ହଷ୍ଟନରେ ମୋଦିଙ୍କୁ ଭେଟିଲେ ଶିଖ୍, ବୋହରା ଏବଂ କଶ୍ମୀର ପଣ୍ଡିତ

ହଷ୍ଟନ, ଆମେରିକା: ଗତକାଲି ଆମେରିକାର ହଷ୍ଟନରେ ‘ହାଓଡି ମୋଦି’ କାର୍ଯ୍ୟକ୍ରମ ପାଇଁ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ପ୍ରବାସୀ ଭାରତୀୟ ଦାଓଦି ବୋହରା କମ୍ୟୁନିଟିର ସଦସ୍ୟ, ଶିଖ୍ ଏବଂ କଶ୍ମୀର ପଣ୍ଡିତମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଛନ୍ତି। ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି କଶ୍ମୀର ପଣ୍ଡିତମାନେ। ଏମିତିକି ଭାବବିହ୍ୱଳ ହୋଇ ପ୍ରଧାନମନ୍ତ୍ରୀଙ୍କ ହାତକୁ ଚୁମ୍ୱନ ଦେଇଥିଲେ କଶ୍ମୀର ପଣ୍ଡିତମାନେ। ସେହିପରି ଶିଖ ସମ୍ପ୍ରଦାୟର ଲୋକମାନେ କରତାରପୁର କରିଡରକୁ […]

howdy modi kashmir

howdy modi kashmir

Subhransu Sekhar
  • Published: Sunday, 22 September 2019
  • Updated: 22 September 2019, 01:23 PM IST

Sports

Latest News

ହଷ୍ଟନ, ଆମେରିକା: ଗତକାଲି ଆମେରିକାର ହଷ୍ଟନରେ ‘ହାଓଡି ମୋଦି’ କାର୍ଯ୍ୟକ୍ରମ ପାଇଁ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ପ୍ରବାସୀ ଭାରତୀୟ ଦାଓଦି ବୋହରା କମ୍ୟୁନିଟିର ସଦସ୍ୟ, ଶିଖ୍ ଏବଂ କଶ୍ମୀର ପଣ୍ଡିତମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଛନ୍ତି।

ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି କଶ୍ମୀର ପଣ୍ଡିତମାନେ। ଏମିତିକି ଭାବବିହ୍ୱଳ ହୋଇ ପ୍ରଧାନମନ୍ତ୍ରୀଙ୍କ ହାତକୁ ଚୁମ୍ୱନ ଦେଇଥିଲେ କଶ୍ମୀର ପଣ୍ଡିତମାନେ। ସେହିପରି ଶିଖ ସମ୍ପ୍ରଦାୟର ଲୋକମାନେ କରତାରପୁର କରିଡରକୁ ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିବା ସହିତ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ଆଜି ହଷ୍ଟନର ଏଆରଜି ଷ୍ଚାଡିୟମରେ ଉପସ୍ଥିତ ୫୦ ହଜାର ଲୋକଙ୍କୁ ଉଦବୋଧନ ଦେବେ। ଏହି ସମୟରେ ମଞ୍ଚରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉପସ୍ଥିତ ରହିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story