ଇମ୍ରାନ୍‌ଙ୍କ ଶାନ୍ତି ପ୍ରଳାପ: ଜୈଶ୍‌ ସହିତ ସମ୍ପର୍କରେ ଅଛନ୍ତି ପାକ୍‌ ସରକାର

ଇସଲାମାବାଦ୍‌: ପାକିସ୍ତାନର ଏଫ୍‌-୧୬କୁ ଧ୍ୱଂସ କରିବା ପାଇଁ ଅନୁସରଣ କରି ସୀମା ପାର କରିଯାଇଥିବା ଭାରତୀୟ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନଙ୍କୁ ଭାରତକୁ ହସ୍ତାନ୍ତର କରିବା ପାଇଁ ନିଷ୍ପତ୍ତି ନେବାପରେ ସେଠାକାର ୱଜିର-ଏ- ଆଜମ୍‌ ବା ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ ଏବେ ପ୍ରଶଂସା ସାଉଁଟିବାରେ ବ୍ୟସ୍ତ। ଅନ୍ତର୍ଜାତୀୟ ଚାପରେ ସେ ଏଭଳି ନିଷ୍ପତ୍ତି ନେଇଥିବା ଏବଂ ଜେନେଭା ଚୁକ୍ତିକୁ ଭୁଲି କେହି କେହି ତାଙ୍କୁ ଶାନ୍ତିର ଦୂତ କହୁଥିବାବେଳେ କେହି କେହି ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର […]

pak

pak

Subrat Kumar Nayak
  • Published: Saturday, 02 March 2019
  • Updated: 02 March 2019, 11:37 AM IST

Sports

Latest News

ଭଲ ସରକାର କିପରି?
Wednesday, 20 November 2024

ଇସଲାମାବାଦ୍‌: ପାକିସ୍ତାନର ଏଫ୍‌-୧୬କୁ ଧ୍ୱଂସ କରିବା ପାଇଁ ଅନୁସରଣ କରି ସୀମା ପାର କରିଯାଇଥିବା ଭାରତୀୟ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନଙ୍କୁ ଭାରତକୁ ହସ୍ତାନ୍ତର କରିବା ପାଇଁ ନିଷ୍ପତ୍ତି ନେବାପରେ ସେଠାକାର ୱଜିର-ଏ- ଆଜମ୍‌ ବା ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ ଏବେ ପ୍ରଶଂସା ସାଉଁଟିବାରେ ବ୍ୟସ୍ତ।

ଅନ୍ତର୍ଜାତୀୟ ଚାପରେ ସେ ଏଭଳି ନିଷ୍ପତ୍ତି ନେଇଥିବା ଏବଂ ଜେନେଭା ଚୁକ୍ତିକୁ ଭୁଲି କେହି କେହି ତାଙ୍କୁ ଶାନ୍ତିର ଦୂତ କହୁଥିବାବେଳେ କେହି କେହି ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ମିଳୁ ଦାବି କଲେଣି। କିନ୍ତୁ ଏବେ ଖୋଦ୍‌ ତାଙ୍କ ସରକାରର ବୈଦେଶିକ ମନ୍ତ୍ରୀ ପାକିସ୍ତାନର ମୁଖା ଖୋଲିଛନ୍ତି।

ଶୁକ୍ରବାର ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁରେସି କହିଛନ୍ତି ପାକିସ୍ତାନୀ ସରକାର ଜୈଶ-ଇ-ମହମ୍ମଦର ନେତୃତ୍ୱ ସହିତ ସମ୍ପର୍କରେ ଅଛନ୍ତି। ଏହାର ଗୋଟିଏ ଦିନ ପୂର୍ବରୁ ସେ ସୂଚନା ଦେଇଥିଲେ ଜୈଶ ମୁଖ୍ୟ ମାସୁଦ୍‌ ଆଝାର ପାକିସ୍ତାନରେ ହିଁ ଅଛି ଏବଂ ଅସୁସ୍ଥ ଅଛି।

ପୁଲ୍‌ୱାମା କାଣ୍ଡ ପରେ ଜୈଶ ନିଜକୁ ଦାୟୀ କରିସାରିଥିବାବେଳେ ବିବିସିକୁ ଏକ ସାକ୍ଷାତକାରରେ ସେ କହିଛନ୍ତି, ପାକିସ୍ତାନ ନିଶ୍ଚିତ ନୁହେଁ ଯେ ଜୈଶ ହିଁ ପୁଲ୍‌ୱାମା ଆତଙ୍କବାଦୀ କାଣ୍ଡ ଘଟାଇଛି। ସେମାନେ ଏଭଳି କରିନାହାନ୍ତି। ଏହାକୁ ନେଇ ଦ୍ୱନ୍ଦ୍ୱ ରହିଛି।

ଏହାପରେ ବିବିସି ଉପସ୍ଥାପକ ପ୍ରଶ୍ନ କରିଥିଲେ, ଜୈଶ ସ୍ୱୀକାର କରିସାରିବା ପରେ ମଧ୍ୟ ଆପଣ ମନା କେମିତି କରିପାରୁଛନ୍ତି।ସେ ଏହାର ପ୍ରତିକ୍ରିୟାରେ କହିଥିଲେ, ଜୈଶର ନେତୃବୃନ୍ଦଙ୍କୁ ଏନେଇ ଯୋଗାଯୋଗ କରାଯାଇଥିଲା ଏବଂ ସେମାନେ ନିଜ ଭୂମିକା ଅସ୍ୱୀକାର କରିଥିଲେ।

ଜୈଶ ସହିତ କିଏ କଥା ହୋଇଥିଲା ପଚରାଯିବାରୁ କୁରେସି କହିଥିଲେ, କିଛି ଲୋକ ଅଛନ୍ତି ଯେଉଁମାନେ କି ଜୈଶ ନେତୃତ୍ୱଙ୍କୁ ଜାଣନ୍ତି। ସେମାନେ ଫେବୃଆରୀ ୧୪ ଆକ୍ରମଣ ପାଇଁ ନିଜକୁ ଦାୟୀ କରିନାହାନ୍ତି।

ସୂଚନାଯୋଗ୍ୟ ଯେ, ଜୈଶ ମୁଖପାତ୍ର ମହମ୍ମଦ ହାସନ୍‌ ଏକ ବିବୃତ୍ତିରେ ଏହି ଆକ୍ରମଣକୁ କରିଥିଲେ। ଏପରିକି ବ୍ୟାକ୍‌ଗ୍ରାଉଣ୍ଡରେ ଜୈଶ ପତାକା ଥାଇ ଏକ ଭିଡିଓ ଜାରି କରାଯାଇଥିଲା ଯେଉଁଥିରେ ଆତ୍ମଘାତୀ ଆତଙ୍କୀ ଆଦିଲ ଅହମ୍ମଦ ଦର୍‌ ଆକ୍ରମଣ ବାବଦରେ କହୁଥିବାର ଦୃଶ୍ୟ ରହିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story