ଇମ୍ରାନଙ୍କ ମତରେ ଭାରତ କହୁଥବା ଅନୁପ୍ରବେଶକାରୀ କଶ୍ମୀରବାସୀଙ୍କ ବନ୍ଧୁ!

ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ପୁଣି ଥରେ କଶ୍ମୀର ପ୍ରସଙ୍ଗରେ ନିଜର ମତ ରଖିଛନ୍ତି। ଯେଉଁମାନେ ପାକିସ୍ତାନ ପଟୁ ସୀମାପାର ହୋଇ କଶ୍ମୀର ଯାଉଛନ୍ତି ସେମାନଙ୍କୁ ଭାରତ ଇସଲାମିକ ଆତଙ୍କବାଦୀ ବୋଲି କହୁଛି ବୋଲି ଇମ୍ରାନ୍ ଖାନ୍ ଟୁଇଟ୍ କରି କହିଛନ୍ତି। ଯାହାକୁ ନେଇ ସୋଶାଲ ମିଡିଆରେ ଭାରତୀୟମାନେ ଇମ୍ରାନଙ୍କୁ ସମାଲୋଚନା କରିବା ସହିତ ତାଙ୍କର ମଜା ଉଡ଼ାଇଛନ୍ତି। କାରଣ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ସୀମାରେ କଡ଼ା ସୁରକ୍ଷା ବ୍ୟବସ୍ଥା […]

imran

imran

Subhransu Sekhar
  • Published: Saturday, 05 October 2019
  • Updated: 05 October 2019, 02:08 PM IST

Sports

Latest News

ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ପୁଣି ଥରେ କଶ୍ମୀର ପ୍ରସଙ୍ଗରେ ନିଜର ମତ ରଖିଛନ୍ତି। ଯେଉଁମାନେ ପାକିସ୍ତାନ ପଟୁ ସୀମାପାର ହୋଇ କଶ୍ମୀର ଯାଉଛନ୍ତି ସେମାନଙ୍କୁ ଭାରତ ଇସଲାମିକ ଆତଙ୍କବାଦୀ ବୋଲି କହୁଛି ବୋଲି ଇମ୍ରାନ୍ ଖାନ୍ ଟୁଇଟ୍ କରି କହିଛନ୍ତି। ଯାହାକୁ ନେଇ ସୋଶାଲ ମିଡିଆରେ ଭାରତୀୟମାନେ ଇମ୍ରାନଙ୍କୁ ସମାଲୋଚନା କରିବା ସହିତ ତାଙ୍କର ମଜା ଉଡ଼ାଇଛନ୍ତି।

କାରଣ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ସୀମାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଯାଏ ଅନୁପ୍ରବେଶକାରୀ ସୀମା ଭିତରେ ପ୍ରବେଶ କରିବାରେ ବିଫଳ ହୋଇଛନ୍ତି। ଆଉ ଯେଉଁମାନେ ପ୍ରବେଶ କରିଛନ୍ତି ସେମାନେ ସେନା ଗୁଳିରେ ନିହତ ହୋଇଛନ୍ତି। ଏମିତିକି ଅନୁପ୍ରବେଶକାରୀ ନିହତ ହେବା ପରେ ପାକିସ୍ତାନ ତାଙ୍କର ମର ଶରୀର ବାବଦରେ ସ୍ପଷ୍ଟ ମତ ରଖିନାହିଁ। ଆଉ ଏହି ଅନୁପ୍ରବେଶକାରୀଙ୍କ ପଛରେ ପାକିସ୍ତାନ ସେନା ଓ ଆତଙ୍କବାଦୀଙ୍କ ସମର୍ଥନ ରହିଛି। ଏବେ ଅନୁପ୍ରବେଶ ଉଦ୍ୟମ ବିଫଳ ହେବା ପରେ ଅନୁପ୍ରବେଶକାରୀଙ୍କୁ ପରୋକ୍ଷରେ ବନ୍ଧୁ ବୋଲି କହି ଇମ୍ରାନ୍ ଟୁଇଟ୍ କରିଛନ୍ତି। ଆଗକୁ ନଯିବା ପାଇଁ ମଧ୍ୟ ଅନୁପ୍ରବେଶକାରୀଙ୍କୁ ପରୋକ୍ଷରେ ସତର୍କ କରାଇଦେଇଛନ୍ତି ଇମ୍ରାନ୍। ନହେଲେ ଭାରତ ଯେଉଁ ଆଧାରରେ ପାକିସ୍ତାନକୁ ଟାର୍ଗେଟ କରୁଛି ସେଥିରେ ସେମାନେ ସଫଳ ହେବେ ବୋଲି ଇମ୍ରାନ୍ କହିଛନ୍ତି।

https://twitter.com/ImranKhanPTI/status/1180341014269190144

ଅଗଷ୍ଟ ୫ରେ କେନ୍ଦ୍ର ସରକାର ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଥିଲେ। ଆଜିକୁ ଦୁଇ ମାସ ପୂରଣ ହୋଇଛି ଧାରା ୩୭୦ ହଟିବାର। ନ୍ୟାଶନାଲ କନଫରେନସର ନେତା ଉମର ଅବଦୁଲ୍ଲା, ଫାରୁକ୍ ଅବଦୁଲ୍ଲା ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତିଙ୍କ ଭଳି ଅଳ୍ପ କିଛି ନେତା ଏବେ ବି ଗୃହବନ୍ଦୀ ହୋଇ ରହିଥିବାବେଳେ ଆଉ ସମସ୍ତ ନେତାଙ୍କୁ ଜମ୍ମୁ କଶ୍ମୀର ପ୍ରଶାସନ ଛାଡ଼ିଦେଇଛି। ଏମିତିକି ଜମ୍ମୁ କଶ୍ମୀରରେ ସ୍ଥିତି ସ୍ୱାଭାବିକ ହୋଇଛି। ଯେଉଁ ସ୍ଥାନରେ ହିଂସା ଆଶଙ୍କା ରହିଛି ସେହି ସ୍ଥାନରେ କଡ଼ା ସୁରକ୍ଷା ବ୍ୟବସ୍ଥା ଜାରି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story