ଛୁଟି ନେଲେନି କାହିଁକି, ସାମ୍ୱାଦିକଙ୍କୁ ପଚାରିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବିଜେପି ସାଂସଦଙ୍କୁ ନେଇ ଦିଲ୍ଲୀରେ ଚାଲିଥିବା ଦୁଇ ଦିନିଆ ବୈଠକର ଅନ୍ତିମ ଦିନରେ ସାମ୍ୱାଦିକଙ୍କ ପ୍ରତି ସହାନୁଭୂତି ପ୍ରକଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉଦ୍‍ଯାପନୀ ଦିବସ ଅବସରରେ ସେ ବୈଠକକୁ ଯିବା ବେଳେ ସାମ୍ୱାଦିକଙ୍କୁ ପଚାରିଛନ୍ତି, ‘ଆଜି ରବିବାର ଥିଲା, ଛୁଟି ନେଲେନି କାହିଁକି?’ ସୂଚନାଯୋଗ୍ୟ, ଗତକାଲି ବିଜେପି ତାର ସମସ୍ତ ସାଂସଦ ମାନଙ୍କୁ ନେଇ ଦୁଇ ଦିନିଆ ‘ଅଭ୍ୟାସ ବର୍ଗ’ ନାମକ କର୍ମଶାଳା ଆରମ୍ଭ କରିଥିଲା। ଆଜି ଥିଲା ଏହାର ଉଦଯାପନୀ ଦିବସ। […]

bjp meeting

bjp meeting

Subhransu Sekhar
  • Published: Sunday, 04 August 2019
  • Updated: 04 August 2019, 05:55 PM IST

Sports

Latest News

ନୂଆଦିଲ୍ଲୀ: ବିଜେପି ସାଂସଦଙ୍କୁ ନେଇ ଦିଲ୍ଲୀରେ ଚାଲିଥିବା ଦୁଇ ଦିନିଆ ବୈଠକର ଅନ୍ତିମ ଦିନରେ ସାମ୍ୱାଦିକଙ୍କ ପ୍ରତି ସହାନୁଭୂତି ପ୍ରକଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉଦ୍‍ଯାପନୀ ଦିବସ ଅବସରରେ ସେ ବୈଠକକୁ ଯିବା ବେଳେ ସାମ୍ୱାଦିକଙ୍କୁ ପଚାରିଛନ୍ତି, ‘ଆଜି ରବିବାର ଥିଲା, ଛୁଟି ନେଲେନି କାହିଁକି?’

ସୂଚନାଯୋଗ୍ୟ, ଗତକାଲି ବିଜେପି ତାର ସମସ୍ତ ସାଂସଦ ମାନଙ୍କୁ ନେଇ ଦୁଇ ଦିନିଆ ‘ଅଭ୍ୟାସ ବର୍ଗ’ ନାମକ କର୍ମଶାଳା ଆରମ୍ଭ କରିଥିଲା। ଆଜି ଥିଲା ଏହାର ଉଦଯାପନୀ ଦିବସ। ଏହି ଅବସରରେ ଦଳୀୟ ସାଂସଦମାନଙ୍କୁ ମୋଦି କହିଛନ୍ତି ସାଂସଦମାନେ ମନ୍ତ୍ରୀ ହେବା ପରେ ତୃଣମୂଳ ସ୍ତରରେ କିଭଳି ଲୋକଙ୍କ ସହ ସକ୍ରିୟ ରହିବେ ସେ ନେଇ ପରାମର୍ଶ ଦେଇଛନ୍ତି। ଏଥିସହ ସ୍ଥାନୀୟ ଅଞ୍ଚଳର ପ୍ରସଙ୍ଗକୁ ସଂସଦରେ ଉପସ୍ଥାପନ କରିବାକୁ ସାଂସଦ ମାନଙ୍କୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଏହି ଅବସରରେ ଯେଉଁ ସାଂସଦମାନେ ମୋଦିଙ୍କ କଥାକୁ ଖାତାରେ ଟିପୁଥିଲେ ତାଙ୍କୁ କମେଣ୍ଟ କରି ମୋଦି କହିଥିଲେ ଖାତାରେ ଲେଖିବା ଅପେକ୍ଷା ନିଜ ମନରେ ଏହାକୁ ଲେଖି ରଖ।

ଗତକାଲି ବିଜେପି ସଭାପତି ତଥା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ପାର୍ଟି କାର୍ଯ୍ୟକାରୀ ସଭାପତି ଜେ.ପି. ନଡ୍ଡା ମଧ୍ୟ କର୍ମଶାଳାରେ ଉଦବୋଧନ ଦେଇଥିଲେ। ସଂସଦ ବାହାରେ ଏବଂ ଭିତରେ ସଂଯମ  ରଖି କଥା କହିବା ପାଇଁ ପରାମର୍ଶ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story