ବିମାନବନ୍ଦର ପାଚେରିରେ ପିଟି ହେଲା ବିମାନ

ନୂଆଦିଲ୍ଲୀ: ତାମିଲନାଡୁର ତ୍ରିଚିରୁ ଦୁବାଇ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ବଡ଼ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇ ଯାଇଛି। ବିମାନଟି ରନୱେରୁ ଉଠିବା ପରେ ବିମାନବନ୍ଦର ପାଚେରିରେ ଯାଇ ପିଟି ହୋଇଥିଲା। ବିମାନରେ ୧୩୬ ଜଣ ଯାତ୍ରୀ ଥିଲେ। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଦୁର୍ଘଟଣାଟି ଗତକାଲି ଘଟିଥିଲା। ଏହା ପରେ ବିମାନଟିର ରୁଟ୍ ବଦଳାଇ ଦିଆଯାଇଥିଲା। ଏହା ମୁମ୍ବାଇରେ ଅବତରଣ କରିଥିଲା। ସେଠାରେ ବିମାନଟିକୁ ଯାଞ୍ଚ କରାଯାଇଥିଲା। ସୂଚନା ଅନୁସାରେ, କାନ୍ଥରେ ପିଟି ହେବା […]

air7

air7

Jitendra Garnayak
  • Published: Friday, 12 October 2018
  • Updated: 12 October 2018, 01:57 PM IST

Sports

Latest News

ନୂଆଦିଲ୍ଲୀ: ତାମିଲନାଡୁର ତ୍ରିଚିରୁ ଦୁବାଇ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ବଡ଼ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇ ଯାଇଛି। ବିମାନଟି ରନୱେରୁ ଉଠିବା ପରେ ବିମାନବନ୍ଦର ପାଚେରିରେ ଯାଇ ପିଟି ହୋଇଥିଲା। ବିମାନରେ ୧୩୬ ଜଣ ଯାତ୍ରୀ ଥିଲେ। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି।

ଦୁର୍ଘଟଣାଟି ଗତକାଲି ଘଟିଥିଲା।

ଏହା ପରେ ବିମାନଟିର ରୁଟ୍ ବଦଳାଇ ଦିଆଯାଇଥିଲା। ଏହା ମୁମ୍ବାଇରେ ଅବତରଣ କରିଥିଲା। ସେଠାରେ ବିମାନଟିକୁ ଯାଞ୍ଚ କରାଯାଇଥିଲା।

ସୂଚନା ଅନୁସାରେ, କାନ୍ଥରେ ପିଟି ହେବା ଯୋଗୁ ବିମାନର ତଳ ଅଂଶ କ୍ଷତିଗ୍ରସ୍ତ ହୋଇଥିଲା। ତେବେ ବିମାନଟି ଏତେ ଜୋରରେ ପିଟି ହୋଇଥିଲା ଯେ ପାଚେରି ଭାଙ୍ଗି ଯାଇଥିଲା।

ଘଟଣାସ୍ଥଳକୁ ତାମିଲନାଡୁର ପର୍ଯ୍ୟଟନ ମନ୍ତ୍ରୀ ଆସି ଘଟଣା ସଂପର୍କରେ ତଥ୍ୟ ସଂଗ୍ରହ କରିଥିଲେ।

ଏୟାର ଇଣ୍ଡିଆ ପକ୍ଷରୁ ଏ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story