ଜମ୍ମୁ କଶ୍ମୀର ପ୍ରସଙ୍ଗରେ ପାକିସ୍ତାନବାସୀଙ୍କୁ ଉଦବୋଧନ ଦେବେ ଇମ୍ରାନ୍ ଖାନ୍

ନୂଆଦିଲ୍ଲୀ: ଫ୍ରାନ୍ସରେ ଚାଲିଥିବା ଜି-୭ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଆଜି ଭେଟଘାଟ ହୋଇଛି। ଏହି ଭେଟଘାଟକୁ ନେଇ ଅସୁରକ୍ଷିତ ମନେ କରିଛି ପାକିସ୍ତାନ। ଏଥିପାଇଁ ଏବେ କଶ୍ମୀର ପ୍ରସଙ୍ଗରେ ପାକିସ୍ତାନବାସୀଙ୍କୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍। ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ କଶ୍ମୀରରେ ଦେଖାଦେଇଥିବା ସମସ୍ୟା ବାବଦରେ ପାକିସ୍ତାନବାସୀଙ୍କୁ ନିଜର ମନର କଥା କହିବେ ଇମ୍ରାନ୍। ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସୂଚନା ଏବଂ […]

imran khan(2)

imran khan(2)

Subhransu Sekhar
  • Published: Monday, 26 August 2019
  • Updated: 26 August 2019, 04:37 PM IST

ନୂଆଦିଲ୍ଲୀ: ଫ୍ରାନ୍ସରେ ଚାଲିଥିବା ଜି-୭ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଆଜି ଭେଟଘାଟ ହୋଇଛି। ଏହି ଭେଟଘାଟକୁ ନେଇ ଅସୁରକ୍ଷିତ ମନେ କରିଛି ପାକିସ୍ତାନ। ଏଥିପାଇଁ ଏବେ କଶ୍ମୀର ପ୍ରସଙ୍ଗରେ ପାକିସ୍ତାନବାସୀଙ୍କୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍। ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ କଶ୍ମୀରରେ ଦେଖାଦେଇଥିବା ସମସ୍ୟା ବାବଦରେ ପାକିସ୍ତାନବାସୀଙ୍କୁ ନିଜର ମନର କଥା କହିବେ ଇମ୍ରାନ୍।

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସୂଚନା ଏବଂ ପ୍ରସାରଣ ମାମଲାର ବିଶେଷ ସହାୟକ ଫିରଦୌସ ଆଶିକ ଅଓ୍ୱାନ ଏହି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଅଗଷ୍ଟ ୫ରେ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପାକିସ୍ତାନ ବିଚଳିତ ହୋଇପଡ଼଼ିଛି। ଭାରତ ସରକାରଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତିକୁ ପାକିସ୍ତାନ ଅସାମ୍ୱିଧାନିକ କହିଛି।

ଏହାପରେ ପାକିସ୍ତାନ ଜାତିସଂଘ ସୁରକ୍ଷା ପରିଷଦର ଦ୍ୱାରସ୍ଥ ହୋଇଥିଲା। ହେଲେ ଚାଇନା ବ୍ୟତୀତ ଅନ୍ୟ କୌଣସି ଦେଶ ପାକିସ୍ତାନକୁ ସମର୍ଥନ କରିନଥିଲେ। ଜମ୍ମୁ କଶ୍ମୀର ପ୍ରସଙ୍ଗକୁ ପାକିସ୍ତାନ ଅନ୍ତରାଷ୍ଟ୍ରୀୟ ପ୍ରସଙ୍ଗ କରୁଥିବା ବେଳେ ଭାରତ କିନ୍ତୁ ଶିମଲା ଚୁକ୍ତି ଅନୁଯାୟୀ ଦ୍ୱିପାକ୍ଷିକ କହିଛି। ଏହା ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ ସମାଧାନ ହେବ ତୃତୀୟ ପକ୍ଷ କେହି ରହିପାରିବେ ନାହିଁ ବୋଲି ଭାରତ ସ୍ପଷ୍ଟ କରି ସାରିଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପାକିସ୍ତାନ ଅଧିକୃତ କଶ୍ମୀର ବାସୀ ଭାରତରେ ମିଶିବା ପାଇଁ ଆଗ୍ରହ କରିଛନ୍ତି। ଏ ନେଇ ପାକିସ୍ତାନ ଅଧିକୃତ କଶ୍ମୀରରେ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା। ଏବେ ଏହି ପ୍ରସଙ୍ଗରେ କିନ୍ତୁ ପାକିସ୍ତାନ ଚୁପ୍ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story