ମୋଦିଙ୍କ ସୋଶାଲ ମିଡିଆ ଘୋଷଣା ପଛରେ ମହିଳା, ନିଜେ ସ୍ୱୀକାର କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶେଷରେ ସୋଶାଲ ମିଡିଆ ଆକାଉଣ୍ଟ ଛାଡ଼ିବା ବାବଦରେ ମୁହଁ ଖୋଲିଛନ୍ତି। ସେ ପ୍ରକୃତରେ ଏହାକୁ ବନ୍ଦ କରିବେନି। ସେ ଆସନ୍ତା ମାର୍ଚ୍ଚ ୮ ତାରିଖ ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଏହାକୁ ମହିଳାଙ୍କ ପାଇଁ ଉତ୍ସର୍ଗ କରିବେ। ଏହି ଦିନ ପ୍ରେରଣାଦାୟୀ ମହିଳାମାନଙ୍କ କାହାଣୀ ପ୍ରଧାନମନ୍ତ୍ରୀଙ୍କ ସୋଶାଲ ମିଡିଆରେ ସ୍ଥାନ ପାଇବ। ସେଥିପାଇଁ ସେ ଏକ ହ୍ୟାଶ୍‌ଟ୍ୟାଗ୍‌ ବାବଦରେ ମଧ୍ୟ ଘୋଷଣା କରିଛି। ମହିଳା ଦିବସରେ #SheInspiresUs ହ୍ୟାଶଟ୍ୟାଗ୍‌ ସହ ଏଭଳି […]

Modi

Modi

Subrat Kumar Nayak
  • Published: Tuesday, 03 March 2020
  • Updated: 03 March 2020, 01:54 PM IST

Sports

Latest News

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶେଷରେ ସୋଶାଲ ମିଡିଆ ଆକାଉଣ୍ଟ ଛାଡ଼ିବା ବାବଦରେ ମୁହଁ ଖୋଲିଛନ୍ତି। ସେ ପ୍ରକୃତରେ ଏହାକୁ ବନ୍ଦ କରିବେନି। ସେ ଆସନ୍ତା ମାର୍ଚ୍ଚ ୮ ତାରିଖ ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଏହାକୁ ମହିଳାଙ୍କ ପାଇଁ ଉତ୍ସର୍ଗ କରିବେ। ଏହି ଦିନ ପ୍ରେରଣାଦାୟୀ ମହିଳାମାନଙ୍କ କାହାଣୀ ପ୍ରଧାନମନ୍ତ୍ରୀଙ୍କ ସୋଶାଲ ମିଡିଆରେ ସ୍ଥାନ ପାଇବ।

ସେଥିପାଇଁ ସେ ଏକ ହ୍ୟାଶ୍‌ଟ୍ୟାଗ୍‌ ବାବଦରେ ମଧ୍ୟ ଘୋଷଣା କରିଛି। ମହିଳା ଦିବସରେ #SheInspiresUs ହ୍ୟାଶଟ୍ୟାଗ୍‌ ସହ ଏଭଳି ମହିଳାଙ୍କ ବାବଦରେ ପୋଷ୍ଟ କରିବାକୁ କହିଛନ୍ତି।
https://twitter.com/narendramodi/status/1234746833831780353?s=20
ସେ ଟ୍ୱିଟରରେ ନିଜେ ଏହି ବିଷୟରେ ଘୋଷଣା କରି କହିଛନ୍ତି, “ଏହି ମହିଳା ଦିବସରେ ମୁଁ ସେହିସବୁ ମହିଳାଙ୍କ ପାଇଁ ଉତ୍ସର୍ଗ କରିବି ଯାହାର ଜୀବନ ଏବଂ କାମ ଆମକୁ ପ୍ରେରଣା ଦେଇଥାଏ। ଏହା ଲକ୍ଷ ଲକ୍ଷ ଲୋକଙ୍କ ଭିତରେ ପ୍ରେରଣା ସୃଷ୍ଟି କରିବ। ଆପଣ ସେମିତି ଜଣେ ମହିଳା ବା ଆପଣ ସେମିତି କାହାକୁ ଜାଣିଛନ୍ତି କି? #SheInspiresUs ବ୍ୟବହାର କରି ଆମ ସହ ସେଭଳି କାହାଣୀ ବାଣ୍ଟନ୍ତୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story