ବାବା ତୁମେ ମିଛ କହୁଛ! କ୍ୱାଲିଟି ଟେଷ୍ଟରେ ପତଞ୍ଜଳି ଫେଲ୍!

ବାବା ରାମେଦେବଙ୍କୁ ଲାଗିଲା ବଡ଼ ଝଟକା। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ ଅମଲା ଜୁସ୍ ଓ ସିଭଲିଙ୍ଗି ବିଜ୍ ନାମକ ଦୁଇଟି ପ୍ରଡକ୍ଟ ଏହି ପରୀକ୍ଷାରେ ଫେଲ୍ ମାରିଛି। ସୂଚନା ଆନୁଯାୟୀ ପ୍ରଥମେ ହରିଦ୍ୱାରର ଆୟୁର୍ବେଦ ଏବଂ ୟୁନାନୀ କାର୍ଯ୍ୟାଳୟ ପତଞ୍ଜଳିରେ ଖରାପ କ୍ୱାଲିଟିର ଆୟୁର୍ବେଦିକ ପ୍ରଡକ୍ଟ ସାମିଲ ଥିବାର ଜାଣିବାକୁ ପାଇଥିଲେ। ଏହାର ସତ୍ୟତା ଜାଣିବାକୁ ପଶ୍ଚିମବଙ୍ଗ ପବ୍ଲିକ ହେଲଥ ଲାବ୍ରୋଟାରୀରେ ଏହାର ପରୀକ୍ଷା କରାଯାଇଥିଲା। ତେବେ ଏହି ପ୍ରଡକ୍ଟଗୁଡିକ କ୍ୱାଲିଟି […]

ramdev_650x400_41446690233

ramdev_650x400_41446690233

Rakesh Mallick
  • Published: Wednesday, 31 May 2017
  • Updated: 31 May 2017, 09:03 PM IST

Sports

Latest News

ବାବା ରାମେଦେବଙ୍କୁ ଲାଗିଲା ବଡ଼ ଝଟକା। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ ଅମଲା ଜୁସ୍ ଓ ସିଭଲିଙ୍ଗି ବିଜ୍ ନାମକ ଦୁଇଟି ପ୍ରଡକ୍ଟ ଏହି ପରୀକ୍ଷାରେ ଫେଲ୍ ମାରିଛି।

ସୂଚନା ଆନୁଯାୟୀ ପ୍ରଥମେ ହରିଦ୍ୱାରର ଆୟୁର୍ବେଦ ଏବଂ ୟୁନାନୀ କାର୍ଯ୍ୟାଳୟ ପତଞ୍ଜଳିରେ ଖରାପ କ୍ୱାଲିଟିର ଆୟୁର୍ବେଦିକ ପ୍ରଡକ୍ଟ ସାମିଲ ଥିବାର ଜାଣିବାକୁ ପାଇଥିଲେ। ଏହାର ସତ୍ୟତା ଜାଣିବାକୁ ପଶ୍ଚିମବଙ୍ଗ ପବ୍ଲିକ ହେଲଥ ଲାବ୍ରୋଟାରୀରେ ଏହାର ପରୀକ୍ଷା କରାଯାଇଥିଲା। ତେବେ ଏହି ପ୍ରଡକ୍ଟଗୁଡିକ କ୍ୱାଲିଟି ଟେଷ୍ଟରେ ଫେଲ ମାରିଥିଲା। ଏଭଳି ଘଟଣା ସାମ୍ନାକୁ ଆସିବା ପରେ ଭାରତୀୟ ସେନାର କ୍ୟାଣ୍ଟିନ ଷ୍ଟୋରସ୍ ଡିପାର୍ଟମେଣ୍ଟ ଏହି ପ୍ରଡକ୍ଟର ବ୍ୟବହାର ବନ୍ଦ କରିଦେଇଥିଲା। କେବଳ ଏହି ପ୍ରଡକ୍ଟ ନୁହେଁ ଆୟୁର୍ବେଦ ଔଷଧର ୧୮ଟି ନମୁନା ଯେପରି ଅଭିପାଟିକର ଚୁରନା ,ତନିସଦ୍ୟା ଚୁରନା, ପୁଷ୍ୟନୁଗା ଚୁରନା, ଲାଭନ ଭସ୍କର ଚୁରନା, ୟୋଗରାଜ ଗୁଗୁଲୁ, ଲକସା ଗୁଗୁଲୁ ଆଦି କ୍ୱାଲିଟି ଟେଷ୍ଟରେ ଫେଲ ହୋଇଛି। ପତଞ୍ଜଳିର ପ୍ରସାର ପାଇଁ ମ୍ୟାକଡୋନାଲ୍ଡ ଏବଂ ସବୱେ ଭଳି ଚେନ୍ ବ୍ୟବସାୟ କରିବାକୁ ପତଞ୍ଜଳି ଯୋଜନା ରଖିଥିବା ରାମଦେବ ଘୋଷଣା କରିଥିଲେ। ପତଞ୍ଜଳି ଭଲ ପଇସା କମାଉଥିବା ବେଳେ ଏହା ବିଦେଶ କମ୍ପାନୀଙ୍କୁ ଟକ୍କର ଦେବ ବୋଲି ମଧ୍ୟ କହିଥିଲେ।କିନ୍ତୁ ଏବେ ପତଞ୍ଜଳିକୁ ନେଇ ଏପରି ଝଟକା ରାମଦେବଙ୍କୁ ଚିନ୍ତାରେ ପକାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story