ଭାରତୀୟ ରାଷ୍ଟ୍ରଦୂତଙ୍କ ପିଛା କରୁଛି ପାକିସ୍ତାନର ଆଇଏସଆଇ

ନୂଆଦିଲ୍ଲୀ: ଭାରତରେ ଥିବା ପାକିସ୍ତାନ ହାଇକମିଶନର ଅଫିସର ଦୁଇ କର୍ମଚାରୀ ଗୁଇନ୍ଦା କରୁଥିବା ଧରାପଡ଼ିବା ପରେ ଅପଦସ୍ତ ହୋଇଛି ପାକିସ୍ତାନ। ଏବେ ଏହାର ପ୍ରତିଶୋଧ ନେବା ପାଇଁ ଇସଲାମାବାଦରେ ଥିବା ଭାରତୀୟ ରାଷ୍ଟ୍ରଦୂତଙ୍କୁ ହଇରାଣ କରିବାକୁ ଚେଷ୍ଟା କରିଛି ପାକିସ୍ତାନର ଗୁଇନ୍ଦା ସଂସ୍ଥା ଇଣ୍ଟର୍ ସର୍ଭିସ୍ ଇଣ୍ଟେଲିଜେନ୍। ଯାହାର ପ୍ରମାଣ ଲାଗିଛି ଭାରତ ହାତରେ। ଭାରତୀୟ ରାଷ୍ଟ୍ରଦୂତ ଗୌରବ ଆଲୁୱାଲିଆ କୌଣସି ସ୍ଥାନକୁ କାରରେ ଯାଉଥିବାବେଳେ ଆଇଏସଆଇ ଏଜେଣ୍ଟ ବାଇକରେ ପିଛା କରୁଥିବାର ଭିଡିଓ ସାମ୍ନାକୁ ଆସିଛି। […]

ISI-members

ISI-members

Subhransu Sekhar
  • Published: Thursday, 04 June 2020
  • Updated: 04 June 2020, 11:01 PM IST

Sports

Latest News

ନୂଆଦିଲ୍ଲୀ: ଭାରତରେ ଥିବା ପାକିସ୍ତାନ ହାଇକମିଶନର ଅଫିସର ଦୁଇ କର୍ମଚାରୀ ଗୁଇନ୍ଦା କରୁଥିବା ଧରାପଡ଼ିବା ପରେ ଅପଦସ୍ତ ହୋଇଛି ପାକିସ୍ତାନ। ଏବେ ଏହାର ପ୍ରତିଶୋଧ ନେବା ପାଇଁ ଇସଲାମାବାଦରେ ଥିବା ଭାରତୀୟ ରାଷ୍ଟ୍ରଦୂତଙ୍କୁ ହଇରାଣ କରିବାକୁ ଚେଷ୍ଟା କରିଛି ପାକିସ୍ତାନର ଗୁଇନ୍ଦା ସଂସ୍ଥା ଇଣ୍ଟର୍ ସର୍ଭିସ୍ ଇଣ୍ଟେଲିଜେନ୍। ଯାହାର ପ୍ରମାଣ ଲାଗିଛି ଭାରତ ହାତରେ।

ଭାରତୀୟ ରାଷ୍ଟ୍ରଦୂତ ଗୌରବ ଆଲୁୱାଲିଆ କୌଣସି ସ୍ଥାନକୁ କାରରେ ଯାଉଥିବାବେଳେ ଆଇଏସଆଇ ଏଜେଣ୍ଟ ବାଇକରେ ପିଛା କରୁଥିବାର ଭିଡିଓ ସାମ୍ନାକୁ ଆସିଛି। କାର୍‌ରେ କିଛି ଏଜେଣ୍ଚ ଆଲୁୱାଲିଆଙ୍କ ପିଛା କରୁଥିବା ବେଳେ ଆଉ ଜଣେ ବାଇକ୍‌ରେ ପିଛା କରୁଥିବା ଦେଖିବାକୁ ମିଳିଛି। ଏଜେଣ୍ଟ ଜଣଙ୍କ ନିଜ ମୁହଁ ଲୁଚାଇବାକୁ ଯାଇ ହେଲମେଟ୍‌ ପିନ୍ଧିଥିବା ଦେଖିବାକୁ ମିଳିଛି।

https://twitter.com/ANI/status/1268543914014904322

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story