ଭାରତ-ପାକିସ୍ତାନ ମଧ୍ୟରେ ଅଶାନ୍ତି ସୃଷ୍ଟି ପାଇଁ ଆଇଏସ୍‌ଆଇଏସ୍‌ର ସାହାଯ୍ୟ ନେଉଛି ପାକିସ୍ତାନ ସେନା

ନୂଆଦିଲ୍ଲୀ: ପାକିସ୍ତାନ ସେନା ପାଇଁ ଅନେକ ଥର ଭାରତ-ପାକିସ୍ତାନ ମଧ୍ୟରେ ଅଶାନ୍ତି ସୃଷ୍ଟି ହୋଇଛି।  ପୁଣି ଥରେ ଏଭଳି ଅଶାନ୍ତି ଦେଖିବାକୁ ମିଳିଛି। ଗୁଇନ୍ଦା ବିଭାଗ କହିଛି,“ ପାକିସ୍ତାନ ସେନା ଆଇଏସ୍‌ଆଇଏସ୍ ସାହାଯ୍ୟରେ ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରକ୍ରିୟା ଭାଙ୍ଗିବାକୁ ଚେଷ୍ଟା କରୁଛି।” ଗୁଇନ୍ଦା ବିଭାଗ କହିବାନୁସାରେ ଆଇଏସ୍‌ଆଇଏସ୍‌ ବାରମ୍ୱାର  ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ପ୍ରବେଶ କରାଇବାକୁ ଚେଷ୍ଟା ଚଳାଇଛି। ସେନା କ୍ୟାମ୍ପ୍ ଓ ପୋଲିସ୍ ଷ୍ଟେସନକୁ ଟାଗେର୍ଟ କରିବାକୁ  ଜମ୍ମୁ-କାଶ୍ମୀରରେ ପ୍ରବେଶ କରୁଥିବା ଆତଙ୍କବାଦୀଙ୍କୁ ନିର୍ଦ୍ଦେଶ ଦିଆଯାଉଛି। […]

pakistan-army

pakistan-army

Rakesh Mallick
  • Published: Thursday, 23 June 2016
  • Updated: 04 May 2017, 03:44 PM IST

Sports

Latest News

ନୂଆଦିଲ୍ଲୀ: ପାକିସ୍ତାନ ସେନା ପାଇଁ ଅନେକ ଥର ଭାରତ-ପାକିସ୍ତାନ ମଧ୍ୟରେ ଅଶାନ୍ତି ସୃଷ୍ଟି ହୋଇଛି।  ପୁଣି ଥରେ ଏଭଳି ଅଶାନ୍ତି ଦେଖିବାକୁ ମିଳିଛି। ଗୁଇନ୍ଦା ବିଭାଗ କହିଛି,“ ପାକିସ୍ତାନ ସେନା ଆଇଏସ୍‌ଆଇଏସ୍ ସାହାଯ୍ୟରେ ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରକ୍ରିୟା ଭାଙ୍ଗିବାକୁ ଚେଷ୍ଟା କରୁଛି।”

ଗୁଇନ୍ଦା ବିଭାଗ କହିବାନୁସାରେ ଆଇଏସ୍‌ଆଇଏସ୍‌ ବାରମ୍ୱାର  ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ପ୍ରବେଶ କରାଇବାକୁ ଚେଷ୍ଟା ଚଳାଇଛି। ସେନା କ୍ୟାମ୍ପ୍ ଓ ପୋଲିସ୍ ଷ୍ଟେସନକୁ ଟାଗେର୍ଟ କରିବାକୁ  ଜମ୍ମୁ-କାଶ୍ମୀରରେ ପ୍ରବେଶ କରୁଥିବା ଆତଙ୍କବାଦୀଙ୍କୁ ନିର୍ଦ୍ଦେଶ ଦିଆଯାଉଛି।

ଆତଙ୍କବାଦୀ ସଙ୍ଗଠନ ଜୈସ୍‌-ଏ-ମହମ୍ମଦ ଓ ଲସ୍କର-ଏ-ତୋଏବାର କାର୍ଯ୍ୟକଳାପ ପୁଣି ଥରେ ବୃଦ୍ଧି ପାଇବାରେ ଲାଗିଛି ଓ ଗତକିଛି ଦିନ ହେବ ଜମ୍ମୁ-କାଶ୍ମୀରରେ ଅନୁପ୍ରବେଶ ବଢିବାରେ ଲାଗିଛି ବୋଲି କହିଛି ଗୁଇନ୍ଦା  ବିଭାଗ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story