ପାକିସ୍ତାନକୁ ସୁଧୁରିଯିବାକୁ କେନ୍ଦ୍ର ସରକାରଙ୍କ ଚେତାବନୀ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ସରକାର ଭାରତ ଉପରେ ପ୍ରତିଶୋଧ ନେବାକୁ ଉଦ୍ୟମ ଜାରି ରଖିଛି। କେତେବେଳେ ଭାରତକୁ ଯୁଦ୍ଧ ଧମକ ମିଳୁଛି ତ ଆଉ କେତେବେଳେ କଶ୍ମୀରକୁ ନେଇ ପାକିସ୍ତାନର ମନ୍ତ୍ରୀମାନେ ଅପପ୍ରଚାର କରିବାରେ ଲାଗିଛନ୍ତି। ଏସବୁ ଭିତରେ ଆଜି କେନ୍ଦ୍ର ସରକାର ପାକିସ୍ତାନକୁ ଏଭଳି ବୟାନରୁ ଦୂରେଇ ରହିବାକୁ ଚେତାବନୀ ଦେଇଛନ୍ତି। ଏଥିସହ କଶ୍ମୀର ପ୍ରସଙ୍ଗରେ ମିଛ ପ୍ରଚାର କରିବା ମଧ୍ୟ ପାକିସ୍ତାନ ବନ୍ଦ କରୁ ବୋଲି ବୈଦେଶିକ ମନ୍ତ୍ରଣାଳୟର […]

s

s

Hemant Lenka
  • Published: Thursday, 29 August 2019
  • Updated: 29 August 2019, 05:35 PM IST

Sports

Latest News

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ସରକାର ଭାରତ ଉପରେ ପ୍ରତିଶୋଧ ନେବାକୁ ଉଦ୍ୟମ ଜାରି ରଖିଛି। କେତେବେଳେ ଭାରତକୁ ଯୁଦ୍ଧ ଧମକ ମିଳୁଛି ତ ଆଉ କେତେବେଳେ କଶ୍ମୀରକୁ ନେଇ ପାକିସ୍ତାନର ମନ୍ତ୍ରୀମାନେ ଅପପ୍ରଚାର କରିବାରେ ଲାଗିଛନ୍ତି।

ଏସବୁ ଭିତରେ ଆଜି କେନ୍ଦ୍ର ସରକାର ପାକିସ୍ତାନକୁ ଏଭଳି ବୟାନରୁ ଦୂରେଇ ରହିବାକୁ ଚେତାବନୀ ଦେଇଛନ୍ତି। ଏଥିସହ କଶ୍ମୀର ପ୍ରସଙ୍ଗରେ ମିଛ ପ୍ରଚାର କରିବା ମଧ୍ୟ ପାକିସ୍ତାନ ବନ୍ଦ କରୁ ବୋଲି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରବିଶ କୁମାର କହସିଛନ୍ତି।

ସେ କହିଛନ୍ତି,“ ପାକିସ୍ତାନର ମନ୍ତ୍ରୀମାନେ ଜମ୍ମୁ-କଶ୍ମୀରକୁ ନେଇ ଯେଉଁଭଳି ଦାୟିତ୍ୱହୀନ ଭାବେ ମନ୍ତବ୍ୟ ଦେଉଛନ୍ତି, ତାହା ଆଦୌ ଗ୍ରହଣୀୟ ନୁହେଁ। ଜମ୍ମୁ-କଶ୍ମୀର ହେଉଛି ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ। ଏଥିରେ ପାକିସ୍ତାନ ହସ୍ତକ୍ଷେପ କରିବା ଠିକ୍‌ ନୁହେଁ। ପାକିସ୍ତାନ ଭାରତରେ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବା ପାଇଁ ବାରମ୍ବାର ଉଦ୍ୟମ କରୁଛି।

ହେଲେ ଆମ ସୁରକ୍ଷାକର୍ମୀ ସବୁ ପ୍ରକାରର ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିଛନ୍ତି। କଶ୍ମୀରକୁ ନେଇ ପାକିସ୍ତାନ ଜାତିସଂଘକୁ ଚିଠି ଲେଖିଛି। ଏଥିରେ କିଛି ଭାରତୀୟ ରାଜନେତାଙ୍କ ବୟାନକୁ ସ୍ଥାନ ଦିଆଯାଉଛି। ହେଲେ ଭାରତ ସରକାର ଏହା ଉପରେ କୌଣସି ପ୍ରତିକ୍ରିୟା ଦେଇ ଏହାର ଗୁରୁତ୍ୱକୁ ବୃଦ୍ଧି କରିବାକୁ ଚାହୁଁନାହାନ୍ତି।

