ପାକିସ୍ତାନ ଶାନ୍ତିପ୍ରିୟ, ଭାରତ ହିଂସା କରୁଛି: ଇମ୍ରାନ୍

ଇସଲାମାବାଦ: ନିଜ ଦେଶର ଅବସ୍ଥା ବାବଦରେ କମ୍ ଭାରତ ବାବଦରେ ଅଧିକ ଚିନ୍ତା ପ୍ରକଟ କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍। ଉତ୍ତର ଆମେରିକାରେ ଥିବା ପ୍ରବାସୀ ପାକିସ୍ତାନୀଙ୍କୁ ଭିଡିଓ କନଫରେନସିଂ ଜରିଆରେ ସମ୍ୱୋଧନ କରି ଇମ୍ରାନ୍ କହିଛନ୍ତି କଶ୍ମୀରକୁ ଭାରତ ସରକାର ସିଲ୍ କରିଦେଇଛନ୍ତି। ଏବେ ଭାରତରେ ଆରଏସ୍ଏସ୍ ଅନୁସରଣକାରୀ ଅଧିକ ବଢ଼ିଛନ୍ତି, ଯାହାକି ଘୃଣା ଭାବ ଅଧିକ ବଢ଼ାଉଛି। ଏହାଦ୍ୱାରା ମୁସଲମାନ୍ ମାନେ ଅଧିକ ହଇରାଣ ହେଉଛନ୍ତି ବୋଲି ଇମ୍ରାନ୍ କହିଛନ୍ତି। ତେଣୁ କଶ୍ମୀର […]

imran

imran

Subhransu Sekhar
  • Published: Sunday, 01 September 2019
  • Updated: 01 September 2019, 06:14 PM IST

Sports

Latest News

ଇସଲାମାବାଦ: ନିଜ ଦେଶର ଅବସ୍ଥା ବାବଦରେ କମ୍ ଭାରତ ବାବଦରେ ଅଧିକ ଚିନ୍ତା ପ୍ରକଟ କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍। ଉତ୍ତର ଆମେରିକାରେ ଥିବା ପ୍ରବାସୀ ପାକିସ୍ତାନୀଙ୍କୁ ଭିଡିଓ କନଫରେନସିଂ ଜରିଆରେ ସମ୍ୱୋଧନ କରି ଇମ୍ରାନ୍ କହିଛନ୍ତି କଶ୍ମୀରକୁ ଭାରତ ସରକାର ସିଲ୍ କରିଦେଇଛନ୍ତି। ଏବେ ଭାରତରେ ଆରଏସ୍ଏସ୍ ଅନୁସରଣକାରୀ ଅଧିକ ବଢ଼ିଛନ୍ତି, ଯାହାକି ଘୃଣା ଭାବ ଅଧିକ ବଢ଼ାଉଛି। ଏହାଦ୍ୱାରା ମୁସଲମାନ୍ ମାନେ ଅଧିକ ହଇରାଣ ହେଉଛନ୍ତି ବୋଲି ଇମ୍ରାନ୍ କହିଛନ୍ତି। ତେଣୁ କଶ୍ମୀର ପ୍ରସଙ୍ଗକୁ ସମସ୍ତ ମଞ୍ଚରେ ଉଠାଇବା ପାଇଁ ସେ ସେମାନଙ୍କୁ ଆହ୍ୱାନ ଦେଇଛନ୍ତି।

‘ଭାରତରେ ଏବେ ହିଂସାର ଚିନ୍ତାଧାରା ଚାଲିଛି। ପାକିସ୍ତାନ କିନ୍ତୁ ଶାନ୍ତି ପ୍ରିୟ ଦେଶ। ମୁସଲମାନଙ୍କ ସହ ଆତଙ୍କବାଦୀଙ୍କର କୌଣସି ସମ୍ପର୍କ ନାହିଁ। ଜଣଙ୍କ ପାଇଁ କେବେ ଗୋଟିଏ ସମ୍ପ୍ରଦାୟକୁ ବଦନାମ୍ କରିବା ଠିକ୍ ନୁହେଁ। ଇସଲାମ ଧର୍ମ ସାରା ବିଶ୍ୱରେ ବଢ଼ୁଛି’ ବୋଲି ଇମ୍ରାନ୍ କହିଛନ୍ତି।

ସୂଚନାଯୋଗ୍ୟ, ପାକିସ୍ତାନ ଏବେ କାଙ୍ଗାଳ ସ୍ଥିତିରେ ପହଞ୍ଚିଛି, ଲୋକମାନେ ମଧ୍ୟ ମହଙ୍ଗା ମାଡ଼କୁ ନେଇ ସରକାର ବିରୋଧରେ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଗୋଟିଏ ରୁଟିର ଦାମ ୧୦ ଟଙ୍କା ପାର୍ ହୋଇଛି। ଯାହାକୁ ପ୍ରବାସୀ ପାକିସ୍ତାନୀମାନେ ମଧ୍ୟ ସମାଲୋଚନା କରୁଛନ୍ତି। ଅଗଷ୍ଟରେ ଆଇଏମଏଫର ଏସିଆ ଶାଖା ଟେରର ଫଣ୍ଡିଂ ମାମଲାରେ ପାକିସ୍ତାନକୁ କଳା ତାଲିକାଭୁକ୍ତ କରିଛି। ଅର୍ଥାତ୍ ପାକିସ୍ତାନ ଆତଙ୍କବାଦୀଙ୍କ ନେଣଦେଣ ବାବଦରେ କୌଣସି ରୋକ୍ ଲଗାଇ ପାରି ନାହିଁ। ଆଗାମୀ ଦିନରେ ପାକିସ୍ତାନକୁ ଅନ୍ୟାନ୍ୟ ଦେଶ ମଧ୍ୟ ପୁଞ୍ଜି ବିନିଯୋଗ କ୍ଷେତ୍ରରେ କଟକଣା ଲଗେଇବାକୁ ଯାଉଛନ୍ତି। ଏଭଳି ସ୍ଥିତିରେ ପାକିସ୍ତାନର ଆଭିମୁଖ୍ୟ ବଦଳରେ ଭାରତର କଶ୍ମୀର ବାବଦରେ ଉଦବୋଧନ ଦେଇ ନିଜ ଦେଶବାସୀଙ୍କୁ ମନ ଜିତିବାକୁ ଚେଷ୍ଟା କରୁଛନ୍ତି ଇମ୍ରାନ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story