'ଯେଉଁ ଭାଷା ସହଜ ହେଉଛି, ସେହି ଭାଷାରେ ପାଠ ପଢ଼ିବା ଦରକାର'

ନୂଆଦିଲ୍ଲୀ: ଜାତୀୟ ଶିକ୍ଷା ନୀତି 2020 ଅଧୀନରେ ‘ଏକବିଂଶ ଶତାବ୍ଦୀର ବିଦ୍ୟାଳୟ’ ବିଷୟବସ୍ତୁ ଉପରେ ଆୟୋଜିତ ହୋଇଥିବା କନକ୍ଲେଭକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ଗତ ତିନି ଦଶନ୍ଧି ମଧ୍ୟରେ ଦୁନିଆର ପ୍ରତ୍ୟେକ ସ୍ତରରେ ପରିବର୍ତ୍ତନ ଆସିଛି। ପ୍ରତ୍ୟେକ ସିଷ୍ଟମ୍ ବଦଳି ଯାଇଛି। ଏହି ତିନି ଦଶନ୍ଧି ମଧ୍ୟରେ ଆମ ଜୀବନର କୌଣସି ଗୋଟିଏ ଦିଗ ନାହିଁ ଯାହା ପୂର୍ବ ପରି ସମାନ। ସମୟ ଅନୁଯାୟୀ ଆମ ସମାଜ ଅଗ୍ରସର […]

PM-Narndra-Modi

PM-Narndra-Modi

Subhransu Sekhar
  • Published: Friday, 11 September 2020
  • Updated: 11 September 2020, 05:19 PM IST

Sports

Latest News

ନୂଆଦିଲ୍ଲୀ: ଜାତୀୟ ଶିକ୍ଷା ନୀତି 2020 ଅଧୀନରେ 'ଏକବିଂଶ ଶତାବ୍ଦୀର ବିଦ୍ୟାଳୟ' ବିଷୟବସ୍ତୁ ଉପରେ ଆୟୋଜିତ ହୋଇଥିବା କନକ୍ଲେଭକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ଗତ ତିନି ଦଶନ୍ଧି ମଧ୍ୟରେ ଦୁନିଆର ପ୍ରତ୍ୟେକ ସ୍ତରରେ ପରିବର୍ତ୍ତନ ଆସିଛି। ପ୍ରତ୍ୟେକ ସିଷ୍ଟମ୍ ବଦଳି ଯାଇଛି। ଏହି ତିନି ଦଶନ୍ଧି ମଧ୍ୟରେ ଆମ ଜୀବନର କୌଣସି ଗୋଟିଏ ଦିଗ ନାହିଁ ଯାହା ପୂର୍ବ ପରି ସମାନ। ସମୟ ଅନୁଯାୟୀ ଆମ ସମାଜ ଅଗ୍ରସର ହୁଏ। ଯାହାକି ଭବିଷ୍ୟତ ଆଡକୁ ଗତି କରେ। ଆମର ଶିକ୍ଷା ବ୍ୟବସ୍ଥା ପୁରୁଣା ଢ଼ାଞ୍ଚାରେ ଚାଲିଥିଲା। ଏକବିଂଶ ଶତାବ୍ଦୀର ଭାରତକୁ ଏହି ନୂଆ ଶିକ୍ଷା ନୀତି ନୂଆ ଦିଗ ଦେବ ବୋଲି ମୋଦି କହିଛନ୍ତି।

ସେ କହିଛନ୍ତି ଯେ ନୂଆ ଜାତୀୟ ଶିକ୍ଷା ନୀତି ମଧ୍ୟ ନୂତନ ଭାରତ, ନୂତନ ଆଶା, ନୂତନ ଆବଶ୍ୟକତା ପୂରଣ କରିବାର ଏକ ମାଧ୍ୟମ। ଏହା ପଛରେ ଗତ ଚାରି-ପାଞ୍ଚ ବର୍ଷର କଠିନ ପରିଶ୍ରମ, ପ୍ରତ୍ୟେକ କ୍ଷେତ୍ରର ଲୋକ, ପ୍ରତ୍ୟେକ ଧାରା, ପ୍ରତ୍ୟେକ ଭାଷା ଦିନରାତି ମିଶି କାମ କରିଛନ୍ତି। କିନ୍ତୁ ଏହି କାମ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ବର୍ତ୍ତମାନ ଏହି କାମ ଆରମ୍ଭ ହୋଇଛି।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ବର୍ତ୍ତମାନ ଆମ ସମସ୍ତକୁ ଜାତୀୟ ଶିକ୍ଷା ନୀତି ଉପରେ କାର୍ଯ୍ୟକାରୀ କରିବାକୁ ପଡିବ। ଏବଂ ଆମେ ଏହି କାର୍ଯ୍ୟ ଏକାଠି କରିବା ଦରକାର। ମୁଁ ଖୁସି ଯେ ଆମର ପ୍ରଧାନଶିକ୍ଷକ ଏବଂ ଶିକ୍ଷକମାନେ ଜାତୀୟ ଶିକ୍ଷା ନୀତି କାର୍ଯ୍ୟକାରୀ କରିବାକୁ ଏହି ଅଭିଯାନରେ ଉତ୍ସାହର ସହ ଅଂଶଗ୍ରହଣ କରୁଛନ୍ତି।

