ପୁଣି ତାମିଲନାଡୁରେ ରେକର୍ଡ ସଂଖ୍ୟକ ପଜିଟିଭ

ଚେନ୍ନାଇ: ତାମିଲନାଡୁରେ ମହାମାରୀ କରୋନା ହୁହୁ ହୋଇ ବଢ଼ିବାରେ ଲାଗିଛି। ଆଜି ଗୋଟିଏ ଦିନରେ ରେକର୍ଡ ୧୯୮୯ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୨,୬୮୭କୁ ବୃଦ୍ଧି ପାଇଛି। ସେହିପରି କରୋନା ପୁଣି ରାଜ୍ୟରେ ୩୦ ଜଣଙ୍କ ମୁଣ୍ଡ ନେଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩୯୭ରେ ପହଞ୍ଚି ଯାଇଛି। ସବୁଠାରୁ ଭଲ ଖବର ହେଉଛି, ଆଜି ୧୩୬୨ ଜଣ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

sax

sax

Hemant Lenka
  • Published: Saturday, 13 June 2020
  • Updated: 13 June 2020, 07:08 PM IST

Sports

Latest News

ଚେନ୍ନାଇ: ତାମିଲନାଡୁରେ ମହାମାରୀ କରୋନା ହୁହୁ ହୋଇ ବଢ଼ିବାରେ ଲାଗିଛି। ଆଜି ଗୋଟିଏ ଦିନରେ ରେକର୍ଡ ୧୯୮୯ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୨,୬୮୭କୁ ବୃଦ୍ଧି ପାଇଛି।

ସେହିପରି କରୋନା ପୁଣି ରାଜ୍ୟରେ ୩୦ ଜଣଙ୍କ ମୁଣ୍ଡ ନେଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩୯୭ରେ ପହଞ୍ଚି ଯାଇଛି। ସବୁଠାରୁ ଭଲ ଖବର ହେଉଛି, ଆଜି ୧୩୬୨ ଜଣ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story