ଆମେ ଜାଣିଛୁ ପାକିସ୍ତାନ ଆତଙ୍କବାଦକୁ ନିଜ ଦେଶର ନୀତି କରିଛି। ଆତଙ୍କବାଦୀ ଓ ଆତଙ୍କବାଦ ସଂଗଠନ ପାକିସ୍ତାନ ମାଟିରେ ସକ୍ରିୟ ଅଛନ୍ତି ବୋଲି ସମସ୍ତେ ଜାଣିଛନ୍ତି। କିନ୍ତୁ ପାକିସ୍ତାନ ଜଣେ ଉତ୍ତମ ପଡ଼ୋଶୀ ବନ୍ଧୁ ଭାବେ ବ୍ୟବହାର କରିବ ବୋଲି ଆମର ଆଶା।

ପାକିସ୍ତାନ ଏବେ ଭାରତକୁ ଆତଙ୍କବାଦୀ ଅନୁପ୍ରବେଶ କରାଇବା ବନ୍ଦ କରୁ। ଏଥିସହ ପାକିସ୍ତାନ ସରକାର ଅନ୍ତର୍ଜାତୀୟ ନୀତି ନିୟମକୁ ମଧ୍ୟ ପାଳନ କରନ୍ତୁ। ଏଥିସହ ଜେହାଦ ଓ ଉସକାଇବା ଭଳି ବୟାନ ଦେବା ମଧ୍ୟ ପାକିସ୍ତାନ ବନ୍ଦ କରୁ।”

କଶ୍ମୀର ପ୍ରସଙ୍ଗରେ ମତ ଦେଇ ରବିଶ କୁମାର କହିଛନ୍ତି, “ଜମ୍ମୁ-କଶ୍ମୀରକୁ ନେଇ ବାରମ୍ବାର ମିଥ୍ୟା ରିପୋର୍ଟ ପ୍ରକାଶ ପାଉଛି। କଶ୍ମୀର ହସ୍ପିଟାଲରେ ଜୀବନ ରକ୍ଷାକାରୀ ଔଷଧର ଅଭାବ ରହିଛି ବୋଲି ଯେଉଁ ଖବର ପ୍ରକାଶ ପାଇଥିଲା, ସେଥିରେ କୌଣସି ସତ୍ୟତା ନାହିଁ।

ଏବେ ଜମ୍ମୁର ୧୦ଟି ଜିଲ୍ଲା ସମେତ କୁପୱାଡା ଓ ହିଣ୍ଡୱାରାରେ ମଧ୍ୟ ମୋବାଇଲ ସେବା ଆରମ୍ଭ ହୋଇଛି। କଶ୍ମୀରର ୧୦୦ଟି ପୁଲିସ୍‌ ଷ୍ଟେସନ ମଧ୍ୟରୁ ୮୧ଟିରେ ଦିନ ବେଳା କୌଣସି ପ୍ରକାରର କଟକଣା ଲାଗୁ କରାଯାଉ ନାହିଁ। ସ୍ଥାନୀୟ ପ୍ରଶାସନ ବେଶ ତତ୍ପରତାର ସହ ଆଇନ୍‌ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରୁଛି।

ଅଗଷ୍ଟ ୫ରୁ ଏଯାଏ କଶ୍ମୀରରେ ଗୋଟିଏ ଗୁଳି ଫୁଟିନାହିଁ କିମ୍ବା ଜଣଙ୍କ ଜୀବନ ଯାଇନାହିଁ। ଉପତ୍ୟକାରେ ଧୀରେଧୀରେ ସ୍ଥିତି ସ୍ୱାଭାବିକ ହେବାରେ ଲାଗିଛି। ତେଣୁ ଏହାକୁ ନେଇ ମିଛ ଖବର ପ୍ରଚାର କରିବା ଠିକ୍‌ ନୁହେଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story