କିଛି ଦିନ ପୂର୍ବେ ଶିକ୍ଷା ମନ୍ତ୍ରାଳୟ ଜାତୀୟ ଶିକ୍ଷା ନୀତି କାର୍ଯ୍ୟକାରୀ କରିବା ବିଷୟରେ ଦେଶର ଶିକ୍ଷକମାନଙ୍କଠାରୁ MyGov ଜରିଆରେ ସେମାନଙ୍କର ପରାମର୍ଶ ଲୋଡିଥିଲା। ସପ୍ତାହ ମଧ୍ୟରେ 1.5 ମିଲିୟନ୍ ରୁ ଅଧିକ ପରାମର୍ଶ ଦେଇଥିଲେ। ଏହି ପରାମର୍ଶ ଅଧିକ ପ୍ରଭାବଶାଳୀ ଢ଼ଙ୍ଗରେ ଜାତୀୟ ଶିକ୍ଷା ନୀତି କାର୍ଯ୍ୟକାରୀ କରିବାରେ ସାହାଯ୍ୟ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପିଲା ମାନଙ୍କର ଗଣିତ ଚିନ୍ତାଧାରା ଏବଂ ବୈଜ୍ଞାନିକ ଚିନ୍ତାଧାରା ବିକାଶ ହେବା ଉଚିତ, ଏହା ଅତ୍ୟନ୍ତ ଆବଶ୍ୟକ। ଆମକୁ ସହଜ ଏବଂ ଅଭିନବ ପଦ୍ଧତି ବୃଦ୍ଧି କରିବାକୁ ପଡିବ। ଦେଶର ପ୍ରତ୍ୟେକ ଅଞ୍ଚଳର ନିଜସ୍ୱ କିଛି ଅଛି, କିଛି ପାରମ୍ପାରିକ କଳା, କାରୁକାର୍ଯ୍ୟ, ଉତ୍ପାଦ ସବୁ ସ୍ଥାନରେ ପ୍ରସିଦ୍ଧ। ସେହି ଅଞ୍ଚଳର କାରୁକାର୍ଯ୍ୟ ଛାତ୍ରଛାତ୍ରୀ ମାନଙ୍କୁ ଦେଖାଯିବା ଦରକାର। ଏପରି ହେଲେ ଛାତ୍ରଛାତ୍ରୀ ପାଠ ପଢ଼ିବା ସହିତ କୁଶଳୀ ହେବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସିଲାବସ୍ କମାଇବା ଏବଂ ମୌଳିକ ଜିନିଷ ଉପରେ ଧ୍ୟାନ ଦେବା ପାଇଁ ଜାତୀୟ ଶିକ୍ଷା ନୀତି ପ୍ରସ୍ତୁତ କରାଯାଇଛି। ପାଠ ପଢ଼ା ପ୍ରକ୍ରିୟାକୁ ସରଳ ଏବଂ ମଜାଳିଆ କରିବା ଦରକାର। ଏହାହେଲେ ସମସ୍ତଙ୍କର ଆଗ୍ରହ ରହିବ।

ଆମର ପୂର୍ବ ଶିକ୍ଷା ନୀତି ମଧ୍ୟ ଆମ ଛାତ୍ରମାନଙ୍କୁ ବହୁତ ବାନ୍ଧି ରଖିଛି। ବିଜ୍ଞାନ ନେଉଥିବା ଛାତ୍ର କଳା କିମ୍ବା ବାଣିଜ୍ୟ ଅଧ୍ୟୟନ କରିପାରିବ ନାହିଁ। ହେଲେ ଏହି ଢାଞ୍ଚାରେ ପରିବର୍ତ୍ତନ କରାଯାଇଛି।

ପ୍ରାୟତ ଅଭିଭାବକ ମାନେ ଯାହା ଶିଖିଛନ୍ତି ତାହା ନିଜ ପିଲାଙ୍କୁ ପଚାରନ୍ତି ନାହିଁ। କେବଳ ମାର୍କ୍ସ କେତେ ଆସିଛି ବୋଲି ପଚାରନ୍ତି। ମାର୍କସିଟ୍ ଏବେ ପ୍ରେସର ସିଟ୍ (ଚାପ ସିଟ୍) ପାଲଟିଯାଇଛି। ହେଲେ ଜଣେ ପିଲାର ଶିକ୍ଷିତ ହେବାର ମାପଦଣ୍ଡ ମାର୍କସିଟ୍ ହୋଇପାରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏଥିପାଇଁ ଆମ ମାନସିକତାରେ ପରିବର୍ତ୍ତନ ହେବା ଦରକାର ବୋଲି ସେ କହିଛନ୍ତି।

ଭାଷା ହେଉଛି ଶିକ୍ଷାର ମାଧ୍ୟମ, ଭାଷା ସମ୍ପୂର୍ଣ୍ଣ ଶିକ୍ଷା ନୁହେଁ। ପିଲାଟି କେଉଁ ଭାଷା ସହଜରେ ଶିଖିପାରୁଛି, ଜାଣିପାରୁଛି ସେହି ଭାଷାରେ ଶିକ୍ଷା ଗ୍ରହଣ କରିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story