ଘନେଇଲା ଚାଇନା ସହ ବିବାଦ: ଏନଏସଏ ଓ ୩ ସେନାମୁଖ୍ୟଙ୍କ ସହ ମୋଦିଙ୍କ ଜରୁରୀ ବୈଠକ

ନୂଆଦିଲ୍ଲୀ: କରୋନା ମହାମାରୀ ଭିତରେ ଭାରତ ଓ ଚାଇନା ମଧ୍ୟରେ ସୀମା ବିବାଦ ତୀବ୍ର ହେବାରେ ଲାଗିଛି। ଲଦାଖ ସୀମାରେ ଚାଇନାର ସେନାର ଆକ୍ରମଣାତ୍ମକ କାର୍ଯ୍ୟକଳାପ ଭାରତ ପ୍ରତି ବିପଦ ସୃଷ୍ଟି କରିବାର ଆଶଙ୍କା ପ୍ରକାଶ ପାଇଛି। ଏହି ସ୍ଥିତିକୁ ଦୃଷ୍ଟିରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଜରୁରୀ ବୈଠକ ଡାକିଛନ୍ତି। ଏହି ବୈଠକରେ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲଙ୍କ ସହ ୩ ସେନା ବାହିନୀର ମୁଖ୍ୟ ଓ ସିଡିଏସ ଜେନେରାଲ ବିପିନ […]

dz

dz

Hemant Lenka
  • Published: Tuesday, 26 May 2020
  • Updated: 26 May 2020, 08:13 PM IST

ନୂଆଦିଲ୍ଲୀ: କରୋନା ମହାମାରୀ ଭିତରେ ଭାରତ ଓ ଚାଇନା ମଧ୍ୟରେ ସୀମା ବିବାଦ ତୀବ୍ର ହେବାରେ ଲାଗିଛି। ଲଦାଖ ସୀମାରେ ଚାଇନାର ସେନାର ଆକ୍ରମଣାତ୍ମକ କାର୍ଯ୍ୟକଳାପ ଭାରତ ପ୍ରତି ବିପଦ ସୃଷ୍ଟି କରିବାର ଆଶଙ୍କା ପ୍ରକାଶ ପାଇଛି। ଏହି ସ୍ଥିତିକୁ ଦୃଷ୍ଟିରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଜରୁରୀ ବୈଠକ ଡାକିଛନ୍ତି।

ଏହି ବୈଠକରେ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲଙ୍କ ସହ ୩ ସେନା ବାହିନୀର ମୁଖ୍ୟ ଓ ସିଡିଏସ ଜେନେରାଲ ବିପିନ ରାୱତ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହାପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହ ମଧ୍ୟ ସିଡିଏସ ଓ ୩ ସେନା ବାହିନୀର ମୁଖ୍ୟ ବୈଠକ କରିଥିଲେ।

ମୋଦି ବୈଠକ ବେଳେ ଲଦାଖ ସ୍ଥିତିର ସମୀକ୍ଷା କରିଛନ୍ତି। ସିଡିଏସ ଓ ଏନଏସଏ ମୋଦିଙ୍କୁ ସୀମାରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଅବଗତ କରାଇଛନ୍ତି। ୩ ସେନା ବାହିନୀର ମୁଖ୍ୟ ଆଗକୁ କ’ଣ ସବୁ ପଦକ୍ଷେପ ନିଆଯିବ, ସେ ବିଷୟରେ ପୂରା ବ୍ଲୁ ପ୍ରିଣ୍ଟ ମୋଦିଙ୍କ ଆଗରେ ଉପସ୍ଥାପନ କରିଥିବା ଜଣାପଡ଼ିଛି। ତେବେ ଏହି ବୈଠକ ସମ୍ପର୍କରେ ସରକାରୀ ଭାବେ ବିଧିବଦ୍ଧ ଭାବେ ଘୋଷଣା କରାଯାଇ ନାହିଁ।

ମେ’ ୫ରୁ ହିଁ ଲଦାଖ ଓ ନର୍ଥ ସିକ୍କିମ ସୀମାରେ ଚାଇନା-ଭାରତ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି। ସ୍ୟାଟେଲାଇଟ ଇମେଜରୁ ଜଣାପଡ଼ିଛି ଯେ ଲଦାଖ ସୀମାରେ ଚାଇନା ଏୟାରବେସ ନିର୍ମାଣ କରିବାରେ ଲାଗିଛି। ସେହିପରି ଯୁଦ୍ଧ ବିମାନ ମଧ୍ୟ ସୀମାରେ ଠୁଳ କରିଛି।

ସୀମାରେ ଅସ୍ଥାୟୀ କ୍ୟାମ୍ପ ନିର୍ମାଣ କରିବା ସହ ଅଧିକ ସଂଖ୍ୟକ ଯବାନ ନିୟୋଜିତ କରିଛି। ଏହାକୁ ଦୃଷ୍ଟିରେ ରଖି ଭାରତ ପକ୍ଷରୁ ସେନାକୁ ମଧ୍ୟ ମୁତୟନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story