ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନ; ବିଏସ୍‌ଏଫ୍‌ର ପାଲଟା ଆକ୍ରମଣରେ ତିନି ପାକ୍‌ ଯବାନ ମୃତ

ଜମ୍ମୁ: ଜମ୍ମୁ-କାଶ୍ମୀରରେ ପୁଣି ଥରେ ଯୁଦ୍ଧବିରତି ଉଲ୍ଲଙ୍ଘନ କରିଛି ପାକିସ୍ତାନ। ମଙ୍ଗଳବାର ରାତିରେ ଆରଏସ୍‌ ପୁରା ସେକ୍ଟର ଏବଂ ଅରନିଆରେ ପାକ୍ ସେନା ପକ୍ଷରୁ ଗୁଳିବର୍ଷଣ କରାଯାଇଥିଲା। ବିଏସ୍‌ଏଫ୍ ପକ୍ଷରୁ ଏହାର କଡ଼ା ଜବାବ ଦିଆଯାଇଥିଲା। ଏଥିରେ ପାକିସ୍ତାନ ସେନାର ପ୍ରାୟ ୬ଟି ଛାଉଣୀ ଧ୍ୱସ୍ତ ହୋଇଯାଇଥିବା ବେଳେ ୩ ଜଣ ଯବାନ ନିହତ ହୋଇଛନ୍ତି। ଗୁଳିବିନିମୟରେ ଜଣେ ବିଏସ୍‌ଏଫ୍ ଯବାନ ଆହତ ହୋଇଛନ୍ତି। ପାକ୍‌ ସେନାର ଗୁଳି ମାଡ଼ରେ ଭାରତର ୧୧ ଜଣ ସାଧାରଣ ଲୋକ […]

jammu

jammu

Rakesh Mallick
  • Published: Wednesday, 26 October 2016
  • Updated: 27 October 2016, 10:22 AM IST

Sports

Latest News

ଜମ୍ମୁ: ଜମ୍ମୁ-କାଶ୍ମୀରରେ ପୁଣି ଥରେ ଯୁଦ୍ଧବିରତି ଉଲ୍ଲଙ୍ଘନ କରିଛି ପାକିସ୍ତାନ। ମଙ୍ଗଳବାର ରାତିରେ ଆରଏସ୍‌ ପୁରା ସେକ୍ଟର ଏବଂ ଅରନିଆରେ ପାକ୍ ସେନା ପକ୍ଷରୁ ଗୁଳିବର୍ଷଣ କରାଯାଇଥିଲା। ବିଏସ୍‌ଏଫ୍ ପକ୍ଷରୁ ଏହାର କଡ଼ା ଜବାବ ଦିଆଯାଇଥିଲା। ଏଥିରେ ପାକିସ୍ତାନ ସେନାର ପ୍ରାୟ ୬ଟି ଛାଉଣୀ ଧ୍ୱସ୍ତ ହୋଇଯାଇଥିବା ବେଳେ ୩ ଜଣ ଯବାନ ନିହତ ହୋଇଛନ୍ତି। ଗୁଳିବିନିମୟରେ ଜଣେ ବିଏସ୍‌ଏଫ୍ ଯବାନ ଆହତ ହୋଇଛନ୍ତି।

ପାକ୍‌ ସେନାର ଗୁଳି ମାଡ଼ରେ ଭାରତର ୧୧ ଜଣ ସାଧାରଣ ଲୋକ ଆହତ ହୋଇଛନ୍ତି। ସେହିଭଳି ଗୁଳିବିନିମୟରେ ପାକିସ୍ତାନର କିଛି ଜନବସତି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story