ଯୁବ ସମ୍ମିଳନୀରେ ଚଢାଉ କରି ତହରିକ-ଏ-ଇନ୍‌ସାଫର କର୍ମକର୍ତ୍ତାଙ୍କୁ ଗିରଫ କଲା ପାକ୍‌ ପୋଲିସ

ଇସଲାମାବାଦ୍‌: ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବିକୁ ନେଇ ଆସନ୍ତା ୨ ତାରିଖରେ ବିକ୍ଷୋଭ କରିବାକୁ ଥିବା ଇମରାନ ଖାନ୍‌ଙ୍କ ଦଳ ତହରିକ-ଏ-ଇନ୍‌ସାଫର ଶତାଧିକ କର୍ମକର୍ତ୍ତାଙ୍କୁ ଆଜି ପୋଲିସ ଗିରଫ କରି ନେଇଛି। ଆଜି ଦଳର ଯୁବ ସମ୍ମିଳନୀ ଚାଲିଥିବା ବେଳେ ପୋଲିସ ଚଢାଉ କରି ନେତା ଓ କର୍ମୀମାନଙ୍କୁ ଗିରଫ କରିଥିଲା। ତେବେ ନିର୍ଦ୍ଧାରିତ ଦିନ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଇମରାନ୍‌ କହିଛନ୍ତି। ଦଳର ଉପାଧ୍ୟକ୍ଷ ଶାହ ମହମ୍ମଦ କୁରେଶୀ ସମ୍ମିଳନୀକୁ ସମ୍ବୋଧିତ କରିବାକୁ […]

imran

imran

Rakesh Mallick
  • Published: Friday, 28 October 2016
  • Updated: 04 May 2017, 03:44 PM IST

Sports

Latest News

ଇସଲାମାବାଦ୍‌: ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବିକୁ ନେଇ ଆସନ୍ତା ୨ ତାରିଖରେ ବିକ୍ଷୋଭ କରିବାକୁ ଥିବା ଇମରାନ ଖାନ୍‌ଙ୍କ ଦଳ ତହରିକ-ଏ-ଇନ୍‌ସାଫର ଶତାଧିକ କର୍ମକର୍ତ୍ତାଙ୍କୁ ଆଜି ପୋଲିସ ଗିରଫ କରି ନେଇଛି। ଆଜି ଦଳର ଯୁବ ସମ୍ମିଳନୀ ଚାଲିଥିବା ବେଳେ ପୋଲିସ ଚଢାଉ କରି ନେତା ଓ କର୍ମୀମାନଙ୍କୁ ଗିରଫ କରିଥିଲା। ତେବେ ନିର୍ଦ୍ଧାରିତ ଦିନ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଇମରାନ୍‌ କହିଛନ୍ତି।

ଦଳର ଉପାଧ୍ୟକ୍ଷ ଶାହ ମହମ୍ମଦ କୁରେଶୀ ସମ୍ମିଳନୀକୁ ସମ୍ବୋଧିତ କରିବାକୁ ଆସୁଥିବା ବେଳେ ବୋଲି ପୋଲିସ ଚଢାଉ କରିଥିଲା। କୁରେଶୀ କହିଛନ୍ତି,“ପୋଲିସ ଶତାଧିକ କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରିଛି। କିଛି ମହିଳା କାର୍ଯ୍ୟକର୍ତ୍ତାଙ୍କୁ ପୋଲିସ ଦୁର୍ବ୍ୟବହାର କରିବାକୁ ମଧ୍ୟ ପଛାଇ ନ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story