ପାକିସ୍ତାନୀ ଜେଲ୍‌ରେ  ମୃତ ଭାରତୀୟ କଏଦୀ କ୍ରିପାଲ ସିଂହଙ୍କ ଅନ୍ତିମ ସଂସ୍କାର ଶେଷ

ଚଣ୍ଡିଗଡ଼: ଗତସପ୍ତାହରେ ଲାହୋରର କୋଟ୍ ଲଖପତ୍ ଜେଲ୍‌ରେ ପ୍ରାଣ ହରାଇଥିବା ଭାରତୀୟ କଏଦୀ କ୍ରିପାଲ ସିଂହଙ୍କର ଆଜି ପଞ୍ଜାବର ଗୁରୁଦାସପୁର ଠାରେ ତାଙ୍କର ପୈତୃକ ଘରେ ଅନ୍ତିମ ସଂସ୍କାର କରାଯାଇଛି।   ଗତକାଲି ଭାରତୀୟ କଏଦୀ କ୍ରିପାଲ ସିଂହଙ୍କୁ ୱାଘା ସୀମା ଦେଇ ଭାରତ ଅଣାଯାଇଥିଲା। କ୍ରିପାଲଙ୍କ ମୃତଶରୀରରେ କିଛି ଗୁରୁତ୍ୱପୁର୍ଣ୍ଣ ଅଙ୍ଗ ନାହିଁ ବୋଲି ଶବ ବ୍ୟବଚ୍ଛେଦ କରିଥିବା ଭାରତୀୟ ଡାକ୍ତର ସୂଚନା ଦେଇଥିଲେ । କ୍ରିପାଲଙ୍କ ଦେହ ମୁହଁରେ ଆଞ୍ଚୁଡ଼ା ଚିହ୍ନ ଥିବା ବେଳେ ତାଙ୍କ […]

kirpal_

kirpal_

Rakesh Mallick
  • Published: Wednesday, 20 April 2016
  • Updated: 20 April 2016, 09:55 AM IST

Sports

Latest News

ଚଣ୍ଡିଗଡ଼: ଗତସପ୍ତାହରେ ଲାହୋରର କୋଟ୍ ଲଖପତ୍ ଜେଲ୍‌ରେ ପ୍ରାଣ ହରାଇଥିବା ଭାରତୀୟ କଏଦୀ କ୍ରିପାଲ ସିଂହଙ୍କର ଆଜି ପଞ୍ଜାବର ଗୁରୁଦାସପୁର ଠାରେ ତାଙ୍କର ପୈତୃକ ଘରେ ଅନ୍ତିମ ସଂସ୍କାର କରାଯାଇଛି।   ଗତକାଲି ଭାରତୀୟ କଏଦୀ କ୍ରିପାଲ ସିଂହଙ୍କୁ ୱାଘା ସୀମା ଦେଇ ଭାରତ ଅଣାଯାଇଥିଲା। କ୍ରିପାଲଙ୍କ ମୃତଶରୀରରେ କିଛି ଗୁରୁତ୍ୱପୁର୍ଣ୍ଣ ଅଙ୍ଗ ନାହିଁ ବୋଲି ଶବ ବ୍ୟବଚ୍ଛେଦ କରିଥିବା ଭାରତୀୟ ଡାକ୍ତର ସୂଚନା ଦେଇଥିଲେ । କ୍ରିପାଲଙ୍କ ଦେହ ମୁହଁରେ ଆଞ୍ଚୁଡ଼ା ଚିହ୍ନ ଥିବା ବେଳେ ତାଙ୍କ ଆଖିରୁ ରକ୍ତ ବାହାରି ଥିବାରୁ ତାଙ୍କୁ ନିର୍ଯାତନା ଦିଆଯାଇ ହତ୍ୟା କରାଯାଇଥିବା ପରିବାର ଲୋକ  ଅଭିଯୋଗ କରିଥିଲେ। ତେଣୁ ତାଙ୍କର ଶବ ବ୍ୟବଚ୍ଛେଦ ଆଉଥରେ କରିବାକୁ  ପରିବାର ଲୋକ ଦାବି କରିଛନ୍ତି।

କ୍ରିପାଲ ସିଂହ (୫୦) ଲାହୋରର କୋଟ୍ ଲଖପତ୍ ଜେଲରେ ୨୫ ବର୍ଷ  ହେବ କଏଦୀ ଭାବେ ରହିଥିଲେ। ଗତ ୧୧ ତାରିଖରେ  ସେ ରହୁଥିବା  ୱାର୍ଡରେ ତାଙ୍କ ମୃତଦେହ ମିଳିଥିଲା। ୧୯୯୨ ମସିହାରେ କ୍ରିପାଲ ସିଂହଙ୍କୁ ପାକ୍ ସେନା ପାକିସ୍ତାନରୁ ଗିରଫ କରିଥିଲେ। ପାକିସ୍ତାନ ଓ ପଞ୍ଜାବରେ  ସେ ସିରିଜ ବିସ୍ଫୋରଣରେ ସଂପୃକ୍ତ ଓ ଭାରତ ପାଇଁ ଗୁପ୍ତଚର କାର୍ଯ୍ୟ କରୁଥିଲେ ବୋଲି ତାଙ୍କ ବିରୋଧରେ ଅଭିଯୋଗ କରାଯାଇଥିଲା। ଶବ ବ୍ୟବଚ୍ଛେଦ  ପରେ  ହୃଦଘାତରେ କ୍ରିପାଲଙ୍କ ମୃତ୍ୟୁ ହୋଇଛି ବୋଲି ପାକିସ୍ତାନ ସରକାର ଭାରତକୁ ଜଣାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story