ସିଏଏକୁ ବିରୋଧ କରି ସୁପ୍ରିମକୋର୍ଟରେ କେରଳ ସରକାର

ଥିରୁଅନନ୍ତପୁରମ: କେରଳ ରାଜ୍ୟପାଳ ଆରିଫ ମହମ୍ମଗ ଖାନଙ୍କୁ ଅବଗତ କରାନଯାଇ ନାଗରିକତା ସଂଶୋଧନ ଆଇନକୁ କେରଳ ସରକାର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ଜାନୁଆରୀ ୧୪ରେ କେରଳ ସରକାର ସୁପ୍ରିମକୋର୍ଟରେ ଏ ନେଇ ଆବେଦନ କରିଛନ୍ତି। ଜାନୁଆରୀ ୨୨ରେ ଏହି ଆବେଦନର ଶୁଣାଣି ହେବ ବୋଲି ଜଣାପଡ଼ିଛି। ଦେଶର ପ୍ରଥମ ରାଜ୍ୟଭାବେ କେରଳ ସିଏଏକୁ ଚ୍ୟାଲେଞ୍ଜ କରି ସୁପ୍ରିିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। କେରଳ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ନେଇ ରାଜ୍ୟପାଳ ଅସନ୍ତୋଷ ପ୍ରକାଶ କରିବା ସହ ଏଲଡିଏଫ ସରକାରକୁ […]

kerala governor

kerala governor

Subhransu Sekhar
  • Published: Sunday, 19 January 2020
  • Updated: 19 January 2020, 09:59 PM IST

ଥିରୁଅନନ୍ତପୁରମ: କେରଳ ରାଜ୍ୟପାଳ ଆରିଫ ମହମ୍ମଗ ଖାନଙ୍କୁ ଅବଗତ କରାନଯାଇ ନାଗରିକତା ସଂଶୋଧନ ଆଇନକୁ କେରଳ ସରକାର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ଜାନୁଆରୀ ୧୪ରେ କେରଳ ସରକାର ସୁପ୍ରିମକୋର୍ଟରେ ଏ ନେଇ ଆବେଦନ କରିଛନ୍ତି। ଜାନୁଆରୀ ୨୨ରେ ଏହି ଆବେଦନର ଶୁଣାଣି ହେବ ବୋଲି ଜଣାପଡ଼ିଛି। ଦେଶର ପ୍ରଥମ ରାଜ୍ୟଭାବେ କେରଳ ସିଏଏକୁ ଚ୍ୟାଲେଞ୍ଜ କରି ସୁପ୍ରିିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। କେରଳ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ନେଇ ରାଜ୍ୟପାଳ ଅସନ୍ତୋଷ ପ୍ରକାଶ କରିବା ସହ ଏଲଡିଏଫ ସରକାରକୁ ରିପୋର୍ଟ ମାଗିଛନ୍ତି। ରାଜଭବନ ପକ୍ଷରୁ ମୁଖ୍ୟ ଶାସନ ସଚିବ ଟମ୍ ଜୋଶଙ୍କୁ ଏ ନେଇ ରିପୋର୍ଟ ମଗାଯାଇଛି।

‘ସିଏଏକୁ ନେଇ ଆଉ ଚୁପଚାପ ବସି ତାମସା ଦେଖିହେବନି। ରାଜ୍ୟ ସରକାର ଏବଂ ରାଜଭବନ ମଧ୍ୟରେ କୌଣସି ମନାନ୍ତର ନାହିଁ। ହେଲେ ସାମ୍ୱିଧାନିକ କାର୍ଯ୍ୟକଳାପରେ ଯେମିତି କ୍ଷୁର୍ଣ୍ଣ ନହୁଏ ତାହାକୁ ସୁନିଶ୍ଚିତ କରିବା ମୋର ଦାୟିତ୍ୱ। ମୁଁ ରାଜ୍ୟର ସମ୍ବିଧାନର ମୁଖ୍ୟ। ମୋତେ କୋର୍ଟ ଯିବାରେ କୌଣସି ଆପତ୍ତି ନାହିଁ। ହେଲେ ମୋତେ ଅବଗତ କରାନଯାଇ ସୁପ୍ରିମକୋର୍ଟରେ କିଭଳି ଆଇନକୁ ଚ୍ୟାଲେଞ୍ଜ କରାଗଲା? ମୁଁ ରବର ଷ୍ଟାମ୍ପ ନୁହେଁ’ ବୋଲି ରାଜ୍ୟପାଳ କହିଛନ୍ତି।

ସୂଚନାଯୋଗ୍ୟ, ସିଏଏକୁ ରାଜ୍ୟରେ ଲାଗୁ ନକରିବାକୁ କେରଳ ସରକାର ବିଧାନସଭାରେ ଏକ ପ୍ରସ୍ତାବ ଗୃହୀତ କରିଛନ୍ତି। ଯାହାକୁ ନେଇ ରାଜ୍ୟପାଳ ଅସନ୍ତୋଷ ପ୍ରକାଶ କରିଛନ୍ତି। ନିଜର ରାଜନୀତିକ ଉଦ୍ଦେଶ୍ୟକୁ ଆଗରେ ରଖି ଲୋକଙ୍କ ପଇସାରେ କେରଳ ସରକାର ବିଜ୍ଞାପନ ଦେଉଛନ୍ତି କହି ରାଜ୍ୟପାଳ ଆରିଫ ମହମ୍ମଦ ଖାନ୍ ଆପତ୍ତି ଉଠାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story