ୍ଷରୁ ମିଳିତ ଅପରେସନ ଆରମ୍ଭ  ହୋଇଥିବା  ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଉଭୟ ପଟୁ  ଗୁଳିବର୍ଷଣ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story