ପାଟନାରେ କହ୍ନେୟାଙ୍କୁ କଳାପତକା ପ୍ରଦର୍ଶନ

ପାଟନା: ହାଇଦ୍ରାବାଦ, ନାଗପୁର ଓ ମୁମ୍ବାଇରେ ବିରୋଧର ସମ୍ମୁଖୀନ ହୋଇଥିବା ଜେଏନ୍‌ୟୁ ଛାତ୍ର ସଂସଦ ସଭାପତି କହ୍ନେୟା କୁମାର ଆଜି ପାଟନାରେ ବିରୋଧର ସମ୍ମୁଖୀନ ହୋଇଛନ୍ତି। ପାଟନା ସ୍ଥିତ ଶ୍ରୀକୃଷ୍ଣ ମେମୋରିଆଲ୍‌ ହଲ୍‌ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ଯୋଗ ଦେଇଥିବା ଅବସରରେ ଜଣେ ଯୁବକ ତାଙ୍କୁ କଳା ପତାକା ଦେଖାଇବା ସହିତ ‘ଭାରତ ମାତା କୀ ଜୟ’ ନାରା ଦେଇଥିଲେ। କହ୍ନେୟାଙ୍କ ସମର୍ଥକମାନେ ଉକ୍ତ ଯୁବକଙ୍କୁ ଧରି ମାଡ଼ ମାରିଥିଲେ। ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି […]

kanheya

kanheya

Rakesh Mallick
  • Published: Sunday, 01 May 2016
  • Updated: 01 May 2016, 10:57 AM IST

Sports

Latest News

kanheyaପାଟନା: ହାଇଦ୍ରାବାଦ, ନାଗପୁର ଓ ମୁମ୍ବାଇରେ ବିରୋଧର ସମ୍ମୁଖୀନ ହୋଇଥିବା ଜେଏନ୍‌ୟୁ ଛାତ୍ର ସଂସଦ ସଭାପତି କହ୍ନେୟା କୁମାର ଆଜି ପାଟନାରେ ବିରୋଧର ସମ୍ମୁଖୀନ ହୋଇଛନ୍ତି। ପାଟନା ସ୍ଥିତ ଶ୍ରୀକୃଷ୍ଣ ମେମୋରିଆଲ୍‌ ହଲ୍‌ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ଯୋଗ ଦେଇଥିବା ଅବସରରେ ଜଣେ ଯୁବକ ତାଙ୍କୁ କଳା ପତାକା ଦେଖାଇବା ସହିତ ‘ଭାରତ ମାତା କୀ ଜୟ’ ନାରା ଦେଇଥିଲେ। କହ୍ନେୟାଙ୍କ ସମର୍ଥକମାନେ ଉକ୍ତ ଯୁବକଙ୍କୁ ଧରି ମାଡ଼ ମାରିଥିଲେ। ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ଏହି ଘଟଣାରେ ପୋଲିସ୍ ଦୁଇଜଣଙ୍କୁ ଗିରଫ କରିଛି।

ବିଜେପି ନେତା ଶାହନବାଜ ହୁସେନ ଏହି ଘଟଣାକୁ ନେଇ ବିହାର ସରକାରଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି,“ବିହାର ସରକାରଙ୍କୁ କିଛି ଦେଖାଯାଉ ନାହିଁ। ସରକାର କେବଳ ମୂକଦର୍ଶକ ହୋଇ ବସିଛନ୍ତି। ‘ଭାରତ ମାତା କୀ ଜୟ’  କହୁଥିବା  ଯୁବକଙ୍କୁ ମାଡ଼ ମରାଯାଉଛି ଓ ଭାରତ ମାତାଙ୍କ ବିରୋଧରେ ନାରା ଦେଉଥିବା ବ୍ୟକ୍ତିଙ୍କୁ ସମର୍ଥନ କରୁଛନ୍ତି।”

କହ୍ନେୟା ପ୍ରଥମେ ବିହାର ପହଞ୍ଚି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଲାଲୁ ପ୍ରସାଦ ଯାଦବ ଓ କେତେଜଣ ବାମପନ୍ଥୀଦଳ ନେତାଙ୍କ ସହିତ ସାକ୍ଷାତ କରିଥିଲେ। ବିହାର ସରକାର କହ୍ନେୟାଙ୍କ ସୁରକ୍ଷା ପାଇଁ ପୋଲିସ୍ ବ୍ୟବସ୍ଥା କରିଥିଲେ।

ସୂଚନାଯୋଗ୍ୟ, ସଂସଦ ଆକ୍ରମଣକାରୀ ଅଫଜଲ ଗୁରୁକୁ ଫାଶୀ ଦଣ୍ଡ ଦିଆଯିବା ଘଟଣାକୁ ବିରୋଧ କରି ଗତ ଫେବ୍ରୁଆରୀ ୯ ତାରିଖରେ ଜେଏନ୍‌ୟୁ ପରିସରରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ଦେଶ ବିରୋଧୀ ନାରାବାଜୀ କରାଯାଇଥିଲା। ଏହି ଘଟଣାକୁ ନେଇ କହ୍ନେୟା କୁମାରଙ୍କୁ ଗିରଫ କରାଯାଇଥିଲା। ତାଙ୍କ ନାଁରେ ଦେଶଦ୍ରୋହ ମାମଲା ରୁଜୁ କରାଯାଇଛି। ଜେଏନ୍‌ୟୁ କର୍ତ୍ତୃପକ୍ଷ ମଧ୍ୟ କହ୍ନେୟାଙ୍କ ସମେତ ଆଉ କିଛି ଛାତ୍ରଙ୍କୁ ଦୋଷୀ ସାବ୍ୟସ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story