ଜୟଶଙ୍କରଙ୍କ ଉଦବୋଧନକୁ ପାକ୍‌ର ବୟକଟ୍‌

ନ୍ୟୁୟର୍କ: ଗୁରୁବାର ଜାତିସଂଘ ସାଧାରଣ ପରିଷଦ ବୈଠକ ଅବସରରେ ସାର୍କ ଦେଶର ନେତା ଏକାଠି ହୋଇଥିଲେ। ଯେଉଁଟି ସାର୍କ ଦେଶର ବୈଦେଶିକ ମନ୍ତ୍ରୀ ଉପସ୍ଥିତ ଥିଲେ। ଏହି ବୈଠକରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଥିବା ବିବାଦ ଦେଖିବାକୁ ମିଳିଥିଲା। ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ଉଦବୋଧନ ଦେଉଥିବା ବେଳେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମହେମ୍ମୁଦ କୁରେଶୀ ଏହାକୁ ବୟକଟ କରିଥିଲେ। ପାକିସ୍ତାନ ବୈଦେଶିକ ମନ୍ତ୍ରୀ କୁରେଶ ଉଦବୋଧନ ଦେବା ବେଳେ କଶ୍ମୀର ପ୍ରସଙ୍ଗରେ […]

SAARC MEETING INDIA

SAARC MEETING INDIA

Subhransu Sekhar
  • Published: Friday, 27 September 2019
  • Updated: 27 September 2019, 04:01 PM IST

Sports

Latest News

ନ୍ୟୁୟର୍କ: ଗୁରୁବାର ଜାତିସଂଘ ସାଧାରଣ ପରିଷଦ ବୈଠକ ଅବସରରେ ସାର୍କ ଦେଶର ନେତା ଏକାଠି ହୋଇଥିଲେ। ଯେଉଁଟି ସାର୍କ ଦେଶର ବୈଦେଶିକ ମନ୍ତ୍ରୀ ଉପସ୍ଥିତ ଥିଲେ। ଏହି ବୈଠକରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଥିବା ବିବାଦ ଦେଖିବାକୁ ମିଳିଥିଲା। ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ଉଦବୋଧନ ଦେଉଥିବା ବେଳେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମହେମ୍ମୁଦ କୁରେଶୀ ଏହାକୁ ବୟକଟ କରିଥିଲେ।

ପାକିସ୍ତାନ ବୈଦେଶିକ ମନ୍ତ୍ରୀ କୁରେଶ ଉଦବୋଧନ ଦେବା ବେଳେ କଶ୍ମୀର ପ୍ରସଙ୍ଗରେ ନିଜର ପୁରୁଣା ଟେପ୍ ରକର୍ଡିଂ ବଜାଇଥିଲେ। ସେ କହିଥିଲେ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ମାନବାଧିକାର କ୍ଷୁର୍ଣ୍ଣ ହେବାରେ ଲାଗିଛି। ଅନେକ ସ୍ଥାନରେ କଟକଣା ଲଗାଯାଇଛି। ଯେତେ ଦିନ ପର୍ଯ୍ୟନ୍ତ  ସଂଖ୍ୟାଲଘୁଙ୍କୁ ସୁରକ୍ଷା ଯୋଗାଇ ନଦିଆଯାଇଛି ସେତେଦିନ ଯାଏ ପାକିସ୍ତାନ ଭାରତ ସହ କଥା ହେବ ନାହିଁ ବୋଲିସେ କହିଥିଲେ। ଏମିତିକି ୨୦୧୬ରେ ଇସଲାମାବାଦରେ ସାର୍କ ସମ୍ମିଳନୀ ହେବାର ଥିଲା। ହେଲେ ମୋଦିଙ୍କ ବିରୋଧ ପାଇଁ ଏହି ବୈଠକ ହୋଇପାରିନଥିଲା ବୋଲି ସେ ଅଭିଯୋଗ କରିଥିଲେ।

ଏହାପରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଉଦବୋଧନ ଦେବା ବେଳେ କୁରେଶୀ ବୈଠକ ବାହାରକୁ ପଳାଇଯାଇଥିଲେ। କୁରେଶୀଙ୍କ ଅନୁପସ୍ଥିତିକୁ ନଜରରେ ରଖି ଜୟଶଙ୍କରଙ୍କୁ କିଛି ସମୟ ଅପେକ୍ଷା କରିବାକୁ ପଡ଼ିଥିଲା। ଏହାପରେ ସେ ନିଜର ଅଭିଭାଷଣ ରଖିଥିଲେ। କୁରେଶୀ ଆସିବା ବେଳକୁ ଜୟଶଙ୍କରଙ୍କ ନିଜର ଅଭିଭାଷଣ ଶେଷ ହୋଇଯାଇଥିଲା। କଶ୍ମୀର ପ୍ରସଙ୍ଗରେ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ଲାଗି ରହିଛି। ଏହାକୁ ଦୃଷ୍ଟିରେ ରଖି କୁରେଶୀ ବୈଠକକୁ ବୟକଟ କରିଥିଲେ ବୋଲି କହିଛନ୍ତି।

ସାର୍କ ବୈଠକରେ ଉପସ୍ଥିତ ଥିବା ଦେଶ ଗୁଡ଼ିକ ହେଲେ ଭାରତ, ପାକିସ୍ତାନ, ଆଫଗାନିସ୍ତାନ, ବାଂଲାଦେଶ, ଭୁଟାନ୍, ମାଳଦ୍ୱୀପ, ନେପାଳ ଏବଂ ଶ୍ରୀଲଙ୍କା।

ସୂଚନାଯୋଗ୍ୟ, ସାର୍କ ବୈଠକରେ କୁରେଶୀ କଶ୍ମୀର ପ୍ରସଙ୍ଗରେ ଯେଉଁସବୁ ମତ ରଖିଛନ୍ତି ସେ ବାବଦରେ ଭାରତ ନିଜର ମତ ରଖିସାରିଛି। ଏମିତିକି କଶ୍ମୀରରେ ମାନବାଧିକାର କ୍ଷୁଣ୍ଣ ହୋଇଥିବାର ପ୍ରମାଣ ପାକିସ୍ତାନ ଜାତିସଂଘରେ ଦେଇ ପାରିନଥିଲା। ଏଥିପାଇଁ ପାକିସ୍ତାନକୁ ବିଶ୍ୱ ଦରବାରରେ ଲଜ୍ଜିତ ହେବାକୁ ମଧ୍ୟ ପଡ଼ିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story